ଦେଖନ୍ତୁ କେମିତି Exam ରେ ଚାଲାକି କରି ଧରା ପଡିଲା ବିଚାରୀ ଝିଅ, ତା ପରେ ଯାହା ହେଲା ଝିଅ କେବେ ଭାବି ବି ନଥିଲା…. ଦେଖନ୍ତୁ Video

ଆଜିକାଲି ଦୁନିଆରେ ଅନେକ ଭଲ ଲୋକ ମିଳିଯିବେ । କିନ୍ତୁ ତାଙ୍କ ମନରେ କଣ ଥାଏ ତାହା କେହି ଜାଣି ପାରନ୍ତି ନାହି । ଏମିତି କିଛି ଲୋକ ମାନେ ଏ ଦୁନିଆରେ ଅଛନ୍ତି ଯେଉଁ ଆଖି ଆଗରେ ଏମିତି ଖ-ରା-ପ କାମ କରିଥାନ୍ତି ଯାହା କେହି ବୁଝି ପାରନ୍ତି ଅନହି । ଯେତେ ଭଲ ହେବାର ଅଭିନୟ କରିଲେ ମଧ୍ୟ ଲୋକଙ୍କ ମନରେ କଣ ଚାଲିଥାଏ ତାହା କେହି ଜାଣି ପାରନ୍ତି ନାହି । ଆଜିର ଆମର ବିଷୟ ବସ୍ତୁ ରହିଛି କିପରି ଚାଲାକି କରି ଲୋକ ମାନେ ଅନ୍ୟ ମାନଙ୍କୁ ଠକାମିରେ ପକାଇଥାନ୍ତି ଆସନ୍ତୁ ଜାଣିବା ।

ଏକ ଭିଡିଓ ରେ ଜଣେ ଯୁବତୀ ସ୍କୁଲରେ ପରିକ୍ଷା ଦେବା ସମୟରେ ନକଲ କରୁଥିବା ବେଳେ ଧରା ପଡିଲା । ଯେତେବେଳ ଝିଅ ଟି ଧରା ପଡିଲା ସେହି ସମୟରେ ସେ ନକଲ ବା କପି କରୁ ନ ଥିଲା ବୋଲି ସିଧା ମନା କରି ଦେଲା ।

କିନ୍ତୁ ଯେତେବଳେ ଲେଡି ପୋଲିସ କନେଷ୍ଟବଳ ଝିଅର ସବୁ ଚେକ କରିଲେ ସେହି ସମୟରେ ଦେଖିବାକୁ ପାଇଲେ ଯେ ଝିଅ ଟି ତା ଗୋଡରେ ସବୁ ପ୍ରଶ୍ନର ଉତ୍ତର ଲେଖିକି ଘରୁ ଆଣିଛି । ଏହା ପରେ ସେହି ଝିଅକୁ ଅ-ପ-ମା-ନି-ତ ହେବାକୁ ପଡିଥିଲା । ବାସ୍ତବରେ ଝିଅ ଟି ଏତେ ଚାଲାକି ର ସହ କପି କରୁଥିଲା ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ଯୁବତୀ ନିଜ ପ୍ରେମିକ ସହ କୌଣସି ଜାଗାକୁ ବୁଲିବାକୁ ଯାଇ ଘରକୁ ଫେରୁଥିଲେ । ଠିକ ସେହି ସମୟରେ ଯୁବତି ଜଣକ ଯେଉଁ ଗାଡି ବୁକ କରିଲେ ସେହି ଗାଡିର ଡ୍ରାଇଭର ଥିଲେ ତାଙ୍କ ସ୍ଵାମୀ । ଏହା ପରେ ସ୍ଵାମୀ ଜଣକ ଆବାଜରୁ ନିଜ ସ୍ତ୍ରୀ ବୋଲି ଜାଣି ପାରିଥିଲେ ।

ଏହା ପରେ ସ୍ଵାମୀ ଚୁପଚାପ ଗାଡି ଚଳାଇବାକୁ ଲାଗିଲେ । କିଛି ସମୟରେ ପରେ ସ୍ଵାମୀ ଜଣକ ସ୍ଵର ବଦଳାଇ ତାଙ୍କ ସ୍ତ୍ରୀ ଓ ପ୍ରେମିକ କୁ ତାଙ୍କ ସମ୍ପର୍କ ବିଷୟରେ ଅନେକ ପ୍ରଶ୍ନ କରିବାକୁ ଲାଗିଲେ । ସବୁ ପ୍ରଶ୍ନର ଉତ୍ତର ଯୁବତି ଜଣକ ଏମିତି ଦେବାରେ ଲାଗିଲେ ଯେମିତି ଡ୍ରାଇଭର ଜଣକ ତାଙ୍କ ସ୍ଵାମୀ ନୁହେଁ ବରଂ ଅଜଣା ବ୍ୟକ୍ତି ଅଟନ୍ତି ।

ଏହା ପରେ ଯେତେବେଳେ ଯୁବତୀଙ୍କ ଘର ଆସିଗଲା ସେତେବେଳେ ତାଙ୍କ ସ୍ଵାମୀ ଗାଡି ଅଟକାଇ ଦେଇଥିଲେ ଯାହା ଦେଖି ଦୁହେଁ ପ୍ରେମୀ ଯୁଗଳ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଡ୍ରାଇଭର କେମିତି ତାଙ୍କ ଘରର ଠିକଣା ଜାଣିଛି ଏହା ଦୁହିଙ୍କ ମନରେ ପ୍ରଶ୍ନ ଉଠିଥିଳୀ ।

ଏହା ପରେ ସ୍ଵାମୀ ଜଣକ ଗାଡିରୁ ବାହାରି ନିଜର ପରିଚୟ ଦେବା ସହ ପ୍ରେମିକ କୁ ଗାଡି ରୁ ଧ-କ୍କା ମା-ରି ବାହାର କରି ଦେଇଥିଲେ । ଏହା ପରେ ନିଜ ଷ୍ଟ୍ରେଆ କୁ ଏମିତି ଅନେକ କଥା କହି ତାଙ୍କୁ ଗାଳି ଦେଇଥିଲେ । ସ୍ଵାମୀ ଜଣକ କହିଥିଲେ ତାଙ୍କର ବିବାହର ୫ ବର୍ଷ ହେଲାଣି ଓ ପିଲା ମାନେ ଅଛନ୍ତି । ଏମିତି କମ କରିବାକୁ ଲାଜ ଲାଗୁନି ଏହିଭଳି ପ୍ରତିକ୍ରିୟା ଦେଇଥିଲେ ସ୍ଵାମୀ ଜଣକ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *