ଏମିତି କିଛି ହେଲା ଯେ ମାଟି ଦବିଗଲା, ଫସିଗଲେ ହଜାର ଲୋକେ.. ଶୁଭିଲା ପ୍ରଚଣ୍ଡ ଶବ୍ଦ ଏବଂ ତହରିଲା ପୃଥିବୀ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟରେ ଅନେକ ବଡ ବଡ ଦେଶ ମାନଙ୍କରେ ଭୂମିକମ୍ପ ସୃଷ୍ଟି ହେଉଛି । ଯାହା ପାଇଁ ଅନେକ କ୍ଷୟ କ୍ଷତି ହେବ ସହ ଜନ ଜୀବନ ନଷ୍ଟ ହେଉଛି । ତେବେ ହଠାତ ଭୂମିକମ୍ପ ହେଉଛି ଆଉ ଲୋକ ମାନେ ଜାଣି ମଧ୍ୟ ପାରୁ ନାହାନ୍ତି । ଯାହା ଫଳରେ ଅନେକ ଘଟନା ଦୁର୍ଘଟଣା ମାନ ଘଟି ଯାଉଛି । ତେବେ ଭୂକମ୍ପ ର ତୀବ୍ରତା ଏତେ ଜୋର ରେ ରହୁଛି କି ଯାହାକୁ ଆକଳନ କରିବା ଏତେ ସହଜ ନୁହେଁ ।

ତେବେ ବର୍ତ୍ତମାନ କିଛି ସମୟ ଉତ୍ତର କାର୍ଲିଫର୍ଣ୍ଣୀୟା ରେ ସୃଷ୍ଟି ହୋଇଛି ଭୂକମ୍ପ ଯାହାକୁ ନେଇ ଏକ ଭିଡିଓ ଜାରି ହୋଇଛି ସୋସିଆଲ ମିଡିଆରେ । ତେବେ ଆସନ୍ତୁ  ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ ବିସ୍ତାର ଭାବେ । ବନ୍ଧୁଗଣ ସୂଚନା ଅନୁଯାୟୀ ହଠାତ ଶୁଭିଲା ପ୍ରଚଣ୍ଡ ଶବ୍ଦ ଆଉ ଥରି ଉଠିଲା ପୃଥିବୀ । ଭାଙ୍ଗି ଗଲା ବହୁ ଘର ଆଉ ଉପୁଡି ପଡିଲା ବିଜୁଳି ଖୁଣ୍ଟ । ହଁ ଦର୍ଶକ ବନ୍ଧୁ ଆଜି ହଠାତ ଉତ୍ତର କାର୍ଲିଫର୍ଣ୍ଣିୟା ର ତଟବର୍ତ୍ତୀ ଅଞ୍ଚଳ ଦୋହଲି ଉଠିଛି । ବହୁତ କ୍ଷୟ କ୍ଷତି ମଧ୍ୟ ଘଟିଛି ।

ଆଉ କୁହା ଯାଉଛି ଏହା ସବୁ ଠାରୁ ବଡ ଭୂକମ୍ପ । ରିକ୍ଟର ସ୍କେଲ ରେ ଭୂକମ୍ପ ର ତୀବ୍ରତା 6.4 । ହଜାର ରୁ ଅଧିକ ଘର ଭାଙ୍ଗି ଯାଇଛି । ଭୂମିକମ୍ପ ହେବା ଫଳରେ ଶାର ରେ ଗ୍ଯାସ ଟାଙ୍କି ଲିଙ୍କ ହୋଇଛି । ଏହା ସହ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିବା ସହ ବିଶାଳ ଅଟ୍ଟାଳିକା ମଧ୍ୟ ଭାଙ୍ଗି ପଡିଛି । ମାଟି ତଳେ ଫାଶୀ ରହିଛନ୍ତି ଅନେକ ଲୋକେ । ଯୁଦ୍ଧକାଳୀନ ଭିତ୍ତି ରେ ଉଧାର କାର୍ଯ୍ୟ ରହିଛି । ଅଧିକାଂଶ ଲୋକେ ଆହତ ମଧ୍ୟ ହୋଇଛନ୍ତି । ଅନେକ ବ୍ରିଜ ମଧ୍ୟ ଭାଙ୍ଗି ଯାଇଛି ।

ଯାତାୟତ ବାଧା ପ୍ରାପ୍ତ ହୋଇ ଥିବାରୁ ହମ୍ବଲଡ କାଉନ୍ଟିର ର 4ଟି ରାସ୍ତା କୁ ବନ୍ଦ କରା ଯାଇଛି । ତେବେ ଲୋକ ମାନେ ମାଟି ତଳେ ଫସି ଯାଇଛନ୍ତି ଭୂକମ୍ପ କାରଣରୁ ଯାହା ପାଇଁ ଏବେ ବି ଉଧାର କାର୍ଯ୍ୟ ଜାରି ରହିଛି । ତେବେ ଭୂମପ କାରଣରୁ ଅନେକ ଜନ ଜୀବନ ନଷ୍ଟ ହୋଇଛି ଆଉ ଲୋକ ମାନଙ୍କର ଘର ଦ୍ଵାରା ମଧ୍ୟ ଭାଙ୍ଗି ଯାଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *