୧୫୦ ବର୍ଷ ପରେ ଶନି ଦେବ କଲେ କୃପା ଏହି ୭ ଟି ରାଶିର ପଲଟିଯିବ ଭାଗ୍ୟ- ପାଣିଭଳି ବୋହି ଆସିବ ଧନ

ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ତେବେ ଆଜି ୧୫୦ ବର୍ଷ ପରେ ଶନିଙ୍କ କୃପାରୁ ଏହି ସବୁ ରାଶି ହେବାକୁ ଯାଉଛନ୍ତି ମାଲମାଲ ।

ମେଷରାଶି :-ମେଷରାଶି ଲୋକଙ୍କର ସମୟ ସାମାନ୍ୟଭାବେ କଟିବ, ମାନସିକ ସ୍ତରରେ ଟିକେ ଛିନ୍ତିତ ରହିବେ, ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ, କିଛି ପୁରୁଣା ରୋଗ ଲାଗି ଅସୁବିଧାର ସମୁଖୀନ ହେବ, ଆପଣ ନିଜ ଖାଇବା ପିଈବା ଠିକ ରଖନ୍ତୁ, କାମରେ ସଫଲତା ଡେରିରେ ମିଳିବ, ଆପଣଙ୍କ ଆୟ ଭଲ ରହିବ, ପ୍ରେମ ଜୀବନ ପାଇଁ ସମୟ ଅନୁକୂଳ ରହିବ, ଘରଲୋକଙ୍କ ସହିତ ଭଲ ସମୟ ବିତେଇବେ ।

Image Courtesy: Google

ମିଥୁନ ରାଶି :-ମିଥୁନ ରାଶି ଲୋକଙ୍କ ସମୟ ମିଶାମିଶି ରହିବ,ଏହି ରାଶିର ଲୋକ ଙ୍କୁ ନିଜ ବିରୋଧୀ ମାନଙ୍କ ଠାରୁ ସତର୍କ ରହିବାକୁ ହେବ, କାରଣ ଇଏ ଆପଣଙ୍କ ଉପରେ ଶତ୍ରୁତା କରିବାର ପ୍ରୟାସ କରିପାରନ୍ତି, ଚାକିରି କ୍ଷେତ୍ରରେ ଆପଣଙ୍କୁ ଭଲ ଫଳ ମିଳିପାରେ,ବ୍ୟବସାୟରେ ଜଡିତ ଥିବା ଲୋକ ଙ୍କ ସମୟ ସାମାନ୍ୟ  ରହିବ, ଶଶୁର ଘର ସହିତ ଭଲ ସମ୍ପର୍କ ରହିବ, ଭାଗ୍ୟ ର ସାଥ ନମିଳିବାରୁ  ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ,ଆପଣଙ୍କ କାମରେ ସାମାନ୍ୟ ଫଳ ପ୍ରାପ୍ତି ହେବ।

Image Courtesy: Google

କର୍କଟ ରାଶି :- କର୍କଟ ରାଶି ଲୋକଙ୍କର ବିରୋଧୀ ଯୋଗୁ ଟିକେ ଚିନ୍ତା ବଢିପାରେ, ହଠାତ ଆପଣାକୁ ଖର୍ଚ ବଢିପାରେ, ଦାଂପତ୍ଯ ଜୀବନ ଭଲ ରହିବା, ପ୍ରେମ ଜୀବନରେ ଅସୁବିଧା ଉତ୍ପନ ହୋଇପାରେ,ଆପଣଙ୍କୁ ଆପଣଙ୍କ ରାଗ ଉପରେ କାବୁ ରଖିବା ଉଚିତ,ଚାକିରି  ବଦଳେଇବା ଲୋକ ଚାକିରି ବଦଳେଇବା କଥା ଭାବିପାରିବେ, ଯଦି ଆପଣ କିଛି ନିବେଶ କରିବା ପାଇଁ ଚାହୁଞ୍ଛାନ୍ତି ତ ଅନୁଭବି ଲୋକଙ୍କ ସାହାଯ୍ୟ ନେଇପାରିବେ ।

Image Courtesy: Google

ତୁଳା ରାଶି :- ତୁଳା ରଷିଲୋକଙ୍କ ସମୟ ସାମାନ୍ୟ ଲାଭଦାୟକ ରହିବା,କିଛି ବିଶେଷ କଥାକୁ ନେଇ ମାନସିକ ଅଶାନ୍ତି ବଢିପାରେ, ତାହାଠୁ ବଞ୍ଚି କି ରହିବା ଆବଶ୍ୟକ, ଆପଣ କିଛି ଯାତ୍ରା କରନ୍ତୁ ନହିଁ,ଗୁରୁଜନ ମାନଙ୍କର ଆଶୀର୍ବାଦ ପ୍ରାପ୍ତ ହେବ, ଆପଣଙ୍କୁ କିଛି ଜରୁରୀ କାମରେ ସଫଳତା ମିଳିବାର ସମ୍ଭାବନା ଅଛି। ପ୍ରେମ ସମ୍ବନ୍ଧିତ ମାମଲାରେ ଆପଣଙ୍କୁ ସାମାନ୍ୟ ଫଳ ପ୍ରାପ୍ତି ହେବ, ଆପଣ ଆପଣଙ୍କ ପ୍ରିୟଲୋକ ସହିତ କଥା ହୋଇପାରନ୍ତି, ଯାହା ଫଳରେ ଆପଣଙ୍କୁ ଶାନ୍ତି ମିଳିବ।

Image Courtesy: Google

ଧନୁରାଶି :- ଧନୁ ରାଶି ଲୋକଙ୍କ ଉପରେ ଆର୍ଥିକ ବୋଝ ବଢିପାରେ, ଯାହାଫଳରେ ଆପଣ ଚିନ୍ତିତ ରହିବେ,ଆପଣ ଆପଣଙ୍କ କାମରେ ପୁରା ଧ୍ୟାନ ଦେବା ଆବଶ୍ୟକ ଅଟେ, ଗାଡି ଚଳାଇବାରେ ସାବଧାନ ରୁହନ୍ତୁ, ଆପଣଙ୍କୁ କଥା କଥାରେ ରାଗ ଆସିପାରେ ,ସେଥିପାଇଁ ଆପଣଙ୍କ ରାଗ ଉପରେ କାବୁ ରଖିବା ଆବଶ୍ୟକ, କେହି ମହିଳା ମିତ୍ରା ସହଯୋଗରେ ଆପଣଙ୍କ ଅଧା କାମ ପୁରା କରିବେ ।

Image Courtesy: Google

ମକର ରାଶି:- ମକର ରାଶି  ଲୋକ ଙ୍କ ସମୟ ମଧ୍ୟମ ଫଳ ରହିବ, ଏହି ରାଶିର ଲୋକ ନିଜ ପ୍ରିୟା ବ୍ୟକ୍ତି ସହିତ ଦେଖା କରିବେ, ଯେଉଁଠି ପାଇଁ ଆପଣ ଖୁସି ରହିବେ, ବ୍ୟବସାୟ ରେ ମଧ୍ୟମ ଫଳ ମିଳିବ, ପାରିବାରିକ ଜୀବନ ଖୁସି ମାୟା ରହିବା, ପର୍ମ ଜୀବନ ବିତେଇଥିବା ଲୋକନ୍ତୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିବ, ସାମାଜିକ କ୍ଷେତ୍ରରେ ଆପଣ ବହୁତ ସକ୍ରିୟ ରହିବେ, ଆପଣ କିଛି ଲିକଙ୍କ ସହାୟତା କରିବେ।

Image Courtesy: Google

ମିନ ରାଶି :- ମୀନ ରାଶି ଲୋକ କିଛି ମହତ୍ବପୂର୍ଣ କାର୍ଯ୍ୟରେ କିଛି ଅଧିକ ଭାବିଛିନ୍ତି କରିବାକୁ ପଡିବ, ଏହି ରାଶିର ଲୋକଙ୍କୁ ଭାଗ୍ୟ କୁ ଭରସା କରି ବସିବା ଅନୁଚିତ, ଆପଣ ନିଜ ପରିଶ୍ରମ ଉପରେ ଭରସା କରନ୍ତୁ,ଆପଣଙ୍କ ଆୟ ସାମାନ୍ୟ ରହିବା, ଆପଣଙ୍କ ସ୍ୱାସ୍ଥ୍ୟ ଭଲରହିବା,ଆପଣ ବୈବାହିକ ଜୀବନରେ ବୁଝି ବିଚାରୀ କାମ କରନ୍ତୁ,ଜୀବନ ସାଥି ସହିତ ମତଭେଦ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *