ଗାଁ ଭିତରକୁ ପଶି ଗୋଡାଇ ଗୋଡାଇ କାମୁଡିଲା ଭାଲୁ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିକାଲି ଆମ ରାଜ୍ୟ ରେ ଆ-ତ-ଙ୍କ ସୃଷ୍ଟି କରୁଥିବା ପଶୁ ମାନକର ପ୍ରଭାବ ଅଧିକ ଦେଖା ଯାଉଛି । ଏଥିପାଇଁ ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି । ପରିସ୍ଥିତି ଏପରି ହେଉଛି କି ଜନଗଳି ପଶୁ ମାନଙ୍କର ଆ-କ୍ର-ମ-ଣ ରେ ଲୋକ ମାନଙ୍କର ଅବସ୍ଥା ଶୋଚନୀୟ ହୋଇ ପଡୁଛି । ତେବେ ବର୍ତ୍ତମାନ ଏହ ବଡ ଖବର ଆସି ପହଞ୍ଚିଛି । ସୂଚନା ମୁତାବକ ବାଲେଶ୍ଵର ଜିଲ୍ଲାର ନିଳଗିରି ର ଗୋପୀନାଥପୁର ଗାଁ ରେ ଭାଲୁ ଆ-ତ-ଙ୍କରେ ଜଣେ ବ୍ୟକ୍ତି ଆ-ହ-ତ ହୋଇଛନ୍ତି । ଆ-ହ-ତ ବ୍ୟକ୍ତି ଙ୍କୁ ସ୍ଥାନୀୟ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି । ବର୍ତ୍ତମାନ ଆ-ହ-ତ ହୋଇଥିବା ବ୍ୟକ୍ତି ଙ୍କର ଅବସ୍ଥା ଭାଲୁ ଆ-କ୍ର-ମ-ଣ ରେ ଗୁରୁତର ରହିଛି ।

ଏଥି ପାଇଁ ଗାଁ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଅନ୍ୟ କ୍ଷେତ୍ର ରେ ଗାଁ ରେ ଭାଲୁ ବୁଲୁ ଥିବାର ଦେଖି ଗାଁ ଲୋକ ମାନେ ଆ-ତ-ଙ୍କିତ ହୋଇ ପଡିଛନ୍ତି । ଗାଁ ରେ ଜଣଙ୍କ ବାଡିରେ ପାଳ ଭୂତକୁ ମଣିଷ ଭାବି ଆ-କ୍ର-ମ-ଣ କରିଥିବା ଚିତ୍ର ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରିବେ । ଗାଁ ଲୋକ ମାନେ ପାଳଭୂତ କୁ ମଣିଷ ଭାବି ଏପରି କା-ଣ୍ଡ କରିଛନ୍ତି । ଗାଁ ଲୋକ ମାନଙ୍କର ଅସାବଧନତା ଯୋଗୁ ଏପରି କା-ଣ୍ଡ ଘଟିଛି । ତେଣୁ ଏଭଳି ପଶୁ ମାନଙ୍କ ଠାରୁ ନିଜକୁ ସୁରକ୍ଷିତ ରଖିବା ନିହାତି ଜରୁରୀ ଅଟେ । ଏହି ଭି-ଡି-ଓ ରେ ଆପଣ ମାନେ ଜଙ୍ଗଲି ଭାଲୁ କୁ ଦେଖି ପାରିବେ ।

ସେ କିଭଳି ଭାବେ ଜଣଙ୍କ ବାଡି ରେ ପଶି ଆ-ତ-ଙ୍କ ସୃଷ୍ଟି କରିଛି । ଏଭଳି ପଶୁ ଲୋକ ମାନଙ୍କ ଗହଳରେ ରହିଲେ ବହୁତ ବିପଦଜନକ ହୋଇଥାଏ । ଏମିତି ବି ହୋଇଥାଏ କି ଜଙ୍ଗଲି ପଶୁ ମାନଙ୍କର ଆ-କ୍ର-ମ-ଣ ରେ ବ୍ୟକ୍ତି ର ମୃ-ତ୍ୟୁ ମଧ୍ୟ ହୋଇଯାଏ । ତେବେ ଏହି ଭଳି ଜଙ୍ଗଲି ପଶୁ ମାନଙ୍କ ଠାରୁ ସତର୍କ ରହିବା ଉଚିତ । ବିଶେଷ କରି ବନ୍ୟ ବିଭାଗ ଏହି କଥା ପ୍ରତି ଧ୍ୟାନ ଦେବା ଉଚିତ ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *