Interesting GK Quiz – ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ତିନୋଟିର ନାଁ ଆସିଥାଏ ? 99% ଲୋକ ଯବାବ ଦେବାରେ ହେଲେ ଫେଲ

ୟୁପିଏସସି ପରୀକ୍ଷା ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି । IPS ଓ IAS ପାଇଁ ଏହି ପରୀକ୍ଷା କରାଯାଏ । ଯେଉଁଥିରେ ଇଣ୍ଟରଭିୟୁ ଅନ୍ତିମ ଚରଣ ହୋଇଥାଏ । ଇଣ୍ଟରଭିୟୁରେ କେଉଁଭଳି ପ୍ରଶ୍ନ ପଚାରିବେ ଭାବି ଭାବି କ୍ୟାଣ୍ଡିଡେଟ ନର୍ଭସ ହୋଇଥାନ୍ତି । ସେଥିପାଇଁ ସେ ସିବିଲ ସର୍ଭିସ କ୍ରାକ କରି ପାରନ୍ତି ନାହିଁ ।

IAS ଏକ୍ସାମରେ କ୍ୟାଣ୍ଡିଡେଟକୁ ଏମିତି ପ୍ରଶ୍ନ ପଚାରି ଥାନ୍ତି ଯାହା ଦ୍ଵାରା ତାଙ୍କର ମୁଣ୍ଡ କାମ କରି ନ ଥାଏ । ସାଧାରଣତଃ ପ୍ରଶ୍ନ ବହୁତ ସହଜ ହୋଇଥାଏ କିନ୍ତୁ ସଙ୍ଗେ ସଙ୍ଗେ ସେ ବୁଝି ପାରନ୍ତି ନାହିଁ । ଆଜି ଆମେ ଆପଣଙ୍କ ପାଇଁ ସେହିଭଳି ପ୍ରଶ୍ନ ନେଇ ଆସିଛୁ ।

ପ୍ରଶ୍ନ – ନାଲି ଗ୍ରହ କାହାକୁ କୁହାଯାଏ ?

ଉତ୍ତର – ମଙ୍ଗଲ ଗ୍ରହ

ପ୍ରଶ୍ନ – ବିଶ୍ଵର ସବୁଠୁ ଅଧିକ ପୁସ୍ତକାଳୟ କେଉଁ ଦେଶରେ ଅଛି ?

ଉତ୍ତର – ଭାରତରେ

ପ୍ରଶ୍ନ – ପୃଥିବୀ ସୂର୍ଯ୍ୟ ଠାରୁ ଅଧିକ ଦୂର କେବେ ହୋଇଥାନ୍ତି ?

ଉତ୍ତର – ୪ ଜୁଲାଇ

ପ୍ରଶ୍ନ – କେଉଁ ଦେଶର ଲୋକମାନେ ଅଧିକ ଶିକ୍ଷିତ ଅଟନ୍ତି ?

ଉତ୍ତର – କାନାଡା

ପ୍ରଶ୍ନ – ଜିଆ କାହା ସାହାର୍ଯ୍ୟରେ ନିଶ୍ଵାସ ନେଇଥାଏ ?

ଉତ୍ତର – ଚର୍ମ ସାହାର୍ଯ୍ୟରେ

ପ୍ରଶ୍ନ – ବିଶ୍ଵର ସବୁଠୁ ଛୋଟ ମାଛର ନାଁ କଣ ?

ଉତ୍ତର – ଅଥୱାର୍କ ଗୋବୀ

ପ୍ରଶ୍ନ – କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ମହଙ୍ଗା ଅଟେ ?

ଉତ୍ତର – ନାଲି ଚନ୍ଦନ କାଠ

ପ୍ରଶ୍ନ – ବିଶ୍ବରେ ସବୁଠୁ ଅଧିକ ପଶୁ କେଉଁଠି ଦେଖାଯାନ୍ତି ?

ଉତ୍ତର – ଭାରତରେ

ପ୍ରଶ୍ନ – ଭାରତର ସବୁଠୁ ଅଧିକ ବିକ୍ରି ହେଉଥିବା ଚୀନର ମୋବାଇଲ ଫୋନର ନାଁ କଣ ?

ଉତ୍ତର – Mi ଫୋନ

ପ୍ରଶ୍ନ – ଭାରତୀୟ ରିଜର୍ବ ବ୍ୟାଙ୍କର ରାଷ୍ଟ୍ରୀୟକରଣ କେବେ ହୋଇଥିଲା ?

ଉତ୍ତର – ୧ ଜାନୁୟାରୀ ୧୯୪୯

ପ୍ରଶ୍ନ – ଭିଏତନାମର ମୁଦ୍ରାର ନାଁ କଣ ?

ଉତ୍ତର – ଡାଗ

ପ୍ରଶ୍ନ – ଭାରତ ଉପରେ ଆକ୍ରମଣ କରିଥିବା ପ୍ରଥମ ୟୁରୋପବାସୀ କି ଥିଲେ ?

ଉତ୍ତର – ସିଙ୍କନ୍ଦର

ପ୍ରଶ୍ନ – ସବୁଠୁ ପ୍ରାଚୀନ ବେଦ କଣ ଅଟେ ?

ଉତ୍ତର – ରୁଗବେଦ

ପ୍ରଶ୍ନ – ସର୍ବେ ପ୍ରଥେମ ଅସହଯୋଗ ଆନ୍ଦୋଳନରେ କାହାକୁ ଗିରଫ କରାଯାଇଥିଲା ?

ଉତ୍ତର – ମୁହମ୍ମଦ ଅଲିଙ୍କୁ

ପ୍ରଶ୍ନ – ଭାରତର ଛୋଟ ତାଜମହଲ କାହାକୁ କୁହନ୍ତି ?

ଉତ୍ତର – ବୀବୀ କା ମକବରା

ପ୍ରଶ୍ନ – ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ଲୋକସଭା ସିଟ ଅଛି ?

ଉତ୍ତର – ଉତ୍ତର ପ୍ରଦେଶ

ପ୍ରଶ୍ନ – କେଉଁ ଦେଶର କୁକୁଡା ନୀଳ ରଙ୍ଗର ଅଣ୍ଡା ଦେଇଥାଏ ?

ଉତ୍ତର – ଚିଲି ଦେଶର

ପ୍ରଶ୍ନ – ଭାରତରେ ସବୁଠୁ ଅଧିକ କେଉଁ ମୋବାଇଲ ଏପର ପ୍ରୟୋଗ କରାଯାଏ ?

ଉତ୍ତର – WhatsApp

ପ୍ରଶ୍ନ – ଏନ୍ଟିଜନର ଆବିଷ୍କାର କିଏ କରିଥିଲେ ?

ଉତ୍ତର – ଲ୍ୟାଣ୍ଡଷ୍ଟିନର

ପ୍ରଶ୍ନ – ପ୍ରଥମ ମୁକ ଫିଲ୍ମ କଣ ଥିଲା ?

ଉତ୍ତର – ରାଜା ହରିଶଚନ୍ଦ୍ର

ପ୍ରଶ୍ନ – ରାଷ୍ଟ୍ରୀୟ ଶେୟାର ବଜାରର ମୁଖ୍ୟାଳଳୟ କେଉଁଠି ଅଛି ?

ଉତ୍ତର – ମୁମ୍ବାଇରେ

ପ୍ରଶ୍ନ – ବିଶ୍ଵର ସବୁଠୁ ଛୋଟ ଦେଶର ନାଁ କଣ ?

ଉତ୍ତର – ଭେଟିକନ ସିଟି

ପ୍ରଶ୍ନ – ନେପାଲ ଦେଶରେ କେତୋଟି ଜିଲ୍ଲା ଅଛି ?

ଉତ୍ତର – ୭୮ ଟି ଜିଲ୍ଲା

ପ୍ରଶ୍ନ – ଏମିତି କେଉଁ ପନି ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ତିନୋଟିର ନାଁ ଆସିଥାଏ ?

ଉତ୍ତର – Bhindi (ଭେଣ୍ଡି)

Hind – ଦେଶର ନାଁ

HIndi – ଭାଷା

Bhind – ଜିଲ୍ଲା

ପ୍ରଶ୍ନ – ଏମିତି କେଉଁ ଜିନିଷ ଅଛି ଯାହାକୁ ଆମେ ଛୁଇଁ ପାରିବା ନାହିଁ କିନ୍ତୁ ଦେଖି ପାରିବା ?

ଉତ୍ତର – ସ୍ଵପ୍ନ

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *