ଫିଲ୍ମ “ଦମନ” ର ସଫଳତା ପରେ ଏବେ ସୁପରଷ୍ଟାର Babushan Mohanty ଙ୍କୁ ମିଳିଛି ବଲିଉଡ ସିନେମାର ଅଫର୍ !

ଦର୍ଶକ ବନ୍ଧୁ ବାବୁସାନ ମହାନ୍ତି ଙ୍କୁ ବହୁତ ଜଲ୍ଦି ଆସୁଛି ବଲିଉଡ ସିନେମାର ଅଫର । ଆଜ୍ଞା ହାଁ ଏବେ ବାବୁସାନ ଓଡିଆରେ ନୁହେଁ ହିନ୍ଦୀ ରେ ସିନେମା କରିବେ । କାରଣ ତାଙ୍କ ଫିଲ୍ମ “ଦମନ” ଯେଉଁ ଭଳି ଭାବେ ଛାପ ଛାଡିଛି ଏବେ ସମସ୍ତେ ଚାହୁଁ ଛନ୍ତି ତାଙ୍କୁ ନେଇ ପରୀକ୍ଷା କରିବାକୁ । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସବୁବେଳେ ନୂଆ ରୂପ ଓ କନସେପ୍ଟକୁ ନେଇ କିଛି ଏଭଳି ନିର୍ଦ୍ଦେଶକ ବି ଥାଆନ୍ତି ନ ମାନେ ତିଆରି କରିବାକୁ ଚାହାଁନ୍ତି ଗୋଟିଏ ସୁନ୍ଦର କାହାଣୀ ।

ଯେଉଁଥିରେ ଗୋଟେ ଚରିତ୍ରକୁ ନେଇ ସମସ୍ତେ ଏକ୍ସପେରିମେଣ୍ଟ କରିବାକୁ ଚାହୁଁଛନ୍ତି । ମନ ଫିଲ୍ମର କଥା ବସ୍ତୁ ଏବେ ସମସ୍ତଙ୍କୁ ପ୍ରଭାବିତ କରିଛି । ୟୁଟ୍ଯୂବ ର ଠାରୁ ଆରମ୍ଭ କରି ହିନ୍ଦୀ ଫିଲ୍ମ କାଷ୍ଟରେ ଗୋଟିଏ କମ୍ପନ ସୃଷ୍ଟି କରିବା ଆରମ୍ଭ କରିଛି ଦମନ ଫିଲ୍ମ । ଅପେକ୍ଷା ରହିଛି ଦମନ ର ହିନ୍ଦୀ ଡବିଙ୍ଗକୁ । ଯେବେ ହିନ୍ଦୀ ଡବିଙ୍ଗଟି ଶେଷ ହେବ ସେହି ସମୟରେ ଏହାର ଟ୍ରେଳର କିଭଳି ଭାବେ ପ୍ରଭାବିତ କରୁଛି ହିନ୍ଦୀ ଭାଷାଭାସି ଲୋକ ଓ ନିର୍ଦ୍ଦେଶକଙ୍କ ଉପରେ ତାହା ଗୋଟେ ବଡ ଚ୍ୟାଲେଞ୍ଜ ହୋଇ ପଡିଛି ।

ଏହା ପୂର୍ବରୁ ବାବୁସାନ ଙ୍କ ଫିଲ୍ମ କୁ ନେଇ ଯେଉଁ ଆଲୋଚନା କରା ଯାଉଛି ଓ ଯେଉଁ ଭଳି ଭାବେ ଫିଲ୍ମ ସମୀକ୍ଷକ ମାନେ ଏହାକୁ ଉଚ୍ଚକୋଟିର ସିନେମା ବୋଲି ଦାବି କରୁଛନ୍ତି ଏହା ବାବୁସାନଙ୍କ ପାଇଁ ନିଶ୍ଚୟ ଗୋଟିଏ କ୍ରେଡିଟ । କାରଣ ଏହା ହିଁ ତାଙ୍କର ପ୍ରଶଂସା ବଢାଉଛି । ବାବୁସାନଙ୍କ ଷ୍ଟାଇଲ ଓ ଡାଇଲାଗ, ତାଙ୍କର ଚରିତ୍ରରେ ସେ ଯେଉଁ ଭଳି ଭାବେ ବଞ୍ଚୁଛନ୍ତି ତାହା ନିଶ୍ଚିନ୍ତ ଭାବେ ଅନେକ ଭିନ୍ନ ଚରିତ୍ର ନିର୍ବାହ କରିବାକୁ ପ୍ରେରଣା ଦେବ ।

ଯେଉଁ କଥା ମଧ୍ୟ ଓଲିଉଡ ଇଣ୍ଡଷ୍ଟ୍ରିରେ କୁହନ୍ତି ସିଦ୍ଧାନ୍ତ ମହାପାତ୍ରଙ୍କ ପରେ ବାବୁସାନ ହେଉଛନ୍ତି ଏମିତି ଜଣେ ଅଭିନେତା ଜିଏକି ଓଡିଆ ସିନେମାର ଭବିଷ୍ଯତକୁ ଆଗକୁ ନେଇଯିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ଭଲ ଆମକୁ ବି ସମ୍ମାନ ମିଳେ । ଆଉ ବାବୁସାନ ନିଶ୍ଚିନ୍ତ ଭାବେ ନିଜର ଏଭଳି ଏକ ଛାପ ତିଆରି ହୋଇଛନ୍ତି ଯାହା ସମସ୍ତଙ୍କୁ ପ୍ରଭାବିତ କରିଛି । ଏଭଳି ଅନେକ ସାରା ଓଡିଆ କଳାକାର ମାନେ ମଧ୍ୟ ଅଛନ୍ତି ଯେଉଁ ମାନେ ହିଁ ବଲିଉଡରେ ସୁଯୋଗ ପାଇଛନ୍ତି ।

ବାବୁସାନଙ୍କର ବହୁତ ଜଲ୍ଦି ଓଲିଉଡରୁ ବଲିଉଡକୁ ଏଣ୍ଟ୍ରି ହୋଇଯିବ ଏହି ଦମନ ଫିଲ୍ମ ମାଧ୍ୟମରେ । ତାଙ୍କୁ ଏହା ମାଧ୍ୟମରେ ସୁଯୋଗ ମିଳିବ ଜାତୀୟ ସ୍ତରରେ ଅଭିନୟର ପାରଦର୍ଶିତାକୁ ସମସ୍ତଙ୍କ ସାମ୍ନାରେ ରଖିବାକୁ । ତେବେ ଏବ ଖାଲି ଅପେକ୍ଷା ତାଙ୍କ ହିନ୍ଦୀ ଡାଇଲଗ ଡେଲିଭରୀକୁ ଆଉ ତା ସହ ଦମନ ର ହିନ୍ଦୀ ଡବିଙ୍ଗ କୁ ଯେଉଁଥିରେ ନିଜ ଚରିତ୍ରକୁ ନିଜେ ଭଏସ ଦେଉଛନ୍ତି ବାବୁସାନ ।

ତେବେ କହି ରଖୁଛୁ କଣ୍ଟ୍ରୋଭର୍ସିଆଲ ଲାଇଫକୁ ନେଇ ବାବୁସାନଙ୍କୁ ଜାତୀୟ ସ୍ତରରେ ଅନେକ ସମାଲୋଚନା କରାଯାଇ ଥିଲା । ତାଙ୍କର ସେତେବେଳର ସେହି ଭିଡିଓକୁ ନେଇ ଅନେକ ଆପତ୍ତି ଉଠାଇଥିଲେ ଓ ପ୍ରଶ୍ନ କରିଥିଲେ କି ଏ କେଉଁ ଭଳି ହିରୋ । କିନ୍ତୁ ଏବେ ସେସବୁ ସମାଲୋଚନା ପ୍ରଶଂସାରେ ବଦଳିଯାଇଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *