ଏଠିକି ଆସ ଅଳ୍ପ କିଛି ମଟନ ଅଛି, ଶୀଘ୍ର ଆସ ନହେଲେ ସରିଯିବ… Kishore Bhaina ମଟନର ନୂଆ ଠିକଣା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ କିଛି ଦିନ ରାଜଧାନୀ ର କିଶୋର ଭାଇନା ଙ୍କ ମଟନ ହୋଟେଲ କୁ ବିଏମସି ଭାଙ୍ଗି ଦେଇଛି । ଆଉ ସେବେ ଠାରୁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ଏବେ ନୂଆ କଥା ସାମନା କୁ ଆସିଛି । ତାହା ପୁଣି କିଶୋର ମଟନ କୁ ନେଇ । କିଶୋର ମଟନ ଖାଲି ଓଡିଶାରେ ପ୍ରସିଦ୍ଧ ନ ଥିଲା ବରଂ ଓଡିଶା ବାହାରେ ମଧ୍ୟ ପ୍ରସିଦ୍ଧ ଥିଲା । ପ୍ରତେକ ଦିନ ସକାଳ ହେଲେ ଓଡିଶା ଭାରୁ ମଧ୍ୟ ଲୋକଲ ଆସୁଥିଲେ କିଶୋର ମଟନ ଖାଇବା ପାଇଁ ।

ଯେଉଁ ମାନେ ବେ ବିଅ ଆସୁଛନ୍ତି ଆଉ କିଶୋର ମଟନ ନ ପାଇ ନିରାଶ ହୋଇ ଫେରୁଛନ୍ତି । ଯେଉଁ ମାନଙ୍କୁ କିଶୋର ମଟନ ର ସ୍ଵାଦ ଭଲ ଲାଗୁଥିଲା ସେମାନେ ଏବେ ବି କିଶୋର ମଟନ ପାଖକୁ ଆସି ନିରାଶ ହୋଇ ଫେରୁଛନ୍ତି । କିନ୍ତୁ ଲୋକେ ଫେରିବା ଆଗରୁ ଆଖ ପାଖର ଲୋକଙ୍କୁ ପଚାରୁଛନ୍ତି କିଶୋର ଭାଇନା ମଟନ ହୋଟେଲ କେଉଁଠି କି ଉଠି ଯାଇଛି ତାଙ୍କର କିଛି ଫୋନ ନମ୍ବର ମିଳିବ କି ?

ଏମିତି କିଛି ପ୍ରଶ୍ନ ସାଧାରଣ ଲୋକଙ୍କୁ ପଚାରୁଛନ୍ତି କିଶୋର ମଟନ ଖାଉଥିବା ଲୋକେ । ଆଉ ଶେଷରେ କିଶୋର ଭାଇନା ଙ୍କ ହାତ ରନ୍ଧା ମଟନ ପାଇବାକୁ ମନ ଊଣା କରି ଘରକୁ ଫେରୁଛନ୍ତି ଗ୍ରାହକ ମାନେ । ଆଉ କେହି କେହି କିଶୋର ଭାଇନା ଙ୍କ ଫୋନ ନମ୍ବର ପାଖରେ ରଖିଛନ୍ତି ଯେଉଁ ମାନେ ସେଠାରେ ରହି କିଶୋର ଭାଇନା ଙ୍କୁ ଫୋନ କରନ୍ତି ।

ଯେଉଁଠି ପୂର୍ବ ରୁ କିଶୋର ଭାଇନା ଙ୍କ ହୋଟେଲ ଥିଲା । ଦିନକୁ କାଠ ଚୁଲି ରେ ୨୦୦ କେଜି ମଟନ ରୋଷେଇ ହେଉଥିଲା ଆଉ ହଜାର ହଜାର ଲୋକେ ବସି ଖାଉଥିଲେ । ଆଉ ଯେଉଁଠି ବିଏମସି ବୋଲଡେଜର ଚଢାଇ ସେ ହୋଟେଲ କୁ ଭାଙ୍ଗି ଦେଲା ।

ସେହି ଜାଗାରୁ ରହି କିଶୋର ଭାଇନା ଙ୍କୁ ଫୋନ କରୁଛନ୍ତି ଅନେକ ଗ୍ରାହକ ଆଉ ପଚାରୁଛନ୍ତି ଭାଇନା କାହିଁକି ଆପଣ ହୋଟେଲ ଭାଙ୍ଗି ଦେଲେ ? ଏବେ ଆପଣଙ୍କ ହୋଟେଲ କେଉଁଠି ଖୋଲିଛନ୍ତି ମକୁ ଟିକେ ଠିକଣା ଦିଅନ୍ତୁ ? ଆଉ ଗ୍ରାହକ ମାନଙ୍କର ଫୋନ ଆସିବା ମାତ୍ରେ କିଶୋର ଭାଇନା ବୁଝାଇ ଦେଉଛନ୍ତି । ଅନେକ ସମୟରେ କିଶୋର ଭାଇନା ନିଜର ହୋଟେଲର ଠିକଣା ମଧ୍ୟ ଦେଉଛନ୍ତି ଗ୍ରାହକ ଙ୍କୁ ।

ଆଉ ସେଠାରେ ପ୍ରସ୍ତୁତ କରୁଥିବା ଅଳ୍ପ କିଛି ମଟନ ତାଙ୍କ ଗ୍ରାହକ ଙ୍କୁ ଦେଇ ସନ୍ତୁଷ୍ଟ କରୁଛନ୍ତି କିଶୋର ଭାଇନା । ଆଉ ବୁଝାଇ ଦେଉଛନ୍ତି ଆଉ ଗୋଟେ ଯାହା ଠିକ କରିବା ଯାଏଁ ଆପଣ ମାନେ ଏଥିକି ଆସି ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *