ଏଠି କୃଷ୍ଣଜନ୍ମ ଉତ୍ସବରେ କୃଷ୍ଣଙ୍କ ଆଖିରୁ କାହିଁକି ବାହାରିଥାଏ ରକ୍ତର ଲୁହ, ଏହା ପଛରେ ଥିବା ରହସ୍ୟ ବିଷୟରେ ଜାଣି ଉଡିଯିବ ହୋସ

ଆଜି ଆମେ ଆପଣଙ୍କୁ ଲଡୁ ଗୋପାଳଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ନିଜର ଚମତ୍କାର ଦ୍ଵାରା ପୁରା ଦେଶକୁ ଚକିତ କରି ଦେଇଛନ୍ତି । ଏହିଭଳି ଚମତ୍କାର କେବଳ ମଥୁରାରେ ହିଁ ଦେଖିବାକୁ ମିଳିବ । ଏହି ସ୍ଥାନରେ ଏମିତି କିଛି ଘଟଣା ଘଟେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦିଏ । ଏହି ଘଟଣା ମଥୁରା ଠାରୁ କିଛି ଦୂରରେ ଥିବା ଏକ ଗାଁର ଅଟେ । ଯାହାକି ବର୍ତ୍ତମାନ ସମୟରେ ବି ବହୁତ ଆଧୁନିକତା ଠାରୁ ବହୁତ ଦୂରରେ ଅଛି । କିନ୍ତୁ ଏଠି କୃଷ୍ଣଙ୍କ ଲିଲା ଆପଣଙ୍କୁ ଦେଖିବାକୁ ମିଳିବ ।

ଏହି ସ୍ଥାନରେ ଭଗବାନ କୃଷ୍ଣ ଲଡୁ ଗୋପାଳ ରୂପରେ ଚମତ୍କାର କରୁଛନ୍ତି । ଯାହାଙ୍କ ଆଗରେ ବଡ ବଡ ବୈଜ୍ଞାନିକମାନେ ବି ଫେଲ ହୋଇ ଯାଇଛନ୍ତି । ଚାଳନ୍ତୁ ସେହି ଚମତ୍କାର ବିଷୟରେ ଜାଣିବା । ଯେଉଁ ସ୍ଥାନରେ ଲଡୁ ଗୋପାଳ ନିଜର ଚମତ୍କାର ଦେଖାଉଛନ୍ତି ସେଠି ତାଙ୍କର ଗୋଟିଏ ଭକ୍ତ ନିଜର ପ୍ରାଣ ହାରିଥିଲା ।

ସେହି ଦିନ ଠାରୁ ଲଡୁ ଗୋପାଳ ନିଜର ଭକ୍ତକୁ ଖୋଜୁଛନ୍ତି । ଏହା ପଛରେ ଏକ କାହାଣୀ ଅଛି । ଗ୍ରାମବାସୀମାନେ କୁହନ୍ତି କି ଥରେ ଏହି ଗାଁରେ ଜଣେ ବୁଦ୍ଧ ମହିଳା ଆସିଥିଲେ । ସେ ଛିଣ୍ଡା ଶାଢୀ ପିନ୍ଧି ଆଖିରେ ଲୁହ ନେଇ ଗାଁରେ ଏଠି ସେଠି ବୁଲୁଥିଲେ । ମନ୍ଦିରର ପୂଜାରୀ ଜଣକ ବୁଦ୍ଧ ମହିଳାଙ୍କୁ ଏହିଭଳି ଅବସ୍ଥାର କାରଣ ପଚାରିବାରୁ ବୁଦ୍ଧ ମହିଳା ଜଣକ କାନ୍ଦି କାନ୍ଦି କହିଲେ କି ସେ ପିଲାଦିନୁ ହିଁ ଲଡୁ ଗୋପାଳଙ୍କର ସେବା କରିଆସୁଛନ୍ତି ଓ ତାଙ୍କର ଆଶୀର୍ବାଦ କାରଣରୁ ସେ ଦିଲ୍ଲୀ ସହ ବହୁତ ସ୍ଥାନରେ କୋଟି କୋଟି ଟଙ୍କାର ସମ୍ପତ୍ତି ମଧ୍ୟ କିଣି ରଖିଛନ୍ତି ।

ମହିଳାର ଦୁଇ ଜଣ ପୁଅ ଅଛନ୍ତି ଓ ସେ ଚାହୁଁଥିଲେ କି ତାଙ୍କ ପରେ ଲଡୁ ଗୋପାଳଙ୍କ ସେବା ତାଙ୍କର ଦୁଇ ପୁଅ ଓ ବୋହୁ କରନ୍ତୁ । କିନ୍ତୁ ଦୁଇ ବୋହୁ ସବୁବେଳେ ମୋର ସମ୍ପତ୍ତିକୁ ନେଇ ବିବାଦ କରନ୍ତି । ପୁଣି ଦୁଇ ବୋହୁ ମିଶି ମୋତେ ମାରିବାକୁ ଲାଗିଲେ । ଏହା ଛଡା ମୋତେ ଭୋଜନ ବି ଦେଉ ନ ଥିଲେ । ବୁଦ୍ଧ ମହିଳା ଜଣକ ଏହା ବିଷୟରେ ଯେତେବେଳେ ନିଜ ପୁଅକୁ କହିଲେ ତେବେ ସେ ଓଲଟା ନିଜ ମାକୁ ମାରିବାକୁ ଲାଗିଲେ ଓ ତାଙ୍କୁ ଘରୁ ବାହାର କରିଦେଲେ ଓ ଲଡୁ ଗୋପାଳଙ୍କ ମୂର୍ତ୍ତିକୁ ବି ବାହାରକୁ ଫୋପାଡି ଦେଲେ ।

ସେ ଦେଖିଲେ କି ସେହି ଲଡୁ ଗୋପାଳଙ୍କ ମୂର୍ତ୍ତିରୁ ରକ୍ତ ବାହାରୁଛି । ସେ ନିଜର ଲଡୁ ଗୋପାଳକୁ ନେଇ ମଥୁରାର ଏକ ଗାଁକୁ ପହଞ୍ଚିଗଲେ । ପୂଜାରୀ କହିଲେ କି ସେ ବୁଦ୍ଧ ମହିଳା ଜଣକ ମୋତେ ମୂର୍ତ୍ତି ଦେଲେ ତେବେ ସେହି ସମୟରୁ ହିଁ ସେହି ମୂର୍ତ୍ତିରୁ ଲଗାତାର ରକ୍ତ ବାହାରୁଥିଲା । ଏହି ମହିଳା ଜଣକ ଏତେ ଚିନ୍ତିତ ଥିଲା ଯେମିତି କି ଗୋଟିଏ ମା ନିଜ ପୁଅ ପାଇଁ ହୋଇଥାଏ । ବୁଦ୍ଧ ମହିଲା ଜଣକ ପୂଜାରୀକୁ ଲଡୁ ଗୋପାଳ ଦେଇ ଅଚାନକ ସେହି ସ୍ଥାନରେ ଥାନରେ ନିଜର ପ୍ରାଣ ହାରି ଦେଲେ ।

ଗ୍ରାମବାସୀମାନେ ମିଶି ସେହି ଲଡୁ ଗୋପାଳକୁ ମରମଫଟି କରିଲେ ଯାହା ଦ୍ଵାରା ସେ ସୁସ୍ଥ ହୋଇଗଲେ । ସବୁ ଗ୍ରାମବାସୀମାନେ ବୁଦ୍ଧ ମହିଳା ଜଣକ ଯେଉଁ ସ୍ଥାନରେ ମୃତ୍ୟୁ ବରଣ କରିଥିଲେ କିଛି ଦିନ ପରେ ସେହି ସ୍ଥାନରୁ ଯେତେବେଳେ ଗ୍ରାମବାସୀମାନେ ମୂର୍ତ୍ତିକୁ ହଟାଇବାକୁ ଚେଷ୍ଟା କରିଲେ ତେବେ ମୂର୍ତ୍ତି ବହୁତ ଭାରି ହୋଇଗଲା ।

ଗ୍ରାମବାସୀମାନେ ନିଷ୍ପତି ନେଲେ କି ଏହି ସ୍ଥାନରେ ମନ୍ଦିର ତିଆରି କରାଯାଉ । ସେଠିକାର ଗ୍ରାମବାସୀମାନେ କୁହନ୍ତି ଜନ୍ମାଷ୍ଟମୀ ଦିନ ଲଡୁ ଗୋପାଳ ପୁରା ମନ୍ଦିର ବୁଲି ଦେଖନ୍ତି ଓ କାରଣ ସେ ନିଜର ଭକ୍ତକୁ ସେହି ସ୍ଥାନରେ ଖୋଜନ୍ତି । ଏତିକି ନୁହେଁ ଜନ୍ମାଷ୍ଟମୀ ଦିନ ତାଙ୍କ ଆଖିରୁ ରକ୍ତର ଲୁହ ବାହାରିଥାଏ ।

Leave a Reply

Your email address will not be published. Required fields are marked *