ଏତେ ଚେଷ୍ଟା ପରେ ବି ଶଙ୍ଖା-ସିନ୍ଦୂରକୁ ବଞ୍ଚାଇ ପାରିଲେନି ପତ୍ନୀ, ଶେଷରେ ଆଖି ବୁଜିଲେ Amrit

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଓଡିଶାର ଯୁବକ ଅମ୍ରିତ ପ୍ରଧାନ କୋରୋନା ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଜୀବନ ଯୁ-ଦ୍ଧରେ ଲଢେଇ କରି କରି ଶେଷରେ ହା-ରି-ଗ-ଲେ ବ୍ରଂହପୁରର ଅମ୍ରିତ ପ୍ରଧାନ । ଅମୃତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଚିକିତ୍ସା କରିବା ପାଇଁ ଚେନ୍ନାଇ ନିଆ ଯାଇଥିଲା । ଏଥିପାଇଁ ଅର୍ଥ ଅଭାବ ଥିବାରୁ ତାଙ୍କ ସ୍ତ୍ରୀ ଓଡିଶା ବାସୀଙ୍କୁ ଆର୍ଥିକ ଅନୁଦାନ କରିବାକୁ ନିବେଦନ କରିଥିଲେ । ଅନେକ ଉଦ୍ୟମ କରିବା ପରେ ଅମ୍ରିତଙ୍କୁ ଚେନ୍ନାଇ ଚିକିତ୍ସା ଠିକ ଭାବେ ହେବା ପାଇଁ ନିଆ ଯାଇଥିଲା ।

ଏଥିପାଇଁ ଓଡିଶା ବାସୀ ସାହାଯ୍ୟର ହାତ ମଧ୍ୟ ବଢାଇ ଥିଲେ । ସାଧାରଣ ଜନତା ଙ୍କ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରେଟି ମାନେ ଅମ୍ରିତ ଙ୍କ ଚିକିତ୍ସା ପାଇଁ ଆର୍ଥିକ ଅନୁଦାନ କରିଥିଲେ । ଏମିତିକି ଅମ୍ରିତ ଙ୍କ ଆରୋଗ୍ଯ କାମନା କରି ଭଗବାନଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ । କିନ୍ତୁ ଭାଗ୍ୟ ର ଖେଳ କିଛି ଅଲଗା ଥିଲା । ଶେଷରେ ବାପା, ମା ଓ ସ୍ତ୍ରୀ ଙ୍କୁ ଛାଡି ସବୁ ଦିନ ପାଇଁ ଆ-ଖି ବୁ-ଜି ଦେ-ଇ-ଛ-ନ୍ତି ଅମ୍ରିତ । ବିବାହର କିଛି ଦିନ ପରେ ଅମୃତ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ତାଙ୍କର ଫୁସଫୁସ ଅଧିକ ମାତ୍ରା ରେ ପ୍ରଭାବ ପଡିଥିଲା ।

ନୂଆ ବିବାହ କରିକି ଆସିଥିବା ସ୍ତ୍ରୀ ଅମ୍ରିତ ଙ୍କ ଆରୋଗ୍ଯ ପାଇଁ କେତେ ଯେ ପୁଜା ପାଠ କରିଛନ୍ତି ତାହାର ମୁଖସାକ୍ଷୀ ଅଛନ୍ତି ଓଡିଶା ବାସି । କିନ୍ତୁ ଭଗବନାର ଏମିତି ଲୀଳା ହେଲା ଯେ ନିଜ ଶଙ୍ଖ ସିନ୍ଦୁରକୁ ବଞ୍ଚାଇ ପାରିଲେ ନାହି ଅମ୍ରିତ ଙ୍କ ସ୍ତ୍ରୀ । ଆଜି ବାପା ମା ହ-ରା-ଇ-ଛ-ନ୍ତି ପୁଅକୁ ଓ ସ୍ତ୍ରୀ ହ-ରା-ଇ-ଛି ନିଜ ସ୍ଵାମୀ କୁ । ଆଉ ଭଉଣୀ ହ-ରା-ଇ-ଛି ଭାଇକୁ । ଅମ୍ରିତଙ୍କୁ ବଞ୍ଚାଇବା ପାଇଁ ପରିବାର ଲୋକେ ପ୍ରାଣପ୍ରଣେ ଉଦ୍ୟମ କରିଥିଲେ । ଭୁବନେଶ୍ଵର ରୁ ଏୟାର ଲିଫ୍ଟ ଦ୍ଵାରା ଚେନ୍ନାଇ ର ଏକ ଘରୋଇ ହସପିଟାଲ ରେ ଚିକିତ୍ସିତ ହେଉଥିଲେ ଅମ୍ରିତ ।

ଏମିତିକି ତାଙ୍କର ଫୁସଫୁସ ପ୍ରତ୍ୟାରୋପଣ କରାଯାଇ ଥିଲା । ଶେଷରେ ଚେନ୍ନାଇ ର ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ଆ-ଖି ବୁ-ଜି ଦେଲେ ଅମ୍ରିତ । ପରିଆବର ଲୋକଙ୍କ କାମନା ଓ ସ୍ତ୍ରୀ ର ଏତେ ଚେଷ୍ଟା ପରେ ମଧ୍ୟ ଅମ୍ରିତ ଆଉ ଏ ଦୁନିଆରେ ନାହାନ୍ତି । ତେବେ ତାଙ୍କର ମୃ-ତ୍ୟୁରେ ଓଡିଶା ବାସୀ ମାନେ ସ୍ତବ୍ଧ ହୋଇ ଯାଇଛନ୍ତି । ଆମେ ଆମେ ସମସ୍ତେ ଭଗବାନ ଙ୍କ ନିକଟରେ ଅମ୍ରିତ ଙ୍କ ସ-ଦ୍ଗ-ତି ନିମନ୍ତେ ପ୍ରାର୍ଥନା କରିବା ଉଚିତ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *