ମ-ହା-ମା-ରୀ କାରଣରୁ ଆଜି ଦେଶର କୋଟି କୋଟି ଲୋକମାନେ ଆ-ତ-ଙ୍କି-ତ ଅଛନ୍ତି ।
ନେଗଟିବ ଖବର ଲୋକମାନଙ୍କୁ ଏତେ ଭ-ୟ-ଭୀ- ତ କରି ଦେଇଛି କି ଲୋକମାନେ ଏହା ବି ଚିନ୍ତା କରୁଛନ୍ତି କି ଯଦି ମ-ହା-ମା-ରୀ ହୋଇଯିବ ତେବେ ଜଣା ନାହିଁ ଆଗକୁ କଣ ହୋଇପାରେ । କହିଦେଉଛୁ କି ମ-ହା-ମା-ରୀର ଦ୍ଵିତୀୟ ଲହରୀ ବ୍ୟକ୍ତିର ଶରୀରର ଅନ୍ୟ ଅଙ୍ଗ ଅପେକ୍ଷା ଫୁସଫୁସକୁ ଅଧିକ ସଂ-କ୍ର-ମି-ତ କରୁଛି ।
କିନ୍ତୁ ଦେଶର ବଡ ବଡ ଡାକ୍ତରମାନେ କହୁଛନ୍ତି କି ଯୋଗ, ପ୍ରା-ଣା-ୟ-ମ, ଗ-ଭୀ-ର ନିଶ୍ଵାସ ନେବାର ଅଭ୍ୟାସ ଆପଣଲଙ୍କ ଫୁସୁଫରେ ବ୍ୟାପୁଥିବା ସଂ-କ୍ର-ମ-ଣକୁ ରୋକୀ ପାରିବ । କିନ୍ତୁ ଲୋକମାନଙ୍କୁ ଏହିଭଳି ପଜିଟିବ ଉଦାହରଣ ମିଳି ପାରୁ ନାହିଁ ଯେଉଁଥିରେ ସେ ଦେଖି ପାରିବେ କି ଯେଉଁ ବ୍ୟକ୍ତିର ଫୁସଫୁସ ଖ-ରା-ପ ହୋଇ ଯାଇଥିଲେ ବି ତଥାପି ସେମାନେ ଏଥିରୁ ଲ-ଢି ବଞ୍ଚି ବାହାରି ଆସୁ ଛନ୍ତି ।
ଏମିତିରେ ଆପଣଙ୍କୁ ଆଜି ଇନ୍ଦୋର ରୁଚି ଖଣ୍ଡେଲୱାଲଙ୍କ ଏକ ଭିଡିଓ ବିଷୟରେ କହିବୁ । ଯିଏକି ସମସ୍ତଙ୍କ ପାଇଁ କୌଣସି ରୋଲ ମଡେଲ ଠାରୁ କମ ନୁହନ୍ତି । କହିଦେଉଛୁ କି ରୁଚି ଖଣ୍ଡେଲୱାଲଙ୍କ ଫୁସଫୁସ ୮୫ ପ୍ରତିଶତ ଖ-ରା-ପ ହୋଇଯାଇଥିଲା । ଅକ୍ସିଜେନ ଲେବୁଲ ୮୦ ରୁ ତଳକୁ ଚାଲିଯାଇଥିଲା । କିନ୍ତୁ ବର୍ତମାନ ସେ ମୁହଁରେ ହସ ରଖି ନିଜର ଗୋଟିଏ ଭିଡିଓ କରିଛନ୍ତି ଓ ସେଥିରେ ସେ ଯେଉଁ କଥା କହୁଛନ୍ତି ତାହା ସବୁ ମ-ହା-ମା-ରୀ ରୋ-ଗୀଙ୍କ ପାଇଁ ଏକ ପ୍ରେରଣା ଦାୟକ କାହାଣୀ ଅଟେ ।
ରୁଚି ଖଣ୍ଡେଲୱାଲ ନିଜର ଭିଡିଓରେ କହୁଛନ୍ତି କି ମୁଁ ପଜିଟିବ ଥିଲି । ମୋର ଫୁସଫୁସ ୮୫ ପ୍ରତିଶତ ଇନଫେକସନ ଥିଲା । କିନ୍ତୁ ଆଜି ମୁଁ ବିନା ଅକ୍ସିଜେନରେ ବି ସବୁ କାମ କରି ପାରୁଛି । ସେ ଆଗକୁ କହିଲେ କି ମୋର ବଞ୍ଚିବାର ସବୁଠୁ ବଡ ରହସ୍ୟ ହେଉଛି କି ମୁଁ କେବେ ବି ହା-ର ମାନି ନାହିଁ । ମୁଁ କେବେ ବି ଲୋକମାନଙ୍କୁ କହି ନାହିଁ କି ମୁଁ ମ-ହା-ମା-ରୀରେ ପଜିଟିବ ଅଛି । ରୁଚି ଖଣ୍ଡେଲୱାଲଙ୍କ ଅନୁସାରେ ଯଦି ଆପଣ ମ-ହା-ମା-ରୀରେ ପଜିଟିବ ଅଛନ୍ତି ତେବେ ଏହାକୁ ନେଇ ଅଧିକ ଚିନ୍ତା କରନ୍ତୁ ନାହିଁ ଓ ସାଧାରଣ ଜୀବନ ବଞ୍ଚିବାକୁ ଚେଷ୍ଟା କରନ୍ତୁ ।
କାରଣ ମ-ହା-ମା-ରୀ ଏହି ଚିନ୍ତା ଆପଣଙ୍କର ମସ୍ତିଷ୍କକୁ ଯାଇ ଆପଣଙ୍କୁ ଆହୁରି ମାନସିକ ରୂପରେ ଦୁର୍ବଳ କରିପାରେ । ରୁଚି ଖଣ୍ଡେଲୱାଲ ଆଗକୁ କହିଲେ କି ମୁଁ ୫-୬ ଦିନ ହେବ ହେବ ହସ୍ପିଟାଲରେ ପ୍ରୋନ ଭେନ୍ଟିଲେଶନ କରୁଛି । ପ୍ରୋନ ଭେନ୍ଟିଲେଶନ ଅର୍ଥ ଆପଣ ଗୋଟିଏ ତକିଆ ମୁଣ୍ଡରେ ଓ ଅନ୍ୟ ଏକ ତକିଆ ଗୋଡ ସିଧାସିଧି ରଖି ଦିଅନ୍ତୁ । ଏହା ପରେ ଏହି ଦୁଇଟି ତକିଆ ଉପରେ ପେଟ ବଳରେ ଶୋଇ ଯାଆନ୍ତୁ । ଏହା ପରେ ଆପଣ ଗଭୀର ନିଶ୍ଵାସ ନିଅନ୍ତୁ ଓ ଛାଡନ୍ତୁ । ଏହାକୁ କିଛି ସମୟ ପର୍ଯ୍ୟନ୍ତ କରନ୍ତୁ ।
ସେ କହିଲେ କି ଯଦି ଆପଣଙ୍କ ପାଖରେ ଅକ୍ସିଜେନ ସିଲିଣ୍ଡର ନାହିଁ ତେବେ ଏହି ପରିସ୍ଥିତିରେ ଆପଣ ଏହି ପ୍ରୋନ ଭେନ୍ଟିଲେଶନ କରି ନିଜର ଅକ୍ସିଜେନକୁ ଲେବୁଲକୁ ବଢାଇ ପାରିବେ । ରୁଚି ଖଣ୍ଡେଲୱାଲ ଆଗକୁ କହିଲେ କି ତାଙ୍କର ଅକ୍ସିଜେନ ଲେବୁଲ ୮୦ ରୁ ବି ତଳକୁ ଖସି ଯାଇଥିଲା । ସେହି ସମୟରେ ତାଙ୍କ ପାଖରେ ଅକ୍ସିଜେନର ସିଲିଣ୍ଡର ବି ନ ଥିଲା ତେବେ ସେହି ସମୟରେ ସେ ପ୍ରୋନ ଭେନ୍ଟିଲେଶନ କରିଲେ ।
ଯାହା ପରେ ଧୀରେ ଧୀରେ ତାଙ୍କର ଅକ୍ସିଜେନର ଲେବୁଲ ୯୦ରୁ ବି ଅଧିକ ହୋଇଗଲା । ଯଦି ଆପଣମାନେ ସମସ୍ତେ ରୁଚି ଖଣ୍ଡେଲୱାଲଙ୍କ ଭଳି ଚିନ୍ତାଧାରା ରଖିବେ ତେବେ ଆପଣ ବି ମ-ହା-ମା-ରୀ ଭଳି ରୋଗକୁ ମାତ ଦେଇ ପାରିବେ ।