Interesting Gk Questions – ଏମିତି କିଏ ଅଛି ଯିଏ ଆଗ ଲୋକଙ୍କୁ କ୍ଷମା ମାଗିଥାଏ ପରେ ଲୋକଙ୍କୁ ମାରିଦିଏ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଇଥାନ୍ତି ସେମାନଙ୍କୁ ଅନେକ ପ୍ରକାରର ପ୍ରଶ୍ନ ପଚରା ଯାଇଥାଏ । କିଛି ପ୍ରଶ୍ନ ସହଜ ହୋଇଥିବା ବେଳେ ଆଉ କିଛି କଷ୍ଟକର ହୋଇଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ନେଇ ଆସିଛୁ । ଯାହା ଆପଣଙ୍କର ପରିକ୍ଷା ରେ ପଡିପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- କଣ ଆପଣ ଜାଣିଛନ୍ତି ମୋଟୁ ପତଳୁ କାର୍ଟୁନ ଭାରତରେ କେବେ ଆରମ୍ଭ ହୋଇଥିଲା ?

ଉତ୍ତର- ୧୩ ଅକ୍ଟୋବର ୨୦୧୨

୨- ଗୋଟେ ହୱାଇ ଜାହାଜର ସମୁଦାୟ ଓଜନ କେତେ ?

ଉତ୍ତର- ପ୍ରାୟତ ୮ରୁ ୧୦ ହଜାର କିଲୋଗ୍ରାମ

୩- ଦୁନିଆର ସବୁଠାରୁ ବଡ ଗାଁ ର ନାମ କଣ ?

ଉତ୍ତର- ଗହମର

୪- ୧୦୦ ରୁ ୧୦ ଆପଣ କେତେ ଥର ହଟାଇ ପାରିବେ ?

ଉତ୍ତର- ଥରେ

୫- ଦୁନିଆର ସବୁଠାରୁ ଶକ୍ତିଶାଳୀ କମ୍ପୁଟରର ନାମ କଣ ?

ଉତ୍ତର- ଫୁକାଗୋ

୬- ଭାରତର କେଉଁ କ୍ଷେତ୍ରରେ ମହିଳା ଅଧିକ ଆଭୁଷଣ ପିନ୍ଧିଥାନ୍ତି ?

ଉତ୍ତର- ପାହାଡୀ କ୍ଷେତ୍ରରେ

୭- ଦୁନିଆର ପ୍ରଥମ କମ୍ପୁଟର ଭାଇରସ କେଉଁ ଦେଶ ତିଆରି କରିଥିଲା ?

ଉତ୍ତର- ପାକିସ୍ତାନ

୮- ଏମିତି କଣ ଜିନିଷ ଯାହା ସମୁଦ୍ରରେ ଜନ୍ମ ହୋଇ ଆପଣଙ୍କ ଘରେ ରହିଥାଏ ?

ଉତ୍ତର- ଲୁଣ

୯- ଏମିତି କିଏ ଅଛି ଯିଏ ଆଗ ଲୋକଙ୍କୁ କ୍ଷମା ମାଗିଥାଏ ପରେ ଲୋକଙ୍କୁ ମାରିଦିଏ ?

ଉତ୍ତର- ଜଲ୍ଲାଦ

୧୦- ଏମିତି କଣ ଶବ୍ଦ ଯାହା ଆମେ ଲେଖିବା ସହ ପଢିଠଉ ?

ଉତ୍ତର- ନାହି

୧୧- ରେଡିୟମର ସନ୍ଧାନ କେଉଁ ମହାନ ବ୍ୟକ୍ତି କରିଥିଲେ ?

ଉତ୍ତର- ମ୍ୟାଡମ କ୍ୟୁରୀ

୧୨- ଗ୍ରହର ସନ୍ଧାନ କେଉଁ ବ୍ୟକ୍ତି କରିଥିଲେ ?

ଉତ୍ତର- କେପଲର

୧୩- ଦୁନିଆରେ ସବୁଠାରୁ ଅଧିକ ଖେଳା ଯାଉଥିବା ଗେମର ନାମ କଣ ?

ଉତ୍ତର- ମାଇନକ୍ରାଫ୍ଟ

୧୪- ଏମିତି କଣ ଅଛି ଯିଏ ମରିବା ଯାଏଁ ଆମ ପିଛା ଛାଡେ ନାହି ?

ଉତ୍ତର- ଆମ ଅତୀତ

୧୫- ବିଜୁଳି ହିଟରର ତାର କେଉଁଥିରେ ତିଆରି ହୋଇଥାଏ ?

ଉତ୍ତର- ନାଇକ୍ରୋମ

୧୬- ଦୀପାବଳିରେ ବାନ ଫୁଟାଜାଏ ଏଥିରୁ ବାହାରୁଥିବା ରଙ୍ଗ କେଉଁ କାରଣ ପାଇଁ ବାହାରିଥାଏ ?

ଉତ୍ତର- ବୋରିୟମ କାରଣରୁ

୧୭- ନ୍ୟୁଟନର ପ୍ରଥମ ନିୟମର ଦିତୀୟ ନାମ କଣ ?

ଉତ୍ତର- ଜଡତ୍ଵର ନିୟମ

୧୮- ଶୁଦ୍ଧ ସୁନା କେତେ କ୍ୟାରେଟର ହୋଇଥାଏ ?

ଉତ୍ତର- ୨୪ କ୍ୟାରେଟ

୧୯- ଫ୍ରିଜରେ ତାପାମାତ୍ରା କୁ କିଏ ନିୟନ୍ତ୍ରଣ କରିଥାଏ ?

ଉତ୍ତର- ଥର୍ମୋଷ୍ଟେଟ

୨୦- ଭାରତୀୟ ଜୀବନ ବିମାର ମୁଖ୍ୟ କାର୍ଜ୍ଯାଳୟ କେଉଁଠାରେ ଅଛି ?

ଉତ୍ତର- ମୁମ୍ବାଇ

୨୧- ଭାରତରେ କଫିର ଅଧିକ ଉତ୍ପାଦନ କେଉଁ ରାଜ୍ୟରେ ହୋଇଥାଏ ?

ଉତ୍ତର- କର୍ଣ୍ଣାଟକ

୨୨- ପାଣି କେତେ ଡିଗ୍ରୀ ସେଣ୍ଟିଗ୍ରେଡରେ ଗରମ ହୋଇଥାଏ ?

ଉତ୍ତର- ୪

୨୩- ଭାରତୀୟ ଷ୍ଟେଟ ବ୍ଯାଙ୍କର ସ୍ଥାପନ କେଉଁ ବର୍ଷ ହୋଇଥିଲା ?

ଉତ୍ତର- ଜୁଲାଇ ୧ ୧୯୫୫

୨୪- ଭାରତର କେନ୍ଦ୍ରୀୟ ବ୍ୟାଙ୍କର ନାମ କଣ ?

ଉତ୍ତର- ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ

୨୫- ଜଣେ ବ୍ୟକ୍ତି ଗୋଟିଏ ଦିନରେ ଦୁଇଟି ବିବାହ କରିଲା ଓ କୌଣସି ହଙ୍ଗାମା ହେଲା ନାହି କୁହ କାହିଁକି ?

ଉତ୍ତର- କାରଣ ପୂଜାରୀ ଦୁଇଟି ବିବାହ କରିଥିଲେ

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *