WhatsApp KBC 25 ଲକ୍ଷ ଲଟେରୀ Scam: ସାଇବର ଠକକୁ ଏମିତି ପାଣି ପିଆଇଲେ ଛାତ୍ରୀ…. ଦେଖନ୍ତୁ Video

ଅନ୍ଲାଇନ ଠ-କେ-ଇ ବିଷୟରେ ଆପଣ ସମସ୍ତେ ଜାଣିଛନ୍ତି ତଥାପି ଆଜି ବି କେତେକ ଲୋକମାନ ଏହି ଠ-କ-ମା-ନ-ଙ୍କ ଜା-ଲ-ରେ ଫ-ସି ନିଜର ଆୟ ଟଙ୍କାକୁ ଏମାନଙ୍କୁ ଦେଇ ଦେଉଛନ୍ତି ଓ ଯେତେବେଳେ ସେମାନେ ଜାଣି ପାରୁଛନ୍ତି କି ସେମାନେ ଠ-କା-ମି-ର ଶି-କା-ର ହୋଇଛନ୍ତି ତେବେ ସେହି ସମୟରେ ସେମାନେ ନିଜକୁ ଗା-ଳି ଦେଉଛନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଛାତ୍ରୀଙ୍କ ବିଷୟରେ କହିବୁ ଯିଏକି ଏହି ଠ-କ-ମା-ନ-ଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି ।

ନିମାପଡାର ଲିପ୍ସା ବାରିକଙ୍କ ମୋବାଇଲକୁ ଏକ ମ୍ୟାସେଜ ଆସିଥିଲା । ଯେଉଁଥିରେ ଲେଖା ହୋଇ ଥିଲା କି ସେ କେବିସି ତରଫରୁ ୨୫ ଲକ୍ଷ ଟଙ୍କା ଜିତିଛନ୍ତି । କିନ୍ତୁ ଏହି ଟଙ୍କା ପାଇବା ପାଇଁ ତାଙ୍କୁ ୧୫୦୦୦ ଟଙ୍କା ଦେବାକୁ ପଡିବ ।

ଛାତ୍ରୀ ଜଣକ ନିଜର ବୁଦ୍ଧି ଖର୍ଚ କରି ଯେଉଁ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ନ ଥିଲା ସେହି ଆକାଉଣ୍ଟ ନମ୍ବର ଏହି ଠ-କ-କୁ ପଠାଇ ଥିଲେ । ଏତିକି ନୁହେଁ ଠକ ଜଣକ ଛାତ୍ରୀ ଜଣକଙ୍କୁ ବିଶ୍ଵାସ ଦେବା ପାଇଁ ତାଙ୍କୁ ୨୫ ଲକ୍ଷ ଟଙ୍କା ଗଣା ହେଉଥିବାର ଏକ ଭିଡିଓ ବି ପଠାଇ ଥିଲେ । ଏହି ଭିଡିଓରେ ବହୁତ ଲୋକମାନେ ୫୦୦ ଓ ୨୦୦୦ ଟଙ୍କା ଗଣୁଛନ୍ତି । ଯାହାକି ଲକ୍ଷ ଲକ୍ଷ ଟଙ୍କା ହେବ ।

ଏହା ସହିତ ଟଙ୍କା ଗଣା ମେସିନରେ ଟଙ୍କା ଗଣା ହେଉଛି । ଏତିକି ନୁହେଁ ସା-ଇ-ବ-ର ଠକ ନିଜକୁ ମ୍ୟାନେଜର କହି ତାଙ୍କ ଟେବୁଲ ଉପରକୁ ଟଙ୍କା ଚାଲି ଆସିଛି ବୋଲି ବି କହୁଛନ୍ତି । କିନ୍ତୁ କିଛି ସମୟ ପରେ ଲିପ୍ସାଙ୍କୁ ସ-ନ୍ଦେ-ହ ହେଲା ସେଥିପାଇଁ ସେ ଏହି ଫୋନ କା-ଟି ଦେଇଥିଲେ । ଲିପ୍ସା କହିଲେ କି ଆକାଉଣ୍ଟ ନମ୍ବର, ଫଟୋ ଓ ଆଧାର କାର୍ଡ ନମ୍ବର ଦିଅନ୍ତୁ ।

ଆମେ ତମ ଆକାଉଣ୍ଟକୁ ୨୫ ଲକ୍ଷ ଟଙ୍କା ପଠାଇ ଦେବୁ । ତମର ୱ୍ହାଟସପର ସ୍କ୍ୟାନର ଓ ଲିଙ୍କ ଡିଭାଇସ ଦେଖାଅ । ମୋତେ ସ-ନ୍ଦେ-ହ ହେବା କାରଣରୁ ମୁଁ ସେମାନଙ୍କର ଫୋନକୁ କା-ଟି ଦେଲି । କହିଦେଉଛୁ କି ଦିନକୁ ଦିନ ଓଡିଶାରେ ସା-ଇ-ବ-ର ଠକେଇର ମା-ମ-ଲା ବଢିବାରେ ଲାଗିଛି । ଗତ ୯ ମାସ ମଧ୍ୟରେ ଓଡିଶାରେ କୋଟି କୋଟି ଟଙ୍କା ଠ-କେ-ଇ hଅଇଛି ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *