ଫିଲ୍ମ Jaani Dushman ରେ ନାଗର ଅଭିନୟ କରିଥିବା ଅଭିନେତା ଆଜି ଦେଖା ଯାଉଛନ୍ତି ଏମିତି

ଶନି ଦେଓଲ ବଲ୍ଲୀଊଡର ଜଣେ ଏମିତି ଅଭିନେତା ଅଟନ୍ତି ଯାହାକୁ ଲୋକ ବହୁତ ପସନ୍ଦ କରିଥାନ୍ତି । ବହୁତ ସମୟ ପରେ ଯେବେ ସେ ଜାନି ଦୁସ୍ମନରେ ଆସିଥିଲେ ଦର୍ଶକ ତାଙ୍କୁ ବହୁତ ପସନ୍ଦ କରିଥିଲେ । ଏହି ଫିଲ୍ମରେ ଆଉ ଏକ ଚରିତ୍ର ଏମିତିବି ଥିଲେ ତାଙ୍କୁ ଏହି ଫିଲ୍ମରେ ବହୁତ ପସନ୍ଦ କରଯାଇଥିଲା । ସେଇ ଚରିତ୍ର ଥିଲା ଅରମାନ କୋହଲିଙ୍କର । ସେ ଏହି ଫିଲ୍ମରେ ଇଛାଧାରି ନାଗର ଚରିତ୍ର କରିଥିଲେ । ତାଙ୍କର ଏହି ଚରିତ୍ରକୁ ଲୋକ ବହୁତ ପସନ୍ଦ ମଧ୍ୟ କରିଥିଲେ ।

କଣ ଆପଣ ଜାଣିଛନ୍ତି ଜାନି ଦୁସ୍ମନର ଅଭିନେତା କଣ କରୁଛନ୍ତି ଓ କେମିତି ଅଛନ୍ତି ଆସନ୍ତୁ ଜାଣିବା । ଅରମାନ କୋହଲିଙ୍କ ପିତା ରାଜ କୁମାର କୋହଲି ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଡାଇରେକ୍ଟର ଅଟନ୍ତି ।

ଅରମାନ ତାଙ୍କର ବଲିଉଡ ସଫର ବାଲ କଳାକାର ରୂପେ ବଦଲେ କେ ଆଗ’ ରୁ ଆରମ୍ଭ କରିଥିଲେ । ଯେଉଁଥିରେ ଲୋକ ତାଙ୍କ ଚରିତ୍ରକୁ ବହୁତ ପସନ୍ଦ କରିଥିଲେ । ତାଙ୍କୁ ଅଭିନେତା ରୂପରେ ୧୯୯୨ରେ ଆସିଥିବା ଫିଲ୍ମ ବିରୋଧୀରେ ଦେଖାଯାଇଥିଲା । ଯେଉଁଠି ତାଙ୍କ ଅଭିନୟକୁ ଲୋକ ପସନ୍ଦ କରିଥିଲେ । ଏହା ସହିତ ଅରମାନ କୋହଳି ବଲ୍ଲୀଉଡରେ ବହୁତ ଫିଲ୍ମରେ ଲିଡ ରୋଲରେ ମଧ୍ୟ ଦେଖାଦେଇଛନ୍ତି ।

ତାଙ୍କୁ ଲିଡରେ ବିଶି କେହି ପସନ୍ଦ କରିନଥିଲେ ଶେଠୀ ପାଇଁ ତାଙ୍କୁ ସାଇଡ ରୋଲ ମିଳିବାକୁ ଲାଗିଥିଲା । ପ୍ରଥମ ଥର ତାଙ୍କୁ ଫିଲ୍ମ ଜାନି ଦୁସ୍ମନରେ ନେଗେଟିଭ ରୋଲରେ ଦେଖାଯାଇଥିଲା । ଆଉ ଏହି ଫିଲ୍ମରେ ମଧ୍ୟ ଇଛାଧରି ନାଗ ହୋଇଥିଲେ । ଆଜି ମଧ୍ୟ ଏହି ଫିଲ୍ମ ଜରିଆରେ ଅରମାନ କୋହଳିଙ୍କୁ ଲୋକ ମନେପକାନ୍ତି ।

ସେ ବହୁତ ହିତ ଫିଲ୍ମ ଦେଲା ପରେ ଅରମାନ କୋହଲୀ ବଲ୍ଲୀଉଦ ଇଣ୍ଡଷ୍ଟ୍ରିରୁ ସେ ଦୂରେଇ ଯାଇଥିଲେ । ସେ ବଲ୍ଲୀଉଦ ଇଣ୍ଡଷ୍ଟ୍ରି ଆସିବାକୁ ଉଦ୍ୟମ କରିଥିଲେ କିନ୍ତୁ ତାଙ୍କୁ କାମ ମିଳିନଥିଲା । ବହୁତ ବହୁତ ବର୍ଷ ପରେ ଅରମାନ କୋହଳିଙ୍କୁ ସଲମାନ ଫିଲ୍ମରେ ପ୍ରେମ ରତନ ଧାନ ପାୟୋରେ ସାଇଡ ରୋଲ  କରିଥିବା ଦେଖାଯାଇଥିଲା ।

ଏଥିରେ ତାଙ୍କ ରୋଲକୁ ଠିକ ଠାକ ପସନ୍ଦ କରଯାଇଥିଲା । ସେ ବିଗ ବସରେ ମଧ୍ୟ ନଜର ଆସିଥିଲେ । ଏହି ସୋ ଜରିଆରେ ତନିଶା ମୁଖାର୍ଜୀ ଓ ଅରମାନ କୋହଲିଙ୍କ ଆଫେୟାର କଥା ସାମନାକୁ ଆସିଥିଲା । ଏହା ପରେ ମଧ୍ୟ ସେ ଏବେ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ସେ ୩୭ ବର୍ଷରେ ମଧ୍ୟ ଆଜିବି କୁଆଁର ଅଛନ୍ତି । ସମୟ ସହିତ ଅରମାନ ବହୁତ ବଦଳି ଯାଇଛନ୍ତି ।

ବଲୀଉଡର ତାଜା ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *