ଆଜି ଆମେଏମିତି ପୁରୁଷଙ୍କ କଥା ବିଷୟରେ ଆଲୋଚନା କରିବା ଯାହା ଶୁକ୍ରାଚାର୍ଜ୍ୟ ତାଙ୍କ ନୀତିରେ କହିଛନ୍ତି । ପତ୍ନୀ ତାଙ୍କ ଉପରେ ବିରକ୍ତ ହୋଇ ଅନ୍ୟ ପୁରୁଷଙ୍କ ସହିତ ସ-ମ୍ବ-ନ୍ଧ ବନାଇଥାନ୍ତି । ଏମିତି ପୁରୁଷ ବିଷୟରେ କହିକି ଶୁକ୍ରାଚାର୍ଜ୍ୟ ଚେତାବନୀ ଦେଇଛନ୍ତି ଓ ସାବଧାନ ରହିବା ପାଇଁ କହିଛନ୍ତି । ଶୁକ୍ରାଚାର୍ଜ୍ୟ ଦାନବଙ୍କ ଗୁରୁ ଥିଲେ ତାଙ୍କର ନୀତି ସଂସାର ସର୍ବ ଶ୍ରେଷ୍ଠ ନୀତି ବୋଲି କୁହାଯାଇଛି । ତାଙ୍କର ସମ୍ମାନ ଦେବତା ମଧ୍ୟ କରିଥାନ୍ତି । ଶୁକ୍ରାଚାର୍ଜ୍ୟ ତାଙ୍କ ନୀତିରେ ସେବକଠୁ ଆରମ୍ଭ କରି ରାଜା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ନୀତିର ରଚନା କରିଛନ୍ତି । ମିତ୍ର ଓ ସ-ତୃଙ୍କ ଚିହ୍ନଟ କେମିତି କରିବା ଦରକାର ।
ଧନ ନେବା ଓ ଦେବା ସମୟରେ କେଉଁ କଥାର ଧ୍ୟାନ ରଖିବା ଆବଶ୍ୟକ ଓ ଧନର ରକ୍ଷା କେମିତି କରିବା ଦରକାର । ତାଙ୍କର ବୃଦ୍ଧି ପାଇଁ କେଉଁ ଉପାୟ କରିବା ଦରକାର । ଏମିତି ବହୁତ ବିଷୟ ଉପରେ ଶୁକ୍ରାଚାର୍ଜ୍ୟ ମହତ୍ଵ ପୂର୍ଣ ଜ୍ଞାନ ଦେଇଛନ୍ତି । ଶୁକ୍ରନୀତିର ଅଧ୍ୟଯନ କରି ଗୋଟେ ସାଧାରଣ ମନୁଷ୍ୟ ମଧ୍ୟ ଶକ୍ତିଶାଳୀ ଧନବାନ ଓ ଶତ୍ରୁ ଉପରେ ବିଜୟ ପାଇଥାଏ । ଯଦି ଆପଣଙ୍କ ଜୀବନରେବି କଠିନ ସମସ୍ଯା ରହିଛି, କୌଣସି ବ୍ୟକ୍ତି ଜାଣିଶୁଣି ଆପଣଙ୍କୁ କଷ୍ଟ ଦେବାକୁ ଚହୁଁଛନ୍ତି ବା ଆପଣଙ୍କର ଅପମାନ କରିଥାଏ । କିଏ ଆପଣଙ୍କ ବ୍ୟବହାର କରି ଆପଣଙ୍କର ତିରସ୍କାର କରିଥାଏ । ତେବେ ଆପଣ ଶୁକ୍ର ନୀତିକୁ ଅବଶ୍ୟ ପଢନ୍ତୁ ।
ଶୁକ୍ରାଚାର୍ଜ୍ୟ କହିଥିବା ଏମିତି ପୁରୁଷଙ୍କ ବିଷୟରେ କହିବା ନିଜର ଭୁଲ ଦ୍ଵାରା ହିଁ ନିଜ ପତିବ୍ରତା ସ୍ତ୍ରୀଙ୍କୁ ହରାଇ ଥାନ୍ତି । ଯେଉଁ କାରଣରୁ ତାଙ୍କ ସ୍ତ୍ରୀ ତାଙ୍କ ଉପରେ ବିରକ୍ତ ହୋଇ ଅନ୍ୟ ପୁରୁଷଙ୍କ ସହିତ ସ-ହ-ବା-ସ କରିବାକୁ ଲାଗିଥାଏ । ଏଠାରେ ଶୁକ୍ରାଚାର୍ଜ୍ୟ ସ୍ତ୍ରୀ ମାନକୁ ଦୋଷ ନଦେଇ ପୁରୁଷ ମାନକୁ ଅତ୍ୟନ୍ତ ମୂର୍ଖ ଓ ଦୋଷୀ ବୋଲି କହିଥାନ୍ତି । ଆସନ୍ତୁ ଜାଣିବା ଏମିତି ପୁରୁଷଙ୍କ ବିଷୟରେ ଯାହାର ସ୍ତ୍ରୀ ମାନେ ବିରକ୍ତ ହୋଇ ପର ପୁରୁଷ ସହିତ ଶାରୀରିକ ସ-ମ୍ବ-ନ୍ଧ ବନାଇ ଥାନ୍ତି । ଆଉ ସ୍ଵାମୀର ତ୍ୟା-ଗ କରିଥାନ୍ତି ।
କ୍ରୋଧୀ ପୁରୁଷ :- ଶୁକ୍ରାଚାର୍ଜ୍ୟ ଅନୁସାରେ ଯେଉଁ ସ୍ଵାମୀ ଅତ୍ୟନ୍ତ କ୍ରୋଧୀ ହୋଇଥାଏ ଓ ଛୋଟ ଛୋଟ ଭୁଲ ଉପରେ କ୍ରୋଧ କରିଥାଏ । ଏମିତି ପୁରୁଷଙ୍କୁ ତାଙ୍କର ସ୍ତ୍ରୀ ମନରୁ ପ୍ରେମ କରିନଥାଏ । ଏମିତି ସ୍ତ୍ରୀକୁ ଯଦି କେହି ତାର ଯତ୍ନ ନେବା ବାଲା ଓ ପ୍ରେମ କରିବା ବାଲା ମିଳିଯାଏ ତେବେ ସେ ସେଇ ପତିକୁ ପରି-ତ୍ୟା-ଗ କରି ଅନ୍ୟ ସହିତ ରହିବାକୁ ଲାଗିଥାଏ । ପତିକୁ ପତ୍ନୀ ଉପରେ ଅତ୍ୟନ୍ତ କ୍ରୋଧ କରିବା ଅନୁଚିତ ହୋଇଥାଏ ।
ନ-ପୁଂ-ସକ :- ଯେଉଁ ପୁରୁଷ ନ-ପୁଂ-ସକ ଭଳି ବ୍ୟବହାର କରିଥାଏ ଓ ନିଜର ସ୍ତ୍ରୀର ଇଛାକୁ ସନ୍ତୁଷ୍ଟ କରିବାକୁ ଅସମର୍ଥ ହୋଇଥାଏ । ସ୍ତ୍ରୀ ଏମିତି ସ୍ବାମୀଠୁ ବିରକ୍ତ ହୋଇ ଥାଏ । ପତ୍ନୀକୁ ସବୁବେଳେ ନିଜର ବନାଇ ରଖିବା ପାଇଁ ତାର ଇଛାକୁ ପୁରା କରିବା ଦରକାର । ସ୍ବାମୀଙ୍କୁ ଏହି କଥା ଧ୍ୟାନରେ ରଖିବା ଆବଶ୍ୟକ ହୋଇଥାଏ ।
ଦଣ୍ଡ ଦେବା :- ଯେଉଁ ପୁରୁଷ ଛୋଟ ଛୋଟ କଥାରେ ସ୍ତ୍ରୀକୁ ଦଣ୍ଡ ଦେଇଥାଏ ଅଥବା ତା ସହିତ ହିଂ-ସା କରିଥାଏ । ଏମିତି ପତିକୁ ସ୍ତ୍ରୀ ପରି-ତ୍ୟା-ଗ କରିବା ହିଁ ଉଚିତ ଭବିଥାଏ । ଏମିତି ସ୍ଵାମୀ ଯଦି କଷ୍ଟ ଦେଇଥାଏ ବା ହିଂ-ସା କରିଥାଏ ସେଇ ସ୍ତ୍ରୀ ଏମିତି ସ୍ଵାମୀକୁ ତ୍ୟା-ଗ କରିବା ଉଚିତ ଭାବିଥାଏ । ପତିର ଏହା କର୍ତବ୍ୟ ହୋଇଥାଏକି ସମସ୍ତଙ୍କ ସହିତ ସେ ସ୍ତ୍ରୀର ଅପମାନ କରିବା ଠିକ ହୋଇନଥାଏ । ଯଦି ଏମିତି ହିଂ-ସା ହେବ ତେବେ ଦୁଇ ତରଫରୁ ପ୍ରେମ କମ ହୋଇପାରେ । ଆଉ ସେଇ ସ୍ତ୍ରୀ ଅନ୍ୟ ପୁରୁଷକୁ ପ୍ରିୟ ମାନିଥାଏ ।
ପ୍ରେମର ସହିତ :- ପ୍ରେମର ସହିତ ଯେଉଁ ପୁରୁଷ ସ୍ତ୍ରୀ ସହିତ କଥା ହୋଇନଥାଏ ସବୁବେଳେ କଠୋର ବଚନରେ ତାକୁ ଆଦେଶ ଦେଇଥାଏ । ଏମିତି ପୁରୁଷ ସହିତ ତା ସ୍ତ୍ରୀ କେବେ କଥା ହୋଇନଥାଏ । ପତି ନିଜ ସ୍ତ୍ରୀ ସହିତ ପ୍ରେମର ସହିତ କଥା ହେବା ଆବଶ୍ୟକ ହୋଇଥାଏ । ଯେଉଁ ପୁରୁଷ ସ୍ତ୍ରୀକୁ ଛାଡି ସବୁବେଳେ ବିଦେଶରେ ରହିଥାଏ । ଏମିତି ସ୍ବାମୀଙ୍କ ସ୍ତ୍ରୀ ମଧ୍ୟ ବିରକ୍ତ ହୋଇକି ଅନ୍ୟ ପୁରୁଷ ସହିତ ସ-ମ୍ବ-ନ୍ଧବନାଇଥାଏ । ସେଥିଲାଗି ସ୍ତ୍ରୀ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଦୂରରେ ରୁହନ୍ତୁ ନହିଁ ।