ଏଇଠି ରୋଗୀ ମାତା ପିତାଙ୍କୁ ମାରି ଦିଅନ୍ତି ନିଜର ସନ୍ତାନ, ପରମ୍ପରା ନାମରେ ନିଅନ୍ତି ଜୀବନ

ଆମ ହିନ୍ଦୁ ପରମ୍ପରା ଅନୁଯାଇ ଏହା କୁହା ଯାଇଥାଏ ଯେ ଘରେ ବୁଢା ବୁଢୀଙ୍କ ପାଇଁ ଘର ସବୁବେଳେ ସୁଖ ଶାନ୍ତି ରହିଥାଏ, ଭାରତରେ ବହୁତ ସମୟରୁ ଜଏଣ୍ଟ ପରିବାର ପରମ୍ପରା ଚାଲି ଆସିଛି । ତେବେ ଜଏଣ୍ଟ ପରିବାର ସୁଖୀ ହବା ସହ ଛୋଟ ଛୁଆଙ୍କୁ ଭଲ ସଂସ୍କାର ମଧ୍ୟ ଦେଇଥାଏ, ତେବେ ଜୀବନରେ ଯଦି କିଛି ଦୁଃଖ ଆସିଥାଏ ତେବେ ସମସ୍ତେ ମିଶି ତାକୁ ସମ୍ଭାଳିଥାନ୍ତି ଆଉ ସୁଖ ଆସିଲେ ସମସ୍ତେ ମିଶି ତାକୁ ପାଳନ କରିଥାନ୍ତି । ତେବେ ବହୁତ ଲୋକ ଏକାଠି ରହିଲେ ବହୁତ ସୁଖ ମଧ୍ୟ ଦେଖିବାକୁ ମିଳିଥାଏ ଆଉ କିଛି ଦୁଃଖ ମଧ୍ୟ ହୋଇଥାଏ । ତେବେ କିଛି ରାଜ୍ଯରେ ବହୁତ ଖରାପ ପରମ୍ପରା ଅଛି ଯେ ଘର ଲୋକ ଘର ବୁଢା ବୁଢୀ ମାନଙ୍କୁ ମା-ରି ଦେଇଥାନ୍ତି ।

ତେବେ କଣ ଆପଣ ଜାଣିଛନ୍ତି ଏହି ପ୍ରଥା ତାମିଲନାଡୁର ଅଟେ ଏଠାରେ ଲୋକ ନିଜ ପରିବାର ବଡ ବୁଢା ବୁଢୀ ମାନଙ୍କୁ ନିଜ ହାତରେ ମା-ରି ଦେଇଥାନ୍ତି, ତେବେ ଏହି ପ୍ରଥା ଉପରେ ରୋକ ଲାଗି ଯାଇଛି କିନ୍ତୁ ତଥାପି କେତେକ ଲୋକ ଏହାର ପାଳନ କରୁଛନ୍ତି ଆଉ ଏହାର ନା ଅଟେ “ଠଲାଇକୁଠଲ” କୁହା ଯାଇଥାଏ । ଏହି କୁ-ପ୍ର-ଥା ଅନୁଯାଇ ଯଦି ଘର ବଡ ବୁଜୁର୍ଗ କାହାକୁ କିଛି ବଡ ରୋ-ଗ ହେଇ ଯାଇଛି ତେବେ ତାଙ୍କ ଚିକିତ୍ସା କରା ଯାଏ ନାହିଁ ତାଙ୍କୁ ମା-ରି ଦିଆ ଯାଏ ।

ତେବେ ବୁଢା ବୁଢୀ ମାନଙ୍କୁ ଅଲଗା ଅଲଗା ଭାବରେ ମା-ରି ଦିଆ ଯାଏ ଯେମିତିକି ଥଣ୍ଡା ପାଣିରେ ଗାଧୋଇବା, ଗରମ ଗରମ କ୍ଷୀର ନାକ ବନ୍ଦ କରି ପିଆଇବା, ଏତେ ନଡିଆ ପାଣି ପିଆନ୍ତି ଯେ ଦୁଇ ଦିନରେ ବୁଢା ବୁଢୀ ମ-ରି ଯାଇଥାନ୍ତି । ତେବେ ଏହି ଭଳି କେତେକ କାରଣ ପାଇଁ ତାମିଲନାଡୁ ସରକାର ଏହାକୁ ବ୍ୟା-ନ କରିଛନ୍ତି କିନ୍ତୁ ଲୋକ ଏହାକୁ ଏବେ ବି ପାଳନ କରୁଛନ୍ତି ଆଉ ପରମ୍ପରା ନାରେ ଲୋକଙ୍କ ହ-ତ୍ୟା କରୁଛନ୍ତି ।

ତେବେ କଣ ଏହା ଉଚିତ ଯେଉଁ ମା ବାପା ଆମକୁ ଜନ୍ମ ଦେଇ ପାଳି ପୋଷୀ ମଣିଷ କଲେ ଦିନେ ସେହି ମା ବାପା ଆମ ପାଇଁ ବୋଝ ହୋଇଥାନ୍ତି ଆଉ ତାଙ୍କୁ ଛୁଆ ସମ୍ଭାଳିବା ଜାଗାରେ ମୃ-ତ୍ୟୁ ଦେଇଥାନ୍ତି, ତେବେ ଯିଏ ଆମକୁ ଜୀବନ ଦେଇଛି ତାକୁ ପୂଜା କରିବା ଜାଗାରେ ମୃ-ତ୍ୟୁ ଦବା କଣ ଉଚିତ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ଏହି ସବୁ କାରଣ ପାଇଁ ତାମିଲନାଡୁରେ ସରକାର ବହୁତ ଗମ୍ଭୀର ଆଇନ କରିଛନ୍ତି ଆଉ ଯାହା ଲାଗୁ ମଧ୍ୟ କରା ଯାଇଛି ।

ଏଭଳି ଏକ ପରମ୍ପରା ବିଷୟରେ ଆପଣଙ୍କ ମତ ନିଶ୍ଚୟ କମେଣ୍ଟ କରିବେ, ଆଗକୁ ଏହିଭଳି ଅନେକ ପ୍ରକାରର ଖବର ସହ ଜଡିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *