ହେ ଭଗବାନ ! ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଆସିଲା ବହୁତ ବଡ ଦୁଃଖ ଖବର, ନିଜ ଘରୁ ମିଳିଲା ଏହି ଲୋକପ୍ରିୟ Actress ଙ୍କର ଝୁଲନ୍ତା ଶବ

ସାଉଥ ଫିଲ୍ମ କାଞ୍ଚନା ୩ର ଅଭିନେତ୍ରୀ ଓ ରଶିୟନ ମଡେଲ ଏଲେକ୍ଜେଂଡ୍ରା ଜାବୀଙ୍କ ମୃ-ତ୍ୟୁ ହୋଇ ଯାଇଛି । ତାଙ୍କର ଶ-ବ ଗୋଆର ଏକ ଫ୍ଲାଟରେ ପଙ୍ଖାରେ ଝୁ-ଲି ଥିବା ଅବସ୍ଥାରେ ମିଳିଛି । ଏଲେକ୍ଜେଂଡ୍ରା ଜାବୀ ଏହି ଫ୍ଲାଟରେ ନିଜର ବୟଫ୍ରେନ୍ଡ ସହିତ ରହୁଥିଲେ । ଗୋଆ ପୋ-ଲି-ସ ସ-ନ୍ଦେ-ହ କରୁଛନ୍ତି କି ସେ ଆ-ତ୍ମ-ହ-ତ୍ୟା କରିଛନ୍ତି । ପୋ-ଲି-ସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଅଭିନେତ୍ରୀଙ୍କ ଶ-ବ ରୋଷେଇ ଘରେ ଝୁ-ଲ-ନ୍ତା ଅବସ୍ଥାରେ ମିଳିଛି ଓ ଏହି ସମୟରେ ସେ ନାଲି ଶାଢୀ ପିନ୍ଧି ଥିଲେ ।

ପୋ-ଲି-ସ କୁ ଶ-ବ ନିକଟରେ କୌଣସି ବି ପ୍ରକାରର ସୁ-ସା-ଇ-ଡ ନୋଟ ମିଳି ନାହିଁ । ବର୍ତ୍ତମାନ ପୋ-ଲି-ସ ପୋ-ସ୍ଟ-ମା-ର୍ଟ-ମ ରି-ପୋ-ର୍ଟକୁ ଅପେକ୍ଷା କରିଛି । ଅନ୍ୟ ପଟେ ଗୋଆ ପୋ-ଲି-ସ ରୁସର ଦୂତାବାସକୁ ପୋ-ସ୍ଟ-ମା-ର୍ଟ-ମ-ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏକ ଅଫିସିୟାଲ ପ୍ରତିନିଧିମଣ୍ଡଲ ନିଯୁକ୍ତ କରିବା ପାଇଁ କହିଛନ୍ତି ।

ସୂଚନା ଅନୁସାରେ ଏଲେକ୍ଜେଂଡ୍ରା ଜାବୀ ମାନସିକ ରୂପରେ ବହୁତ ଚି-ନ୍ତି-ତ ରହୁଥିଲେ ଓ ସେଥିପାଇଁ ସେ ବହୁତ ଔଷଧ ବି ଖାଉ ଥିଲେ । କିଛି ରି-ପୋ-ର୍ଟରେ ଏହା ବି କୁହାଯାଉଛି କି ବୟଫ୍ରେନ୍ଡ ଠାରୁ ବ୍ରେକଅପ କାରଣରୁ ଏଲେକ୍ଜେଂଡ୍ରା ଜାବୀ ବହୁତ ଚି-ନ୍ତି-ତ ରହୁଥିଲେ । କହିଦେଉଛୁ କି ପୋ-ଲି-ସ ପୂର୍ବରୁ ହିଁ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଛି ଓ ଅଭିନେତ୍ରୀର ବୟଫ୍ରେନ୍ଡର ବ-ୟା-ନ ବି ଦର୍ଜ କରି ନେଇଛନ୍ତି ।

ଏହା ପୂର୍ବରୁ ଏଲେକ୍ଜେଂଡ୍ରା ଜାବୀ ବର୍ଷ ୨୦୧୯ରେ ଚେନ୍ନାଇର ଏକ ଫୋଟୋଗ୍ରାଫର ବି-ରୁ-ଦ୍ଧ-ରେ ଯୌ-ନ ଶୋ-ଷ-ଣ-ର ଆ-ରୋ-ପ ଲଗାଇ ଥିଲେ । ଯେଉଁ ସମୟରେ ଅଭିନେତ୍ରୀର ମୃ-ତ୍ୟୁ ହୋଇଥିଲା ସେହି ସମୟରେ ତାହାର ବୟଫ୍ରେନ୍ଡ ବାହାରାକୁ ଯାଇଥିଲା । ବୟଫ୍ରେନ୍ଡ ଯେତେବେଳେ ଘରକୁ ଫେରିଲା ତେବେ ସେହି ସମୟରେ ଘରର କବାଟ ଭିତରୁ ବ-ନ୍ଦ ଥିଲା । ଗୋଆ ପୋ-ଲି-ସ କହୁଛନ୍ତି ଏହି ମା-ମ-ଲା-ରେ କୌଣସି ଫାଉଆଲ ପ୍ଲେ ନାହିଁ । ଗୋଆ ପୋ-ଲି-ସ କୌଣସି ବି ନି-ଷ୍କ-ର୍ଷ ଉପରେ ପହଞ୍ଚିବା ପୂର୍ବରୁ ସେମାନେ ପୋ-ସ୍ଟ-ମା-ର୍ଟ-ମ ରି-ପୋ-ର୍ଟକୁ ଅପେକ୍ଷା କରିଛନ୍ତି ।

ଆପଣଙ୍କୁ କହିଦେଉଛୁ କି ଅଭିନେତ୍ରୀ ଏଲେକ୍ଜେଂଡ୍ରା ଜାବୀ ସାଉଥ ଫିଲ୍ମ କାଞ୍ଚନା ୩ରେ ନଜର ଆସିଥିଲେ । ଯାହାକୁ ସାଉଥର ଅଭିନେତା ଓ ଡାୟରେକ୍ଟର ରାଘବ ଲରେଂସ ଡାୟରେକ୍ଟ କରିଥିଲେ । ଫିଲ୍ମରେ ରାଘବ ଲରେଂସଙ୍କ ଅଭିନେତ୍ରୀ ରୂପରେ ଏଲେକ୍ଜେଂଡ୍ରା ଜାବୀ ନଜର ଆସିଥିଲେ । ଅଭିନେତ୍ରୀ ଏଲେକ୍ଜେଂଡ୍ରା ଜାବୀ ସାଉଥର କେବଳ ଗୋଟିଏ ଫିଲ୍ମରେ ନଜର ଆସିଛନ୍ତି । ଏହା ସହିତ ସେ ମ-ଡେ-ଲି-ଙ୍ଗ ମଧ୍ୟ କରନ୍ତି ।

ଆପଣ ତାଙ୍କର ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ଦେଖି ପାରିବେ ଯେଉଁଥିରେ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ଭର୍ତ୍ତି ଅଛି । ସେ ସବୁବେଳେ ନିଜର ଫଟୋ ଶେୟାର କରିଥାନ୍ତି । କିନ୍ତୁ ଅଚାନକ ତାଙ୍କର ମୃ-ତ୍ୟୁର ଖବର ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ପ୍ରଥମ ମା-ମ-ଲା ନୁହେଁ ଏହି ଲକଡାଉନ ମଧ୍ୟରେ ଏହିଭଳି ବହୁତ ମା-ମ-ଲା ସାମ୍ନାକୁ ଆସିସାରିଛି ।

Leave a Reply

Your email address will not be published. Required fields are marked *