ଫେବୃଆରୀ 18 ମହାଶିବରାତ୍ରି ରେ ଏହି 6ଟି ରାଶି ହେବେ କୋଟିପତି, ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ !

ବନ୍ଧୁଗଣ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିକୁ ହର ହର ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ ଉଶ୍ଚବ ମାନାଯାଏ । ଆମେ ଏହାକୁ ଜାଗର ପର୍ବ କହିଥାଉ । ଚଳିତ ବର୍ଷ ଫେବୃଆରୀ 18 ତାରିଖ ହେଉଛି ମହା ଶିବରାତ୍ରି । ଏହି ଦିନ ବନୁଅଛି ଦିବ୍ୟ ଓ ଦୁର୍ଲଭମହା ସଂଯୋଗ । ଏହି ସଂଯୋଗ କାରଣରୁ 12ଟି ରଶି ମଧ୍ୟରୁ 6ଟି ରଶିଙ୍କ କିସ୍ମତ ଚମକିବାକୁ ଯାଉଛି ।

ଭଗବାନ ଶିବ ଏହି ରାଶିଙ୍କର ସବୁ ଦୁଖ କଷ୍ଟ ଦୂର କରିବାକୁ ଯାଉଛନ୍ତି । ଯାହା ଫଳରେ ଏହି ରାଶିଙ୍କର ଜୀବନ ସଂପୂର୍ଣ୍ଣ ରୂପରେ ବଦଳିଯିବ । ଏହି 6ଟି ରାଶି ହେବେ କୋଟିପତି ଜାଗର ପର୍ବ ଠାରୁ । ଆସନ୍ତୁ ଜାଣିବା ବିସ୍ତାର ଭାବେ । ମେଷ ରାଶି : ଏହି ରାଶି ଉପରେ ଭଗବାନ ଭୋଳାନାଥ ନିଜର ଅପାର କୃପା ଦ୍ରୁଷ୍ଟି ବର୍ଷାଇବେ । ଆପଣଙ୍କ ଜୀବନ ଧନଧାନ୍ୟରେ ପୂର୍ଣ୍ଣ ହୋଇଯିବ । ଯାହା ବି ଅଟକି ରହିଥିବା କାମ ତାହା ପୂରଣ ହେବାରେ ଲାଗିବ । ଆପଣଙ୍କର ଅଧୁରା ଇଚ୍ଛା ପୂରଣ ହେବ । ସନ୍ତାନ ସୁଖ ପ୍ରାପ୍ତ ହେବାର ଯୋଗ ଅଛି ।

ତୁଳା ରାଶି : ଆପଣଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ଦ୍ରୁଷ୍ଟି ରହିବ । ଯାହା କାରଣରୁ ଆପଣଙ୍କୁ ବଡ ବଡ ଅବସର ମିଳିବ । ଯାହା କାରଣରୁ ଆପଣଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । କୌଣସି କ୍ଷେତ୍ରରୁ ଆପଣଙ୍କୁ ବଡ ଖୁସି ଖବର ମିଳିବ ।

କୁମ୍ଭ ରାଶି : ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନରେ ଯାହା ବି ଦୁଖ କଷ୍ଟ ରହିଥିଲା ତାହା ଦୂର ହେବ । ସନ୍ତାନ ସୁଖ ପ୍ରାପ୍ତ ହେବ । କୌଣସି କ୍ଷେତ୍ରରୁ ବଡ ଖୁସି ଖବର ପ୍ରାପ୍ତ ହେବ । ଦାଂପତ୍ଯ ଜୀବନରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ତାଳମେଳ ଠିକ ରହିବ । ଆପଣ ଯେଉଁ କାମ ଆରମ୍ଭ କରିବେ ସେଥିରେ ସଫଳତା ଲାଭ କରିବେ ।

କନ୍ୟା ରାଶି : ଆପଣଙ୍କ ଉପରେ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି । ଚାକିରି କ୍ଷେତ୍ରରେ ଉନ୍ନତି ହେବା ସହ ପଦୋନ୍ନତି ହେବାର ସମ୍ଭାବନା ଅଛି । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଧନ ଆଗମନ ହେବ । ଆପଣ ପ୍ରେମ କ୍ଷେତ୍ରରେ ଥିଲେ ନିଶ୍ଚୟ ସଫଳ ହେବେ । ଅଟକିଥିବା କାମ ପୁଣି ଥରେ ଚାଲୁ ହେବାରେ ଲାଗିବ ।

ସିଂହ ରାଶି : ଭୋଳାନାଥ ଙ୍କ କୃପାରୁ ଆପଣଙ୍କୁ ଜୀବନରେ ଢେର ସାରା ଖୁସି ଆସିବାକୁ ଯାଉଛି । ଆପଣଙ୍କର ସବୁ ଇଚ୍ଛା ପୂରଣ କରିବେ ପ୍ରଭୁ ଶିବ । ମାତା ପିତାଙ୍କ ସହଯୋଗ ପାଇବେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ପ୍ରଶଂସା କରିବେ ।

ମିଥୁନ ରାଶି : ଏହି ରାଶିର ଲୋକଙ୍କର ଭାଗ୍ୟ ଉଦୟ ହେବାକୁ ଯାଉଛି ମହାଦେବଙ୍କ କୃପାରୁ । ଯାହା ବି ଧନ ଅଟକି ରହିଥିବା ତାହା ଫେରି ପାଇବେ । ଆକସ୍ମିକ ଧନ ଲାଭ ହେବ । ଯାହା ବି ନିସ୍ପତି ନେବେ ତାହା ସଠିକ ସାବ୍ଯସ୍ତ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *