ସ୍ତ୍ରୀ ସ୍ଵାମୀକୁ କହିଲା “ଡାଲ ଦୋ”, ସ୍ଵାମୀ- ମୁହଁରେ ନା ତଳେ ? ପତ୍ନୀ- କୁକୁର…

ଟେନସନ ଏମିତି ଗୋଟେ ଜିନିଷ ଯାହା ମୁଣ୍ଡରେ ଥରେ ପଶିଲେ ଆଉ ବାହାରିବା ନା ନେଇ ନଥାଏ । ଟେନସନ ନା କେବଳ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରିଥାଏ ଏହା ଛଡା ଆପଣଙ୍କୁ ସବୁବେଳେ ଚିନ୍ତା ମଧ୍ୟ ଦେଇଥାଏ । ଏହି କାରଣ ପାଇଁ ଡକ୍ଟର ଆପଣଙ୍କୁ ଅତି କମରୁକମ ଟେନସନ ନବାକୁ କହିଥାନ୍ତି ଓ ଆପଣଙ୍କୁ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବାକୁ କହିଥାନ୍ତି । ଜୋକ୍ସ ଦ୍ଵାରା ମନୋରଞ୍ଜନ ହୋଇଥାଏ ଓ ମଣିଷ ମନ ଭଲ ହୋଇଥାଏ ।

୧. ବ୍ଯାଙ୍କ ମେନେଜର : ୟେ ବହୁତ ଅଜବ ସିଗନେଚର ?

Image Courtesy: Google

କଲୁଆ : ୟେ ସାଇନ ମୋ ଜେଜେମାଙ୍କ ଅଟେ ।

ବ୍ଯାଙ୍କ ମେନେଜର : ଏମିତି ଅଜବ ସାଇନ ?କଣ ନା ତାଙ୍କର ?

କଲୁଆ : ଜଲେପୀ ବାଇ।

୨. ନରେନ୍ଦ୍ର ମୋଦୀ ଯେତେବେଳେ ଚନ୍ଦ୍ରକୁ ଯାଇଥିଲେ ସେତେବେଳେ ସେ ଦେଖିବାକୁ ପାଇଲେ ଯେ ଦୁଇ ଲୋକ ଆଗରୁ ଶେଠୀ ଥିଲେ ।

ସେ ପଚାରିଲେ : ତମେ କିଏ ?

ଉତ୍ତର ମିଳିଲା : କ୍ୟାମେରାମେନ ରାଜେଶ ସହ ଦୀପକ ଚୋରସିଆ । ଆଯ ତକ ।

Image Courtesy: Google

୩. ଗୋଟେ ବାଜା ୱାଲା ନିଜ ବାଜାରେ ଦୁଇ ଆଡେ ମହିଳାଙ୍କ ଫଟୋଥିଲା ।

ଏହା ଦେଖି ଜଣେ ବୁଜୁର୍ଗ ଲୋକ କହିଲେ ।

ଲାଗୁଛି ତମେ ସୁନ୍ଦରତା ପୂଜାରୀ ଅଟ ।

ଢୋଲୱାଲା କହିଲା : ପୂଜାରୀ ଭଳି କିଛି ନୁହ । ଗୋଟେ ଆଡେ ମୋ ସାସୁ ଫଟୋ ଅଛି ଆଉ ଗୋଟେ ଆଡେ ମୋ ସ୍ତ୍ରୀ ଫଟୋ । ଘରେ କିଛି ଚାନ୍ସ ମିଳୁ ନାହିଁ ସେଥିପାଇଁ ଏଠି ….

୪. ଟିଚର : ଚମ୍ପୁ କୁହ ଦୁନିଆରେ କେତେ ଦେଶ ଅଛି ?

ଚମ୍ପୁ : ପାଗଳ ଭଳି କଥା କାଇଁ କହୁଛନ୍ତି ?

ଦୁନିଆରେ କେବଳ ଗୋଟେ ଦେଶ ଅଛି ଭାରତ ଆଉ ସବୁ ବିଦେଶ ଅଟେ, ଏତିକି ଜାଣି ନାହାନ୍ତି ।

Image Courtesy: Google

୫. ସ୍ଵାମୀ : ରାଜା ଦଶରଥ ନାମ ଶୁଣିଛ ?

ସ୍ତ୍ରୀ : ହଁ ଶୁଣିଛି ।

ସ୍ଵାମୀ : ତାଙ୍କର ୩ଟି ସ୍ତ୍ରୀ ଥିଲେ ।

ସ୍ତ୍ରୀ : ହଁ ଜାଣିଛି ।

ସ୍ଵାମୀ : ତେବେ ମୁଁ ଦୁଇଟା ବିବାହ କରି ପାରିବି ।

ସ୍ତ୍ରୀ : ଦ୍ରୋପଦୀ ନା ଶୁଣିଛ ?

ସ୍ଵାମୀ : ଥାଉ ମୁଁ ତ ଥଟା କରୁଥିଲି ତମ ସହ ।

୬. ପତି ଓ ପତ୍ନୀ

ପତ୍ନୀ- ସ୍ଵାମୀକୁ କହିଲା “ଡାଲ ଦୋ”

ସ୍ଵାମୀ- ମୁହଁରେ ନା ତଳେ ?

ପତ୍ନୀ- କୁକୁର ଡାଲି ମାଗୁଛି… ଶାନ୍ତିରେ ଟିକେ ଖାଇବାକୁ ତ ଦେ

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *