ଗାଧୋଇବା ପାଣିରେ ବସ ମିଶାଇ ଦିଅନ୍ତୁ ଏହି ଗୋଟେ ଜିନିଷ, କେବଳ ଚେହେରା ନୁହେଁ ବରଂ ସମ୍ପୁର୍ଣ୍ଣ ଶରୀର ହୋଇଯିବ ଏତେ ଗୋରା କି ରହିଯିବେ ଚକିତ

ଦେଖିବାକୁ ଗଲେ ଯେକୌଣସି ମଣିଷ ର ସାରା ଶରୀର ଓ ତାର ଶରୀରର ଅଙ୍ଗ ତା ସୁନ୍ଦରତା ବିଷୟରେ ବହୁତ କିଛି କହିଥାଏ, ଯେ କି ସେ କେତେ ସୁନ୍ଦର । କିଏ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ତ ଆଉ କିଏ ଟିକେ କମ୍ ହେଲେ ମଣିଷ ଭାବେ କି ସେ ଦେଖିବାକୁ ସବୁଠାରୁ ଭଲ ଲାଗୁ ଓ ଏଥିପାଇଁ ସେ ନିଜର ବହୁତ ପ୍ରକାର ଯତ୍ନ ନେଇଥାଏ । ଆମ ଶରୀରରେ ସବୁ ଅଙ୍ଗଠୁ ଆମ ମୁହଁ ଏମିତି ଏକ ଅଂଶ ଯାହାକୁ ଆମେ ଗୋରା ଓ ଚିକ୍ ଚିକ୍ କରିବା ପାଇଁ ଅଧିକ ଯତ୍ନ ନେଇଥାଏ।ଅଧିକାଂଶ ମହିଳା ନିଜ ମୁହଁ କୁ ଗୋରା ଓ ଦାଗହୀନ କରିବା ପାଇଁ କେତେ ପ୍ରକାର ର କ୍ରିମ୍ ଓ ଘରୋଇ ଉପଚାର ପ୍ରୟୋଗ କରନ୍ତି ଓ ଏଥିରେ ମଧ୍ୟ କେତେକ ଥର ସଫଳ ହୋଇଛନ୍ତି ।

Image Courtesy: Google

ମଣିଷ ଶରୀରର ସବୁ ଅଂଶ ମଧ୍ୟରେ ଆମ ମୁହଁ ଏମିତି ଏକ ଅଂଶ ହୋଇଥାଏ ଯାହାକୁ ଆମେ ସବୁବେଳେ ସବୁଠୁ ସୁନ୍ଦର ଓ ଚିକ୍ ଚିକ୍ କରିବା ପାଇଁ ଭାବିଥାଉ । ଖାସ୍ କରି ମହିଳାମାନେ ସବୁଠୁ ଅଧିକା ନିଜ ମୁହଁ କୁ ଗୋରା ଓ ଦାଗହୀନ କରିବା ପାଇଁ ଚିନ୍ତା ରେ ରହିଥାନ୍ତି, କେବେ ଘରୋଇ ଉପଚାର ତ କେବେ ମହଙ୍ଗା କ୍ରିମ୍ ର ବ୍ୟବହାର କରନ୍ତି ଯେମିତି କି ସେ ସବୁଠୁ ଅଧିକ ସୁନ୍ଦର ଦେଖାଯାଇପାରିବେ ।

Image Courtesy: Google

କେତେ ପ୍ରକାର ଉପାୟ ପ୍ରୟୋଗ କରି ମହିଳାମାନେ କେବେ ଲକ୍ଷ ରେ ସଫଳ ହୋଇଯାନ୍ତି ତ କେତେବେଳେ ଖରାପ ପ୍ରଭାବ ର ଶିକାର ବି ହୁଅନ୍ତି । ସାଧାରଣତଃ ମହିଳାମାନେ ଏହା ଭାବନ୍ତି କି ତାଙ୍କ ଶରୀରର ଅଙ୍ଗ ଗୋରା ଦିଶୁ ବା ନଦିଶୁ ତାଙ୍କମୁହଁ ନିଶ୍ଚିତ ସୁନ୍ଦର ଦିଶୁ । କିନ୍ତୁ ଏସବୁ ପାଇଁ କଣ କରିବା ଦରକାର କାହାକୁ ଜଣା ନାହିଁ ହେଲେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ । ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହା ମାତ୍ର ୫ରୁ ୬ ବୁନ୍ଦା ରେ ଆପଣଙ୍କ ମୁହଁ କିଛି ଦିନ ରେ ବହୁତ ଚିକ୍ ଚିକ୍ ଓ ସୁନ୍ଦର ଦେଖାଯିବ ଓ ସାରା ଶରୀର ଗୋରା ହୋଇଯିବ ।

Image Courtesy: Google

ଆପଣଙ୍କୁ ଏ ବି ଜଣାଉଛୁ ଯେ ଏ ଉପାୟ ଆପଣ କେବଳ ମୁହଁ ରେ ନୁହେଁ ବରଂ ସାରା ଶରୀରରେ ବ୍ଯବହାର କରିପାରିବେ । ଏମିତିକି ଆମ ଶରୀରରେ ଯେଉଁ ଅଂଶ ଘୋରି ହୋଇ ରହିଥାଏ ତାହା ଅନ୍ୟ ଅଂଶ ତୁଳନା ରେ ଗୋରା ଓ ଦାଗହୀନ ହୋଇଥାଏ, କାରଣ ଏଥିରେ ଖରା ଓ ପ୍ରଦୁଷଣ ସିଧାସଳଖ ପଡିନଥାଏ । ହେଲେ ଆମ ହାତ, ମୁହଁ, ବେକ ଏ ସବୁ ଉପରେ ଖରା ଓ ପ୍ରଦୁଷଣ ସିଧାସଳଖ ପଡୁଥିବାରୁ ଶରୀର କଳା ପଡିଯାଇଥାଏ ।

Image Courtesy: Google

ଯଦି ଆପଣ ସକାଳେ ଗାଧୋଇବା ସମୟରେ ଏକ ଛୋଟ ଉପାୟ କରିବେ ତ ସାରା ଶରୀର ଗୋରା ହୋଇଯିବ । ଆପଣ କେବଳ ଏତିକି କରିବେ ଗାଧୋଇବା ପାଣି ରେ ଏକ ଜିନିଷ ମିଶାଇବେ ଓ କିଛି ଦିନ ପରେ ଏହାର ପ୍ରଭାବ ଦେଖିବେ । ଯଦି ଆପଣଙ୍କୁ ଏ କଥା ର ଚିନ୍ତା ଯେ ଆପଣଙ୍କ ହାତ ଓ ମୁହଁ ଗୋରା କାହିଁକି ଦେଖାଯାଉନି ତ କେବେ ଏକ ଉପାୟ ସବୁ ସକାଳ ଗାଧୋଇବା ସମୟରେ କରିବାକୁ ହେବ ଯାହାଦ୍ୱାରା ଆପଣଙ୍କ ସାରା ଶରୀର ଗୋରା ହୋଇଯିବ ।

ସର୍ବପ୍ରଥମେ ଆପଣ ଏକ ଲେମ୍ବୁ ନେବେ ଓ ତାକୁ ନିଜ ଗାଧୋଇବା ପାଣି ରେ ୫ ରୁ ୬ ବୁନ୍ଦା ମିଶାଇବେ । କିଛି ଦିନ ମଧ୍ୟରେ ଆପଣ ଫଳାଫଳ ଦେଖିପାରିବେ । ଆପଣମାନେ ଜାଣିଥିବେ କି ଲେମ୍ବୁଆଲାର୍ଜିକ୍ ଓ ଟୋନିଙ୍ଗ କୁ କାଟିବାର ଗୁଣ ରଖିଥାଏ ।

Leave a Reply

Your email address will not be published. Required fields are marked *