ଫେବିକଲରେ ସିଲ କଲେ ଗର୍ଭିଣୀ ନାଗୁଣୀ ମୁହଁ, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ସା-ପ ଏକ ଏମିତି ଜୀବ ଅଟେ ଯାହାକୁ ଦେଖିବା ମାତ୍ର ସମସ୍ତେ ଭ-ୟ-ଭୀ-ତ ହୋଇ ଯାଆନ୍ତି ଓ ଦେଖିବା ମାତ୍ରେ ତୁ-ର-ନ୍ତ ଦୌଡି ଚାଲି ଯାଆନ୍ତି । କାରଣ ସା-ପର ବିଷ ମଣିଷର ଜୀବନ ମଧ୍ୟ ନେଇ ପାରେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯେଉଁଠି କିଛି ନି-ର-ଦା-ୟୀ ଓ ବିବେକ ଶୂନ୍ୟ ଲୋକମାନେ ସା-ପକୁ ଦେଖିବା ପରେ ତାହା ଏହି ଏମିତି କିଛି କରିଲେ କି ଯାହା ବିଷୟରେ ଆପଣ ସ୍ଵପ୍ନରେ ବି ଚି-ନ୍ତା କରି ନ ଥିବେ ।

କହିବାକୁ ଗଲେ କିଛି ଲୋକମାନେ ଗୋଟିଏ ଗର୍ଭବତ୍ତୀ ସା-ପର ମୁହଁରେ ଅଠା ଦେଇ ତାର ମୁହଁକୁ ବ-ନ୍ଦ କରି ଦେଇଥିଲେ । କେହି ଜଣେ ଭୁବନେଶ୍ଵର ସ୍ନେ-କ ହେଲପ ଲାଇନ ନମ୍ବରକୁ ଫୋନ କରି ଅଧିକାରୀମାନଙ୍କୁ ଏହା ବିଷୟରେ ସୂଚିତ କରିଲେ ।

ଅଧିକାରୀମାନେ ଆସି ସା-ପକୁ ଉ-ଦ୍ଧା-ର କରି ପ୍ରଥମେ ଭୁବନେଶ୍ଵରକୁ ନେଇ ଆସିଲେ । ସେମାନେ ପ୍ରଥମେ ସା-ପକୁ ଭାଲ ଭାବରେ ନିରୀକ୍ଷଣ କରିବା ପରେ ଜାଣି ପାରିଲେ କି ସା-ପ ମୁହଁରେ କେହି ଜଣେ ଅଠା ଢାଳି ଦେଇଛି । ଯେଉଁ କାରଣରୁ ସା-ପଟି ମୁହଁ ଖୋଲି ପାରୁ ନାହିଁ ।

ଆପଣ ମଧ୍ୟ ଦେଖି ପାରିବେ କି ସା-ପଟି ମୁହଁ ନ ଖୋଲିବା କାରଣରୁ ବହୁତ ଛ-ଟ-ପ-ଟ ହେଉଛି । ଅଧିକକାରୀମାନେ ସା-ପକୁ ଧରି ସା-ପର ମୁହଁକୁ ଲେମ୍ବୁ ସାହାର୍ଯ୍ୟ ଧୀରେ ଧୀରେ ଖୋଲିବାକୁ ଚେଷ୍ଟା କରିଲେ ଓ ଏଥିରେ ସେମାନେ ସଫଳ ମଧ୍ୟ ହେଲେ ।

ଜଣେ ସ୍ନେ-କ ହେଲ୍ପଲାଇନ ଅଧିକାରୀ କହିଲେ କି ପୁରୁଣା ଭୁବନେଶ୍ଵରର ବ୍ୟାଙ୍କ କଲୋନୀ ନିକଟରେ ଜଣେ ବ୍ୟକ୍ତି ଆମକୁ ଫୋନ କରି କହିଲେ କି ଟ୍ରେନ ଲାଇନ ପାଖରେ ଜଣେ ବ୍ୟକ୍ତି ଗୋଟିଏ ନାଗ ସା-ପକୁ ଆସି ଛାଡି ଦେଇଛି ଓ ସେ ଜୀବିତ ଅଛି । ଆମେ ତାକୁ ଉ-ଦ୍ଧା-ର କରିବା ସମୟରେ ଆମର ଜଣେ ଅଧିକାରୀଙ୍କୁ ସ-ନ୍ଦେ-ହ ହେଲା କି ସା-ପର ମୁହଁରେ କିଛି ଅଠା ଲାଗିଛି ସେଥିପାଇଁ ସେ ମୁହଁ ଖୋଲି ପାରୁ ନାହିଁ । ଆମେ ସା-ପର ମୁହଁକୁ ଖୋଲିବାକୁ ଚେଷ୍ଟା କରିଲୁ ।

କିନ୍ତୁ ସା-ପର ମୁହଁ ଖୋଲିଲା ନାହିଁ । ଆମେ ଲେମ୍ବୁ ସାହାର୍ଯ୍ୟରେ ସା-ପର ମୁହଁକୁ ଖୋଲିବାରେ ସଫଳ ହେଲୁ । ଆମେ ଯେତେବେଳେ ସା-ପର ଏକ୍ସରେ କରିଲୁ ତେବେ ଆମେ ଜାଣି ପାରିଲୁ କି ସା-ପ ଗର୍ଭବତ୍ତୀ ଅଛି । ଏମିତିରେ ଜଣେ ଗର୍ଭବତ୍ତୀ ସା-ପର ଏହିଭଳି ଭାବରେ ମୁହଁରେ ଅଠା ଦେଇ ବ-ନ୍ଦ କରିବା ବହୁତ ହିଁ ଖ-ରା-ପ କାମ ଅଟେ । ବର୍ତ୍ତମାନ ଅଧିକାରୀମାନେ ସା-ପକୁ କିଛି ଦିନ ନିଜ ପାଖରେ ନିରକ୍ଷଣରେ ରଖି ଜ-ଙ୍ଗ-ଲ-ରେ ଛାଡି ଦେବେ ।

Leave a Reply

Your email address will not be published. Required fields are marked *