ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଦୀର୍ଘ ଦିନ ହେବ ବ୍ରହ୍ମପୁର ସହର ରେ କେ ଦୀପିକା ନିଜ ପ୍ରେମ ଦିନେଶ ଙ୍କୁ ପାଇବା ଲାଗି ଧାରଣାରେ ବସି ରହିଛନ୍ତି । ଯାହାକୁ ନେଇ ରାଜ୍ୟ ରେ ଚାଞ୍ଚଲ୍ୟ କର ସ୍ଥିତି ସୃଷ୍ଟି ହୋଇଛି । ଏହି ଘଟଣା କୁ ନେଇ ଅନେକ ନିଜର ମତ ରଖିବା ସହ ବିବାଦ ମଧ୍ୟ ଦେଖା ଯାଉଛି । କିନ୍ତୁ ଏହାର କୌଣସି ସମାଧାନ ହୋଇପାରୁ ନାହି । କାରଣ ଦିନେଶ ଏ ଯାଏଁ ସାମନା କୁ ଆସି ନାହାନ୍ତି । ଯାହା ପାଇଁ ଦୀପିକା ଗଣ ମାଧ୍ୟମ ଆଗରେ ଅନେକ କଥା କହିବା ପରେ ବି ଦିନେଶ ସାମନାକୁ ଆସୁ ନାହାନ୍ତି ।
ବର୍ତ୍ତମାନ ସମୟରେ ଦୀପିକା ଙ୍କ ମାମଲାରେ ଏକ ନୂଆ ମୋଡ ଆସିଛି ଆଉ ସେ ଓଡିଶା ମହିଳା କମିଶନର ଙ୍କ ପାଖକୁ ଯାଇଥିଲେ ଆଉ ସେଠାରେ ତାଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି । ଏ ନେଇ ଦୀପିକା କହିଛନ୍ତି “ହଁ ନିଶ୍ଚିନ୍ତ ମୁଁ ସନ୍ତୁଷ୍ଟ ଅଛି କାରଣ ଯେଉଁ ମହିଳା କମିଶନର ମ୍ୟାଡମ ଅଛନ୍ତି ସେ ଯେଉଁ ନିସ୍ପତି ମୋତେ ଶୁଣାଇଛନ୍ତି ସେଥିରେ ମୁଁ ସନ୍ତୁଷ୍ଟ ଅଛି । ସେ ଯାହା କରିଛନ୍ତି ସେ ବିଷୟରେ ମତେ କିଛି କହିବାର ନାହି । ଓକିଲ ତାଙ୍କ କାମ କୋର୍ଟ ରେ କରୁଛନ୍ତି । ଯେ ହେତୁ ସେ ଆସିପାରୁ ନ ଥିଲେ ସେହି ବିଷୟରେ କହିଛନ୍ତି ।
ଯାହା ମୋତେ ମହିଳା କମିଶନର ମ୍ୟାଡମ ମୋତେ କହିଛନ୍ତି ସେଥିରେ ମୁଁ ଖୁସି ଅଛି । ଦେଖାଯାଉ ଆଗାମୀ ଡେଟ ରେ କଣ ହେଉଛି । ମୋତେ କେହି ସଜେଷ୍ଟ କରି ନାହାନ୍ତି ଆଜ୍ଞା କାରଣ ମୋର ଯାହା ସମସ୍ଯା ଥିଲା ସେଥିପାଇଁ ମୁଁ ବସିଥିଲି । ଯାହା ବି ଆଲୋଚନା କରିଛନ୍ତି ମୋ ପାଇଁ ଗୁଡ ଆଲୋଚନା ହୋଇଛି ଭଲ ନିସ୍ପତି ହୋଇଛି । ଆଗାମୀ ଡେଟ ରେ ଦେଖାଯାଉ କଣ ହୋଇଛି । ମୋ ସ୍ଵାମୀ ଏତେ ଦିନ ହେଲାଣି ମୁଁ ବସିଲିଣି କିନ୍ତୁ ସେ କଣ ଆସିଛନ୍ତି କି ଆଜ୍ଞା ଆଉ କେମିତି ସମାଧାନ ହେବ ।
ଯାହା ଆଲୋଚନା ହୋଇଛି ଆମ ଭିତରେ ହୋଇଛି ସେଟା ଆଗାମୀ ଡେଟ ରେ ଦେଖାଯିବ କଣ ହେଉଛି । ମହିଳା କମିସନର ମ୍ୟାଡମ ମୋତେ ଯେଉଁ ଆଶା ଦେଖାଇଛନ୍ତି ନିଶ୍ଚିନ୍ତ ମୁଁ ନ୍ୟାୟ ପାଇବି ବୋଲି କହିଛନ୍ତି ଦୀପିକା । ଆଗକୁ ଦୀପିକା କହୁଛନ୍ତି ଆଗାମୀ ଡେଟ ରେ ଦିନେଶ ଆସିବେ ଆଉ କାଉନ୍ସିଲିଙ୍ଗ ହେବ ତା ପରେ ଜଣା ପଡିବ କଣ ହେବ ।
ଡେଟ କେବେ ରହିଛି ତାହା କିଛି ଜଣାଇ ନାହାନ୍ତି ବୋଲି କହିଛନ୍ତି ଦୀପିକା” । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।