ଶନିଦେବଙ୍କ ବିଷୟରେ କିଏ ଅବା ଜାଣି ନାହିଁ । ଶନିଦେବଙ୍କୁ ଉଚ୍ଚ ନ୍ୟାୟଧୀଶ କୁହାଯାଏ କାହିଁକିନା ଶନିଦେବ ପାପୀ ଓ କୁକର୍ମୀ ମାନଙ୍କୁ ତାଙ୍କ କର୍ମ ଅନୁଯାଇ ଦଣ୍ଡ ଦେଇଥାନ୍ତି । ତେବେ ଏହି କଥା ସମସ୍ତେ ଜାଣିଛନ୍ତି ଯେ ଆମ ଗ୍ରହ ଦଶା ଯେମିତି ଚାଲି ଥାଏ ସେହି ଅନୁଯାଇ ଆମ ଜୀବନରେ ସୁଖ ଓ ଦୁଃଖ ଆଗମନ ହୋଇଥାଏ ।
ତେବେ ଆମ ଜୀବନରେ ଆମେ ଯାହା ଭଲ ଓ ଖରାପ କର୍ମ କରିଥାଉ ତା ଫଳ ଆମକୁ ମିଳିଥାଏ । ତେବେ ୧୦୦ ବର୍ଷ ପରେ ଏମିତିକା ସମୟ ଆସିଛି, ଯେବେ ଶନିଦେବ ଏହି ରାଶିଙ୍କ ଉପରେ ବହୁତ କ୍ରୋଧିତ ଅଟନ୍ତି, ଆପଣଙ୍କୁ ସାବଧାନ ରହିବା ଉଚିତ ।

Image Courtesy: Google
ତେବେ ମଣିଷ ଜୀବନରେ ବହୁତ ଏମିତି ସମୟ ଆସିଥାଏ ଯେତେବେଳେ ତାଙ୍କୁ ସଫଳତା ପାଇବା ପାଇଁ ବହୁତ ସମୟ ଲାଗିଥାଏ କିନ୍ତୁ ବେଳେ ବେଳେ ଏମିତି ହୋଇଥାଏ ଯେତେବେଳେ ଆମ କାମ ବହୁତ ସହଜରେ ପୂର୍ଣ ହୋଇଥାଏ ଓ ଆମେ ନିଜକୁ ବହୁତ ଭାଗ୍ୟଶାଳି ମନେ କରିଥାଉ । ଭଗବାନ ଶନିଦେବଙ୍କ କୃପା ଯେଉଁ ବ୍ୟକ୍ତି ଉପରେ ପଡିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ସୁଖ ହିଁ ସୁଖ ଆସିଥାଏ ତେବେ ସେହି ବ୍ୟକ୍ତି ନିଜ ଜୀବନରେ କିଛି ଭଲ କର୍ମ କରିଥାଏ ଯାହା ଫଳ ସ୍ୱରୂପ ଭଗାନ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

Image Courtesy: Google
ତେବେ ଶନିଦେବ ଯାହା ଉପରେ କ୍ରୋଧିତ ହୋଇଥାନ୍ତି ସେହି ବ୍ୟକ୍ତି ନିଜ ଜୀବନରେ ବହୁତ ସଂଘର୍ଷ କରିବାକୁ ଲାଗିଥାଏ ସବୁ କିଛିଥାଇ ମଧ୍ୟ କୌଣସି ସୁଖ ପାଇ ପାରେ ନାହିଁ, ସହଜ କାମ ମଧ୍ୟ ତା ପାଇଁ ଅସମ୍ଭବ ହୋଇଥାଏ ଓ ସେହି ଭଳି ବ୍ୟକ୍ତିଙ୍କ ଜୀବନରୁ ସୁଖ ଓ ଶାନ୍ତି ସମାପ୍ତ ହୋଇଥାଏ । ତେବେ ଯେଉଁ ବ୍ୟକ୍ତି ଖରାପ କର୍ମ କରିଥାନ୍ତି ତାଙ୍କୁ ଶନିଦେବଙ୍କ ପ୍ରକୋପରୁ କେହି ବଞ୍ଚେଇ ପାରିବେ ନାହିଁ କିନ୍ତୁ ଯଦି ଆପଣଙ୍କ ଦ୍ଵାରା କିଛି ଅଜଣା ଭୁଲ ହୋଇଛି ଓ ଭଗବାନ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ଅଛନ୍ତି ତେବେ ଆପଣଙ୍କୁ ପ୍ରତିଦିନ ସନ୍ଧ୍ୟାରେ ପୂଜା କରିବା ସମୟରେ ଶିଂଶଚର ଚାଳିଶା ପାଠ କରିବା ଆବଶ୍ୟକ ଅଟେ ।

Image Courtesy: Google
ଯଦି ଆପଣଙ୍କ ପାଖରେ ସନିଶ୍ଚର ଚାଳିଶା ନାହିଁ ତେବେ ଆପଣ ହନୁମାନ ଚାଳିଶା ପାଠ ମଧ୍ୟ କରି ପାରିବେ ଏହା ଛଡା ମନ ଭିତରେ ସବୁବେଳେ ଗୋଟେ ମନ୍ତ୍ର ଜାପ କରନ୍ତୁ “ ଓଁ ଶନି ଶ ଶନିଶ୍ଚରାୟ ନମଃ ।” ଏହି ମନ୍ତ୍ର ଜାପ ନିଶ୍ଚିନ୍ତ କରନ୍ତୁ ଦେଖିବେ ଆପଣଙ୍କ ଖରାପ ସମୟ ବହୁତ ଶୀଘ୍ର ସମାପ୍ତ ହୋଇଯିବ ।
ଶନିଙ୍କ ପ୍ରଭାବ ମକର, ଧନୁ ଓ କୁମ୍ଭ ରାଶି ବ୍ୟକ୍ତିଙ୍କ ଉପରେ ପଡିବ ତେବେ କିଛି ରାଶିଙ୍କ ପାଇଁ ଶୁଭ ହେଲେ କିଛି ରାଶିଙ୍କ ଉପରେ କ୍ରୋଧିତ ଅଛନ୍ତି ଶନିଦେବ । ତେବେ ମେଶ ରାଶି ପାଇଁ ଶନିଙ୍କ ସାଢେସାତି ବହୁତ ଲାଭକାରୀ ରହିବ କିନ୍ତୁ ଧନୁ ରାଶି ଲୋକଙ୍କ ଆର୍ଥିକ ହାନି ହବ ସେଥିପାଇଁ ସାବଧାନ ରୁହନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।