ଫେବୃଆରି ୧୦ରେ ଉଦୟ ହେବାକୁ ଯାଉଛନ୍ତି ଶନିଦେବ, ଏହି 3 ଟି ରାଶିରେ ଦେଖିବାକୁ ମିଳିବ ବିଶେଷ ପ୍ରଭାବ

ବନ୍ଧୁଗଣ ୭ ଜାନୁଆରୀରେ ଶନିଗ୍ରହ ଅସ୍ଥ ହୋଇଯାଇଥିଲେ । ବର୍ତମାନ ୧୦ ଫେବୃଆରିରେ ଶନିଦେବ ପୁଣିଥରେ ଉଦୟ ହେବାକୁ ଯାଉଛନ୍ତି । ୧୦ ଫେରୁଆରିର ରାତି ୧.୩୦ ଘଟିକା ସମୟରେ ଶନିଦେବଙ୍କର ଉଦୟ ହେବା କାରଣରୁ ୫ଟି ରାଶିରେ ଏହାର ଶୁଭ ପ୍ରଭାବ ପଡିବାକୁ ଯାଉଛି । ଏହି ୫ଟି ରାଶି ଗୁଡିକର ଭାଗ୍ୟ ତାଙ୍କ ସାଥ ଦେବ ଏହା ସହିତ ସେମାନେ ଯେଉଁ କାର୍ଯ୍ୟ କରିବେ ସେଥିରେ ସଫଳତା ନିଶ୍ଚିତ ପାଇବେ । ଆସନ୍ତୁ ଏବେ ଜାଣିବା ଶନିଦେବଙ୍କ ଉଦୟ କାରଣରୁ କେଉଁ ରାଶି ଗୁଡିକରେ ତାହାର ଶୁଭ ପ୍ରଭାବ ପଡିବାକୁ ଯାଉଛି ।

ମେଷ ରାଶି; ଶନିଦେବଙ୍କ ଉଦୟ କାରଣରୁ ମେଷ ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଏହାର ଶୁଭ ପ୍ରଭାବ ପଡିବ । ଏହି ରାଶିର ବ୍ୟକ୍ତି ମାନଙ୍କର ଭଲ ଦିନ ଆରମ୍ଭ ହେବାକୁ ଯାଉଛି । ଆର୍ଥିକ ସମସ୍ଯା କମ୍ ହେବ ଏବଂ ଚାକିରି କ୍ଷେତ୍ରରେ ଅଧିକ ଉନ୍ନତି ମିଳିବ । ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଅଧିକ ଲାଭ-ବାନ ହେବେ । ଆପଣ ମାନଙ୍କୁ ଧନର କୌଣସି ପ୍ରକାରର ସମସ୍ଯା ଦେଖାଯିବା ନାହିଁ । ପାରିବାରିକ ସମ୍ପର୍କ ଅଧିକ ଦୃଢ ହେବ । ଜମି ସମ୍ବନ୍ଧିତ ବିବାଦର ଅବସାନ ଘଟିବ । ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କ ଆଶୀର୍ବାଦ ବନିରହିବ ।

କନ୍ୟା ରାଶି; କନ୍ୟା ରାଶି ମାନଙ୍କର ଧନ-ଲାଭର ମାର୍ଗ ଖୋଲିବାକୁ ଯାଉଛି । ଚାକିରି ଏବଂ ବ୍ୟାପାରରେ ସଫଳତା ମିଳିବାକୁ ଯାଉଛି । ଅଧିକ ସମୟଧରି ଚାଲିଆସୁଥିବା ବିବାଦର ଅବସାନ ଘଟିବ । ଆପଣ ମାନସିକ ଦୁଶ୍ଚିନ୍ତାରୁ ମଧ୍ୟ ଦୂରରେ ରହିବେ । ମକର ରାଶି; ପରିଶ୍ରମ କରିଲେ ଆପଣଙ୍କୁ ତାହାର ଫଳ ନିଶ୍ଚିତ ମିଳିବ । ଲାଭର ଯୋଗ ବନୁଅଛି । ଆପଣ ନିଜର ଚିନ୍ତାଧାରାକୁ ସଠିକ ରଖନ୍ତୁ ଏବଂ ପରିଶ୍ରମ କରି ଚାଲନ୍ତୁ । ପରିବାର ଲୋକଙ୍କ ସହିତ ସମ୍ବନ୍ଧ ଅଧିକ ଭଲ ରହିବ । ଯେଉଁ ମାନଙ୍କର ବିବାହ ହୋଇନାହିଁ, ସେମାନଙ୍କର ବିବାହର ଯୋଗ ବନୁଅଛି ।

ମିଥୁନ ରାଶି; ଶନିଦେବଙ୍କ ଉଦୟ କାରଣରୁ ମିଥୁନ ରାଶିର ବ୍ୟକ୍ତି ମାନଙ୍କର ଉନ୍ନତିର ପଥ ଖୋଲିବାକୁ ଯାଉଛି । ଆପଣ ମାନଙ୍କର ବିଗିଡି ଯାଇଥିବା ସମସ୍ତ କାମର ପୁନ୍ନରାବୃତି ହେବ । ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ଆପଣ ମାନଙ୍କ ପାଇଁ ଏହି ସମୟଟି ଭଲ ରହିବ । ଶେୟର ମାର୍କେଟରେ ଲଗାଇଥିବା ସବୁ ଧନରାଶିର ଦୁଇଗୁଣ ଲାଭ ପାଇବେ । ମୀନ ରାଶି; ଆପଣ ମାନଙ୍କର ସବୁ କାର୍ଯ୍ୟରେ ସଫଳତା ହାସିଲ ହେବ । ବ୍ୟାପାରରେ ଲାଭ ମିଳିବ । ଆପଣଙ୍କ ପରିବାରରେ କୌଣସି ପ୍ରକାରର ମଙ୍ଗଳ କାର୍ଯ୍ୟର ଶୁଭ ବାରତା ଉତ୍ତପନ୍ନ ହେଉଅଛି ।

ଶୁଭ ଯାତ୍ରାରେ ଆଗମନ କରିବାର ଯୋଗ ବନୁଅଛି । ଶିକ୍ଷା କ୍ଷେତ୍ରରେ ଅଧିକ ସଫଳତା ପାଇବେ । କୌଣସି ପ୍ରକାରର ନିସ୍ପତି ନେବା ପୂର୍ବରୁ ଭାବି ବିଚାରୀ ନିସ୍ପତି ନିଅନ୍ତୁ । ଆଜାଣତରେ ଅତି ଶୀଘ୍ରରେ ନେଉଥିବା ନିସ୍ପତି ଆପଣଙ୍କୁ ବହୁତ ହାନି ପହଞ୍ଚାଇ ପାରେ । ତେଣୁ ଭାବି ବିଚାରୀ କାର୍ଯ୍ୟର ନିସ୍ପତି ନିଅନ୍ତୁ ଉତ୍ତମ ଫଳ ପ୍ରାପ୍ତ ହେବ । ବନ୍ଧୁଗଣ ଏହାଥିଲା ୫ଟି ରାଶି ଯାହା ଉପରେ ଶନିଦେବଙ୍କ ଉଦୟ ହେବା କାରଣରୁ ଶୁଭ ପ୍ରଭାବ ଦେଖିବାକୁ ମିଳିବ ।

ସେହିଭଳି ଅନ୍ୟ ରାଶିର ବ୍ୟକ୍ତି-ବିଶେଷ ମାନଙ୍କୁ ଅଳ୍ପ ବହୁତ ମାତ୍ରାରେ କଷ୍ଟର ସମ୍ମୁଖିନ୍ନ ହେବାକୁ ପଡିବ । ଆପଣଙ୍କ ଜୀବନରେ କୌଣସି ଖରାପ ପ୍ରବାଭ ନପଡିବା ପାଇଁ ଏହି ଉପାୟ ଗୁଡିକ ପ୍ରୟୋଗ କରନ୍ତୁ ଆପଣଙ୍କୁ ଏହାର ଫଳ ଅବଶ୍ୟ ପ୍ରାପ୍ତ ହେବ । ୧- ଶନିବାର ଦିନ କଳା ବସ୍ତ୍ରର ଦାନ କରନ୍ତୁ । ଏହା ଫଳରେ ଶନିଦେବ ଆପଣଙ୍କ ଉପରେ ଅନୁକୂଳ ରହିବେ । କୌଣସି ପ୍ରକାରର ବାଧା-ବିଘ୍ନ ଆସିନଥାଏ । ଶନିବାର ଦିନ ସ୍ନାନ ପରେ ପ୍ରଥମେ ଶନିଦେବଙ୍କ ପୂଜା କରନ୍ତୁ । ଏହା ପରେ କଳା କମ୍ବଳ, କଳା ବସ୍ତ୍ର, ଏବଂ କଳା ଡାଲିର ଦାନ କରନ୍ତୁ ।

୨- ଶ୍ରୀ ହନୁମାନଙ୍କ ପୂଜା କରିବା ଦ୍ଵାରା ମଧ୍ୟ ଶନିବାର ଦିନ ଶନିଦେବଙ୍କ ପ୍ରକୋପରୁ ଆପଣ ବଞ୍ଚିତ ହୋଇ ରହି ପାରିବେ । ଶନିବାର ଦିନ ଭଗବାନ ହନୁମାନଙ୍କ ସମୂଖରେ ଗୋଟିଏ ସୋରିଷ ତେଲର ଦୀପକୁ ଜଳାଇ ଧ୍ୟାନ କରନ୍ତୁ ଆଶୀର୍ବାଦ ପ୍ରାପ୍ତ ହେବ । ୩- ଏହି ସମୟରେ ଶନିଦେବଙ୍କ ପୂଜା କରୁଥିବା ମୁହୂର୍ତରେ ଶନିଦେବଙ୍କୁ କଳା କଜଳ ଅର୍ପଣ କରନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *