ଏତେ ଭୟଙ୍କର ନଜାରା କେବେ ଆଗରୁ ଦେଖି ନ ଥିବେ, ଚନ୍ଦ୍ରନାଗର କ୍ରୋଧ ନେଇଗଲା ୫ଟି ଜୀବନ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ଏମାନେ ଦେଖିଥିବେ ଅନେକ ଜାଗାରେ ସାପ କୁ ଦେଖିବା ମାତ୍ରେ ଲୋକ ମାନେ ଭୟରେ ମା-ରି ଦେଇଥାନ୍ତି । କିନ୍ତୁ ଆଜିର ଆମର ଏହି ଲେଖା ରେ ଏମିତ କିଛି ଅଦ୍ଭୁତ ଘଟଣା ରହିଛି ଯେଉଁ ଠାରେ କୋବ୍ରା ସାପ କିଛି ପଶୁଙ୍କର ଜୀବନ ନେଇ ଯାଇଛି । ତେବେ ଆସନ୍ତୁ ଜାଣିବା ପୁରା ଘଟଣା କଣ ରହିଛି । ଏହି ଭିଡିଓ ରେ ଜଣଙ୍କ ଘରେ କୁକୁଡା ରହିଥିଲା ଯେଉଁ ଠାରେ ଗୋଟେ ମୋନୋକୋଲ କୋବ୍ରା ସାପ ପଶି ସେଠାରେ ଅନେକ କ୍ଷୟକ୍ଷତି କରିଛି ।

ସେହି ଘରର ମହିଳା ଙ୍କ କହିବା ଅନୁସାରେ ସେ କୁକୁଡା ମାନଙ୍କୁ ଦାନା ଦେବା ପାଇଁ ସେହି ଘରକୁ ଯାଇଥିଲେ । ଯେତେବେଳେ ସେ କବାଟ ଖୋଲିଲେ ସେ ଦେଖିବାକୁ ପାଇଲେ ଯେ ସାପ ଟି ଫଣା ଟେକି ଠିଆ ହୋଇଛି । ଏହା ପରେ ଭୟରେ ମହିଳା ଜଣକ ସେଠାରୁ ପଳାୟନ କରିଥିଲେ ।

ଏହା ପରେ ସେମାନେ ସାପ ଧରାଳି ଡାକି ସେଠାରୁ କୋବା ସାପ କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । କିନ୍ତୁ ଯେତେବେଳେ ସାପ ଧରାଳି ଜଣକ ଘଟଣା ସ୍ଥଳରେ ପହଞ୍ଚି ଥିଲେ ସେତେ ବେଳକୁ କୋବ୍ରା ସାପ ୫ଟି କୁକୁଡା ଜିଜ ବିଷ ରେ ମା-ରି ଦେଇଥିଲା । କୋବ୍ରା ସାପର ବିଷ ଏତେ ଅଧିକ ଥିଲା ଯେ ନିରୀହ ୫ଟି କୁକୁଡା ପ୍ରା-ଣ-ତ୍ୟା-ଗ କରି ଦେଇଥିଲେ ଯାହା ଏହି ଭିଡିଓ ରୁ ଜଣା ପଡୁଛି । ଏହା ପରେ ସାପ ଧରାଳି ଜଣକ ଅତି କୌଶଳର ସହ ସାପ ଟିକୁ ଧରିବାରେ ସଫଳ ହୋଇଥିଲେ । ସାପ କୁ ଧରିବା ସମୟରେ ମଧ୍ୟ ସାପ ଟି ନିଜର ବିଷ ଯାହାଡୁଥିଲା ।

ଯଦି କୋବ୍ରା ସାପର ବିଷ ଏତେ ଅଧିକ ଯେଉଁ ଥିରେ କୁକୁଡା ମା-ରି ପାରିଲା ତେବେ ଯଦି ସେ ମଣିଷ କୁ ଚୋଟ ମା-ରି-ଥା-ନ୍ତା ତେବେ ମଣିଷ ବି ବଞ୍ଚିପାରି ନ ଥାନ୍ତା । ତେବେ ସାପ ଧରାଳି ଜଣକ କୋବ୍ରା ସାପ କୁ ଧରିବା ପରେ ତାକୁ ଗୋଟେ ମୁଣି ରେ ପୁରାଇ ଥିବାର ଦୃଶ୍ୟ ଏହି ଚିଡିଓ ରୁ ଜଣା ପଡୁଛି । ତେବେ ସାପ ଧରାଳି ଜଣକ କହିଛନ୍ତି କୋବ୍ରା ସାପର ବିଷ ବହୁତ ଭୟଙ୍କର । ଯାହାକୁ ଠାରେ ସେ ଚୋଟ ମାରେ ତାର ବଞ୍ଚିବା ଅସମ୍ଭବ ହୋଇଥାଏ ।

ତେଣୁ ଏହି ଘଟଣା ରୁ ଏମିତି କୁହା ଯାଇପାରେ ଯେ ଯଦି ଆପଣଙ୍କ ଘରେ ସାପ ଦେଖୁଛନ୍ତି ତେବେ ତୁରନ୍ତ ସାପ ଧରାଳି ବା ବନ୍ୟା ବିଭାଗ କୁ ସୂଚନା ଦିଅନ୍ତୁ । ନଚେତ ଯଦି ଆପଣ ଅବହେଳା କରନ୍ତି ତେବେ ଅନେକ ଲୋକଙ୍କର ଜୀବନ ଚାଲି ଯାଇପାରେ । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ଅରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆପଣ ମାନଙ୍କୁ ଯଦି ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଏନି ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *