୫ ବର୍ଷ ବେଳେ ଏହି ଝିଅ ସହିତ ହେଲା ଦୁଷ୍କର୍ମ ଓ ୧୨ ବର୍ଷ ପରେ ସମ୍ପୁର୍ଣ୍ଣ ବଦଳିଗଲା ତାର ଜୀବନ

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଝିଅ ବିଷୟରେ କହିବା ଯାଉଛୁ ଯିଏ ବଞ୍ଚିଥିଲା କିନ୍ତୁ ଜୀବିତ ନଥିଲା ନାକୁ କେବଳ ନିଶ୍ଵାସ ପ୍ରଶ୍ଵାସ ଚାଲୁଥିଲା କିନ୍ତୁ ନା ବଞ୍ଚିବା ପାଇଁ ଇଛା ଥିଲା ନା ଜୀବନରେ କିଛି ଆଶା । ଆପଣ ନିଜେ ଚିନ୍ତା କରନ୍ତୁ ୫ ବର୍ଷ ଝିଅ କେତେ ବଡ ହୋଇଥାଏ ଏଡି ଟିକି ଝିଅ ସହ ଦୁଷ୍କର୍ମ କଲା ବେଳେ ସେହି ରାକ୍ଷାଶ ମାନଙ୍କୁ ଟିକେ ବି ଦୟା ଆସିଲା ନାହିଁ, ଏହି ଘଟଣା ମେକ୍ସିକୋରେ ଘଟି ଥିଲା ଝିଅ ନା ଥିଲା କାର୍ଲା, ଆପଣ ମଧ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ ।

Image Courtesy: Google

କାର୍ଲା ମା ଯେତେବେଳେ ସେ ୫ ବର୍ଷର ହୋଇଥିଲେ ସେତେବେଳେ ହୋଇଥିଲା ଯାହା ପରେ ତାଙ୍କ ବାପା ଦୁତୀୟ ବିବାହ କରିଥିଲେ ଓ ଝିଅଟି ଲୁହ ପୋଛିବା ପାଇଁ କେହି ନଥିଲା, ଏହା ପରେ ପେଟକୁ ଦାନା ପାଇବା ପାଇଁ କାର୍ଲା ବାହାରକୁ ବାହାରିଲେ ଯାହା ପରେ ଏହି ଛୋଟ ୫ ବର୍ଷ ଝିଅ କୋମଳ ଶରୀର ଉପରେ କାମୁକ ଦୁନିଆ ନଜର ପକାଇଥିଲା । ଦୁଇ ଗୁଣ୍ଡା ଖାଦ୍ଯ ପାଇଁ କାର୍ଲା ଉପରେ ଦୁଷ୍କର୍ମ ଉପରେ ଦୁଷ୍କର୍ମ କରି ଚାଲିଥିଲେ ସଇତାନ ମାନେ, ଝିଅଟି ଏତେ ଛୋଟ ଥିଲା ଯେ ତା ଶରୀର ଉପରେ କଣ କରା ଯାଉଛି ତାହା ମଧ୍ୟ ବୁଝିବା ବୟସ ହୋଇନଥିଲା ଅବୋଧ ବାଳିକା ଯାହା ହାଉଥିଲା ତାକୁ ସହି ଯାଉଥିଲା ।

Image Courtesy: Google

ଛୋଟ ଝିଅ କେବଳ ପେଟକୁ ଖାଇବା ଓ ଟିକେ ସ୍ନେହ ଚାହୁଁଥିଲା କିନ୍ତୁ ଏସମାଜ ତା ସହ ଯାହା କଲା ତାହା ରାକ୍ଷାଶ ମଧ୍ୟ କରନ୍ତି ନାହିଁ ମଣିଷ ହୋଇ ଏମିତିକା କର୍ମ କରିବା କେତେ ବଡ ପାପ ଯେ ସେ କଥା ସେ ନିଷ୍ଠୁର ଲୋକ ଜାଣି ନାହାନ୍ତି । ତେବେ ଆପଣ ମଧ୍ୟ ବିଚାର କରନ୍ତୁ ଗୋଟେ ୫ ବର୍ଷ ଝିଅ ସହ ବାରମ୍ବାର ଦୁଷ୍କର୍ମ ଉପରେ ଦୁଷ୍କର୍ମ ହେଲେ ତା ଶାରୀରିକ ଯନ୍ତ୍ରଣା ବିଷୟରେ ଆମେ ଅନୁମାନ ମଧ୍ୟ ଲଗେଇ ପାରୁ ନାହୁଁ କିନ୍ତୁ ଏତେ ଯନ୍ତ୍ରଣା ସେହି ଝିଅକୁ ସହିବାକୁ ପଡିଥିଲା ।

Image Courtesy: Google

ଏତେ କମ ବୟସରୁ କାର୍ଲାକୁ ଏମିତିକା ସ୍ଥିତିର ସାମ୍ନା କରିବାକୁ ପଡିଥିଲା । ଯେତେବେଳେ କାର୍ଲାକୁ କିଶୋର ଅବସ୍ତା ହେଲା ସେତେବେଳେ ତାଙ୍କ ଉପରେ କାମୁକ ନଜର ଆହୁରି ବଢିବାକୁ ଲାଗିଲା, ଏହିସବୁ ମଧ୍ୟରେ ସେ ଜଣକୁ ନିଜ ମନ ଦେଇ ବସିଲେ ହେଲେ ସେ ବି ମହଦୀ କେବଳ ନିଜ ଦେହ ସୁଖ ମେଣ୍ଟାଇ ତାଙ୍କୁ ଛାଡିଦେଲା । ତାଙ୍କୁ କେବଳ ଦୁଷ୍କର୍ମ ପାଇଁ ବ୍ୟବହାର କରିଲା, ଏବଂ କିଛି ଦିନ ପରେ କାର୍ଲାଙ୍କୁ ବେଶ୍ୟାବୃତିର ପଙ୍କରେ ଠେଲି ଦେଲା । ବର୍ତ୍ତମାନ କାର୍ଲା ଚାହିଁ ମଧ୍ୟ ସେହି ପଙ୍କରୁ ଭାରି ପାରୁ ନାହାନ୍ତି । ଜୀବନ ସାରା ପାଇଁ କଷ୍ଟ ଦେଇ ତାଙ୍କ ଜୀବନ ବର୍ବାଦ କରିଦେଲେ ଏହି ଦୁନିଆ ।

Leave a Reply

Your email address will not be published. Required fields are marked *