ବଲୀଉଡ ଜଗତ ବହୁତ ପରିଚିତ ଜଗତ ଅଟେ, ଏଠାରେ ଷ୍ଟାର ହବା ପରେ ତାଙ୍କ ନିଜି ଜୀବନ କିଛି ନଥାଏ ଯିଏ ଯେତେ ପ୍ରସିଦ୍ଧ ହୋଇଥାଏ ଦର୍ଶକ ତାଙ୍କ ବିଷୟରେ ଆଉ ଜାଣିବା ପାଇଁ ଇଛା କରନ୍ତି । ତେବେ ବଲୀଉଡ ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଗୀତ ଆସିଥାଏ କିନ୍ତୁ କିଛି ଗୀତ ଏମିତି ହୋଇଥାଏ ଯାହା ଦର୍ଶକ କେବେ ଭୁଲି ପାରନ୍ତି ନାହିଁ, ଦର୍ଶକ ମାନେ ଏମିତିକା ଗୀତକୁ ଶୁଣିବାକୁ ସବୁବେଳେ ଇଛା କରନ୍ତି ।
ତେବେ ଏହି ଭଳି ଗୋଟେ ଗୀତ ଅଛି ଯାହା ଆପଣ ମାନେ ମଧ୍ୟ ଶୁଣିଥିବେ ” ୟେ ଦିଲ ଆସିକାନା” ଏହି ଗୀତ ଅଭିନେତା ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ ।

ତେବେ କଣ ଆପଣ ଜାଣିଛନ୍ତି ଏହି ଚଳଚିତ୍ର ଅଭିନେତା କିଏ ଥିଲା ତାଙ୍କ ନାମ ହେଉଛି କରଣ ନାଥ ସେ ଏହି ଫିଲ୍ମ ଅଭିନେତା ଥିଲେ ଓ ଏହି ଫିଲ୍ମ ସେହି ସମୟରେ ସୁପର ଡୁପର ହିଟ ହୋଇଥିଲା । ତେବେ ଆପଣ ଜାଣିଛନ୍ତି କରଣ ନାଥ ବାପା କିଏ ଅଟନ୍ତି ସେ ସେହି ସମୟରେ ମାଧୁରୀ ଦିକ୍ଷିତ ମେନେଜର ଥିଲେ । ତେବେ କରଣ ନାଥ ଏହି ଚଳଚିତ୍ର ପରେ ହଟାତ ଗାୟବ ହୋଇ ଗଲେ ଓ ଅନ୍ୟ କୌଣସି ଫିଲ୍ମ କଲେ ନାହିଁ ।

ତେବେ ମାଧୁରୀ ମଧ୍ୟ ନିଜ ବହୁତ ଗୁଡେ ଇଣ୍ଟରଭ୍ୟୁରେ ଏହା କହିଛନ୍ତି ଯେ କରଣ ନାଥ ପିତା ଯିଏ ତାଙ୍କ ମେନେଜର ରହିଛନ୍ତି ତାଙ୍କ ଦ୍ଵାରା ସେ ଏତେ ବଡ ଷ୍ଟାର ହେଇ ପାରିଲେ । ତେବେ କରଣ ନାଥ ପିତାଙ୍କ ମନ ଇଛା ଏହା ଥିଲା ଯେ ତାଙ୍କ ପୁଅ ଅଭିନେତା ହେଉ ଓ ତାଙ୍କ ମନ ଇଛା ପାଇଁ କରଣ ନାଥ ଅଭିନେତା ହୋଇଥିଲେ । ଏହି ଫିଲ୍ମ ସେହି ସମୟରେ ବହୁତ ହିଟ ହୋଇଥିଲା ଯାହା ପରେ ରାକେଶ ନାଥ କରଣ ନାଥ ପିତା ଭାବିଲେ ମୋ ପୁଅ ସେଟ ହେଇ ଗଲା କିନ୍ତୁ ଏମିତି କିଛି ହେଲା ନାହିଁ । ଏହି ଚଳଚିତ୍ର ପରେ କରଣ ନାଥ ବହୁତ ଚଳଚିତ୍ରରେ କାମ କଲେ ବହୁତ ଖରାପ ଭାବରେ ଫ୍ଲପ ମଧ୍ୟ ହୋଇଥିଲେ ଯାହା ପରେ ସେ ହାରି ଗଲେ ।

କରଣ ସେହି ଫିଲ୍ମ ସମୟରେ ପୁରା ଚକଲେଟି ବୟ ଦେଖା ଯାଉଥିଲେ କିନ୍ତୁ ବର୍ତମାନ ସେ ବହୁତ ହ୍ୟାଣ୍ଡସମ ଦେଖା ଯାଉଛନ୍ତି ଏହି ୧୬ ବର୍ଷରେ କରଣ ପୁରା ବଦଳି ଯାଇଛନ୍ତି ଓ ତାଙ୍କୁ ଦେଖିଲେ ଆପଣ ଚିହ୍ନି ପାରିବେ ନାହିଁ, ଷ୍ଟାର ଭାବରେ କାମ କରିବା ପରେ ମଧ୍ୟ ସେ ନିଜ କେରିଅର ବଞ୍ଚାଇ ପାରିଲେ ନାହିଁ, ତାଙ୍କ ବାକି ସବୁ ଚଳଚିତ୍ର ବହୁତ ଖରାପ ଭାବରେ ଫ୍ଲପ ହୋଇଥିଲା ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।