4ଟି ଏମିତି ଲୋକ ଯିଏ ନିଜର ସୁନ୍ଦର ଚେହେରାକୁ Plastic Surgery କରି କରିଦେଲେ ଏମିତି, ନମ୍ବର 4 କୁ ଦେଖିଲେ ବିଶ୍ଵାସ ହେବନି

ପ୍ଲାଷ୍ଟିକ ସରଜରି ଆସିବା ପରେ ବହୁତ ପଇସାୱାଲା ଲୋକ ସୁନ୍ଦର ହବା ପାଇଁ ତାଙ୍କର ବହୁତ କିଛି ପ୍ଲାଷ୍ଟିକ ସର୍ଜରୀ ଦ୍ଵାରା ବଦଳିଛନ୍ତି କିନ୍ତୁ କିଛି ଲୋକ ଏମିତି ଅଛନ୍ତି ଯିଏ ସର୍ଜରୀ ପରେ ଆଉ ସୁନ୍ଦର ଦେଖା ଯାଉଛନ୍ତି ଓ କିଛି ବହୁତ ଭୟଙ୍କର ଦେଖା ଯାଉଛନ୍ତି, ତେବେ ଭଲ ପାଇଁ ଆପଣ ବଲୀଉଡ ବା ହଲିଉଡ ଅଭିନେତ୍ରୀ ମାନଙ୍କୁ ଦେଖି ପାରନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ପ୍ଲାଷ୍ଟିକ ସର୍ଜରୀ ଭୟଙ୍କର ରୂପ ବିଷୟରେ କହିବାକୁ ଯାଉଛୁ ତେବେ ଆସନ୍ତୁ ଆରମ୍ଭ କରିବା ।

ଏମିତି କିଛି ଲୋକ ଅଛନ୍ତି ଯାହାକୁ ନିଜ ଟଙ୍କା ବଧେ ଭଲ ଲାଗୁ ନାହିଁ ଓ ସେ ନିଜ ଟଙ୍କା ପାଣି ଭଳିଆ କସମେଟିକ ଓ ପ୍ଲାଷ୍ଟିକ ସର୍ଜରୀରେ ଖରଚ କରିଛନ୍ତି ଆସନ୍ତୁ ଦେଖିବା କିଏ କିଏ ସେ ବ୍ୟକ୍ତି ।

Image Courtesy: Google

୧. ରୋଡୃଗୋ ଏଲବେଶ / ଜେସ୍ସିକା :

ରୋଡୃଗୋ ଆରମ୍ଭରେ ନିଜ ବ୍ରେଷ୍ଟ ବଢିବା ସମସ୍ଯା ପାଇଁ ପ୍ଲାଷ୍ଟିକ ସର୍ଜରୀ କରାଇଥିଲେ ଯାହା ଆବଶ୍ୟକ ଥିଲା କିନ୍ତୁ ଏହା ପରେ ତାଙ୍କୁ ନିଜ ନାକ ପସନ୍ଦ ଆସିଲା ନାହିଁ ଓ ସେ ନିଜ ନାକ ସର୍ଜରୀ କଲେ ଯାହା ପରେ ତାଙ୍କୁ ନିଜ ନାକ ଜମା ପସନ୍ଦ ଆସିଲା ନାହିଁ ଓ ଏହା ପରେ ନାକ ସର୍ଜରୀ ୫୧ ଥର ହୋଇଛି । ଏହା ସବୁ ହେଲା ପରେ ତାଙ୍କ ଚେହେରା ଅଜବ ଲାଗୁଥିଲା ଓ ସେ ମଧ୍ୟ ନିଜ ଲୁକ ଦ୍ଵାରା କିଛି ସୁଖୀ ନଥିଲେ ଏହା ପରେ ସେ ଜେସିକା ହବା ପାଇଁ ନିର୍ଣୟ କଲେ ଓ ଆଉଥରେ ଚେସ୍ଟ ଟ୍ରାନ୍ସପ୍ଳାଣ୍ଟ କଲେ ଓ ନିଜକୁ ଝିଅ ବଣାଇଲେ ବର୍ତମାନ ସେ ନିଜ ଚେହେରା ଓ ଫିଗର ପାଇଁ ବହୁତ ଖୁସି ଅଛନ୍ତି ଓ ଏହା ବହୁତ ବଡ କଥା ।

Image Courtesy: Google

୨. ସେଲଶୋ ସେଣ୍ଟାବେନ୍ସ :

ବ୍ରାଜିଲରେ ବହୁତ ଫେମସ ମଡଲ ଥିଲେ ସେଲଶୋ ସେଣ୍ଟାବେନ୍ସ ତେବେ ତାଙ୍କୁ ଛୁଆ ବେଳୁ ଲୋକ କେନ ଡଲ କହୁଥିଲେ ବଡ ହେଲା ପରେ ଗୋଟେ ମଡଲୀଙ୍ଗ କମ୍ପଟିସନ ଜିତିବା ପରେ ସେ ନିଜର ପ୍ରଥମ ସର୍ଜରୀ କରାଇଥିଲେ ଓ କେନ ଡାଲ ଭଳି ଦେଖା ଯାଉଥିଲେ ଯାହା ପରେ ସେ ନିଜର ଗୋଟେ ଡଲ ମାରକେଟରେ ଛାଡିଥିଲେ ଯାହା ପ୍ପାରେ ସେ ବ୍ବାହୁତ ପ୍ରସିଦ୍ଧ ହୋଇଥିଲେ କିନ୍ତୁ ତାଙ୍କ ଜୀବନ ରେଖା ବହୁତ କମ ଥିଲା ତାଙ୍କୁ ବ୍ଲଡ କ୍ୟାନ୍ସର ଥିଲା ଓ ସେ ବହୁତ ଶୀଘ୍ର ନିଧନ କରି ଗଲେ ।

Image Courtesy: Google

୩. ଯଷ୍ଟିନ ଜେଡିକା :

ଯଷ୍ଟିନ ନାକ ଛୁଆ ବେଳୁ କିଛି ଖାସ ନଥିଲା ଯାହା ଦେଖି ସମସ୍ତେ ତାଙ୍କୁ ଚିଡଉଥିଲେ ଯାହା ପରେ ୧୭ ବର୍ଷ ବୟସରେ ସେ ନିଜ ନାକ ସର୍ଜରୀ ପାଇଁ କହିଲେ ଓ ଘର ଲୋକ ନ ମାନିବାରୁ ୧୮ ବର୍ଷ ର ହେଲା ପରେ ସେ ନିଜେ ନିଜ ନାକ ସର୍ଜରୀ କରାଇଥିଲେ ଯାହା ପରେ ସେ ନିଜ ଶରୀର ୫୦୦ଠାରୁ ଅଧିକ ସର୍ଜରୀ କରାଇଛନ୍ତି ।

୪. ସହର ତବାର

Image Courtesy: Google

ଏ ମହାରାଣୀ ତ ସବୁ ସୀମା ପର କରି ଯାଇଛନ୍ତି, ଯେମିତି କି ଆପଣ ଦେଖି ପାରୁଥିବେ ତାଙ୍କର ମୁହଁ, ଆପଣଙ୍କୁ କଣ ଲାଗୁଛି ତାଙ୍କ ମୁହଁରେ ସେମିତି କିଛି ଅସୁବିଧା ଅଛି ଯାହା ପାଇଁ ତାଙ୍କୁ ସର୍ଜରୀ ଦରକାର ଥିଲା ? କିନ୍ତୁ ସେ ସର୍ଜରୀ କଲେ ଅଞ୍ଜେଲିନା ବନିବାକୁ ଓ ହୋଇଗଲେ ଏମିତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *