ତେବେ ଏହି ବଡ କାରଣ ପାଇଁ ଶ୍ରୀଦେବୀଙ୍କୁ ଆସି ଥିଲା ହାର୍ଟ ଆଟାକ୍କ, କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ

ଆପଣ ସମସ୍ତେ ଜାଣି ଥିବେ ଯେ ଶ୍ରୀଦେବୀ କେତେ ବଡ ଅଭିନେତ୍ରୀ ଥିଲେ, ଏମିତି କେହି ନାହିଁ ଯିଏ ତାଙ୍କୁ ଜାଣି ନଥିବ ବା ତାଙ୍କ ଚଳଚିତ୍ର ଦେଖି ନଥିବ । ତେବେ ଏବେ ମଧ୍ୟ ଏହି କଥାକୁ ମାନିବା କଷ୍ଟକର ହଉଛି ଯେ ସେ ଆମ ମଧ୍ୟ ରେ ନାହାନ୍ତି ବା ତାଙ୍କ ଦେହାନ୍ତ ହୋଇ ଯାଇଛି । ଶ୍ରୀଦେବୀଙ୍କ ହଟାତ ମୃତ୍ୟୁ ଦ୍ଵାରା ସମସ୍ତେ ଆଶ୍ଚର୍ଯ୍ୟ ଥିଲେ କାହିଁକିନା ଶ୍ରୀଦେବୀଙ୍କୁ କୌଣସି ପ୍ରକାର ରୋଗ ନଥିଲା ।

ସେଥିପାଇଁ ତାଙ୍କ ଦେହାନ୍ତ ଲୋକଙ୍କୁ ଏହା ଭାବିବା ପାଇଁ ମଜବୁର କରିଥିଲା ଯେ ମୃତ୍ୟୁ ର କଣ କାରଣ ହୋଇ ପାରେ ।

ଖବର ଅନୁଯାଇ ଶ୍ରୀଦେବୀଙ୍କ ମୃତ୍ୟୁ ହାର୍ଟ ଅଟେକ ପାଇଁ ହୋଇ ଥିଲା, ସେତେବେଳେ ସେ ଦୁବାଇ ରେ ପାରିବାରିକ ବିବାହ ଅଟେଣ୍ଡ କରିବା ପାଇଁ ଯାଇ ଥିଲେ । ଏହା ଛଡା ଖବର ଅନୁଯାଇ ଶୁଣିବାରେ ଆସିଥିଲା ଯେ ବିବାହ ସମୟରେ ଶ୍ରୀଦେବୀଙ୍କ ଗୋଡ ବାଥରୁମ ରେ ଖସି ଯାଇ ଥିଲା, ଏହା ପରେ ସେ ବେହୋଶ ହୋଇ ଯାଇ ଥିଲେ । ଏହା ପରେ ଶ୍ରୀଦେବୀଙ୍କୁ ହସ୍ପିଟଲ ନିୟା ଗଲା କିନ୍ତୁ ସେଠି ପହଞ୍ଚି ଜଣା ପଡିଲା ଯେ ତାଙ୍କ ମୃତ୍ୟୁ ହାର୍ଟ ଅଟେକ ଦ୍ଵାରା ହୋଇଛି । ତେବେ ତାଙ୍କୁ ଅଟ୍ଟାକ୍ ଆସିବାର କାରଣ ଥିଲା କି ସେ ଅତ୍ୟଧିକ ମାନସିକ ଚାପରେ ଥିଲେ । ନିଜ ପରିବାର ଓ କ୍ଯାରିୟର ମହଦ୍ଯରେ ସେ ସମୟରେ କିଛି ଏଭଳି ପରିସ୍ଥିତି ଚାଲିଥିଲା ଯାହା ପାଇଁ ସେ ବହୁତ ଚିନ୍ତିତ ରହୁଥିଲେ ।

ଏବଂ ଏହି ଅତ୍ୟଧିକ ମାନସିକ ଚାପ ପାଇଁ ତାଙ୍କୁ ହଟାତ ହାର୍ଟ ଅଟ୍ଟାକ୍କ ଆସିଥିଲା । ଶ୍ରୀଦେବୀଙ୍କ ମୃତ୍ୟୁ ସମୟରେ ତାଙ୍କ ସ୍ଵାମୀ ବୋନୀ କପୁର ଓ ଝିଅ ଖୁସି ତାଙ୍କ ସହ ସେହି ବିବାହ ରେ ଥିଲେ, ସମସ୍ତ ପରିବାର ମୋହିତ ମାରବାହଙ୍କ ବିବାହ ପାଇଁ ଦୁବାଇ ଯାଇଥିଲେ । ଶ୍ରୀଦେବୀଙ୍କ ଦେହାନ୍ତ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଗଲେ ସେହି ସମୟରେ ଡକ୍ଟର କଥା କାହାକୁ ସତ ଲାଗୁ ନଥିଲା ତାଙ୍କ ଅନୁଯାଇ ଏବେ ଶ୍ରୀଦେବୀ ଉଠିବେ ଓ ସମସ୍ତଙ୍କୁ ଡରେଇବେ କିନ୍ତୁ ଏହି ଦୁଖ ଖବର ସତ ଥିଲା ।

ଏହା ପରେ ତାଙ୍କ ପାର୍ଥିବ ଶରୀରକୁ ମୁମ୍ବାଇ ଅଣା ଗଲା ଓ ଅନ୍ତିମ ସଂସ୍କାର ସମ୍ପନ କରା ଗଲା, ଶ୍ରୀଦେବୀଙ୍କ ଦାନ ଚଳଚିତ୍ର କେବେ ଭୁଲି ପାରିବ ନାହିଁ ତାଙ୍କ ଅଭିନୟ ସମସ୍ତଙ୍କ ଠାରୁ ଭିନ୍ନ ଥିଲା । ତାଙ୍କୁ ହରାଇ ଚଳଚିତ୍ର ବହୁତ ବଡ ଦୁଖ ରେ ବୁଡି ଯାଇଛି, ଶ୍ରୀଦେବୀଙ୍କ ଦେହାନ୍ତ ପୂର୍ବରୁ ଅନ୍ତିମ ଚଳଚିତ୍ର MOM ଥିଲା ଯେଉଁଥିରେ ସେ ବହୁତ ଭଲ ପ୍ରଦର୍ଶନ କରି ଥିଲେ ତାଙ୍କ ଅଭିନୟ ଲୋକଙ୍କ ମନରେ ସବୁବେଳେ ରହିବ । କାହାକୁ ଜଣା ନଥିଲା ଯେ ଏହି ଅଭିନେତ୍ରୀ ଏତେ ଶୀଘ୍ର ସଂସାରକୁ ବିଦାୟ ଦେଇ ଚାଲି ଯିବେ ଏହା ସମସ୍ତଙ୍କ ପାଇଁ ବହୁତ ଦୁଖ ର ବିଷୟ ଥିଲା ।

Leave a Reply

Your email address will not be published. Required fields are marked *