ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି Raj Kundra, ଜାଣିଲେ ବିଶ୍ବାସ ହେବନି

ବଲିଉଡ ରେ ସବୁ ବେଳେ ଚର୍ଚ୍ଚାରେ ଋହନ୍ତି ଯେ କେହି ଭି ହେଲେ ହିରୋ ହେଉ କିମ୍ବା ହିରୋଇନ ହେଉ କିମ୍ବା ପ୍ରଡୂଷର ହୁଅନ୍ତୁ ସେମାନେ ସବୁ ବେଳେ ଚର୍ଚ୍ଚାରେ ଥାନ୍ତି । ଏହାର କାରଣ କିଛି ବି ହୋଇ ପରେ କେବେ ତାଙ୍କ ରହିବା କୁ ନେଇକି କେବେ ଡ୍ରେସ କୁ ନେଇକି ତ କେବେ ତାଙ୍କ ବ୍ୟକ୍ତି ଗତ ଜୀବନକୁ ନେଇକି ।

ସେମାନେ ସବୁ ବେଳେ କିଛି ନା କିଛି କଥାକୁ ନେଇକି ଚର୍ଚ୍ଚାରେ ରହି ଥାନ୍ତି । ତେବେ ଆପଣ ଜାଣିଥିବେ କି “ଶିଲ୍ପା ଶେଠୀ” ଯାହାଙ୍କୁ ଆମେ ତାଙ୍କ ନାଚ ଅଭିନୟ ପାଇଁ ତାଙ୍କୁ ଭଲ ଭାବେ ଜାଣିଛେ । ସେ ଅନେକ ରିଆଲିଟି ସୋ ମଧ୍ୟ କରିଛନ୍ତି ।

ଏହା ସହ ତାଙ୍କ ଜୀବନସାଥୀ ଜଣେ ବ୍ରିଟିଶ ଓ ଭାରତୀୟ ବ୍ୟବଶାୟୀ ଅଟନ୍ତି । ତାଙ୍କୁ ବିଶ୍ଵର ଧନୀ ବ୍ୟବଶାୟୀ ମାନଙ୍କ ମଧ୍ୟରେ ମାନ୍ୟତା ମିଳିଛି । କିନ୍ତୁ କିଛି ଏଭଳି ଘ-ଟ-ଣା ଆସିଛି ସାମନାକୁ ଯାହା ବିଶ୍ଵାସ କରି ହେଉନି । ରାଜ କୁନ୍ଦରା ଶିଲ୍ପା ଙ୍କ ସ୍ଵାମୀ ଖରାପ ଓ ଅଶୀଳ ଚଳଚିତ୍ର କରି ପଇସା ରୋଜଗାର କରୁଛନ୍ତି । ଏହା ଏବେ ନିଆ ଭଳି ସବୁ ଆଡେ ବ୍ୟାପବାରେ ଲାଗିଛି । ତେବେ ତାଙ୍କୁ ଏବେ ପୋ-ଲି-ସ ଆ-ରେ-ଷ୍ଟ କରାଯାଇଛି ।

ରାଜ ଙ୍କ ଆମଦାନୀ ଶିଲ୍ପା ଙ୍କ ପାଖରୁ ଖୁବ ଅଧିକା ପଇସା ରୋଜଗାର କରନ୍ତି । ଆଜି ଆମେ ଆପଣଙ୍କୁ ତାଙ୍କର ସମ୍ପତି ଓ ତାଙ୍କ ବ୍ୟାପାର ବିଷୟରେ କହିବା ପାଈଁ ଯାଉଛୁ । ସେ ନିଜ ବାପାଙ୍କ ପରାମର୍ଶ ରେ ଗ୍ରାଜୁଏସନ ପରେ ବ୍ୟାପାର ପାଇଁ ଦୁବାଇ ଯାଇଥିଲେ ସେଠାରେ ସେ ହିରାର ବ୍ୟାପାର କରିବା ଆରମ୍ଭ କରିଥିଲେ । ଏହା ନଚାଲିବା ରୁ ସେ ନେପାଲ ର ପଶମିନା ସାଲ କୁ କିଣିକି ଏକ ବ୍ରାଣ୍ଡ କରିକି ବିକିବା ଆରମ୍ଭ କରିଥିଲେ ବ୍ରିଟେନ ରେ ।

ଏହା ପରେ ପୁଣି ଥରେ ସେ ହୀରା ବ୍ୟାପାର ପାଇଁ ଦୁବାଇ ଗଲେ ଏଥର ତାଙ୍କୁ କିନ୍ତୁ ସଫଳତା ମିଳିଥିଲା । ଏହି ଭଳି ବାବେ ସେ ଅଭୁତ ବ୍ୟାପାର ରେ ନିଜକୁ ବ୍ୟସ୍ତ କରିଥିଲେ ଯଦି ଆମେ ତାଙ୍କ ସମ୍ପତି ଦେଖିବା ପାଇଁ ଯିବା ତାଙ୍କ ସମ୍ପତି ହେଉଛି 3200 କୋଟି । କିନ୍ତୁ ଏହି ବ୍ୟାପାର ବିଷୟରେ ଗଣମାଧ୍ୟମ ଜାଣି ନଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *