ଗାଡି ଚଢିବା ଆଗରୁ ସାବଧାନ! ଥାଇପାରେ ନାଗ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆମ ଦେଶରେ ଅନେକ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ । କିଛି ସାପ ଗୁଡିକ ଏମିତି ରହିଛି ଯାହାର ବିଷ ବହୁତ ଭୟଙ୍କର ହୋଇଥାଏ । ଯାହାର ଚୋ-ଟରେ ବ୍ଯକ୍ତିର ତୁରନ୍ତ ମୃ-ତ୍ୟୁ ହୋଇଯାଏ । ଏମିତି ବି ଖ-ତ-ର-ନା-କ ସାପ ଅଛନ୍ତି ଯେଉଁ ମାନେ ଦେଖୁ ଦେଖୁ ଏମିତି ଚୋଟ ମା-ରି-ଥା-ନ୍ତି ଯାହା ଫଳରେ ବ୍ୟକ୍ତି ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ । ଆମ ଦେଶରେ ଏମତି ଘଟଣା ପ୍ରାୟତ ଦେଖିବାକୁ ମିଳିଥାଏ । ଆଜିର ଆମର ବିଷୟ ବସ୍ତୁ ଏହିପରି କିଛି ରହିଛି ।

ସୂଚନା ଯୋଗ୍ୟ କି ଯାଜପୁର ଜିଲ୍ଲା ରେ ଏକ ଗୋଖରା ସାପ କୁ ଉଦ୍ଧାର କରା ଯାଇଛି । ସୂଚନା ମୁତାବକ ଯେ ବ୍ୟକ୍ତିଙ୍କ ଗାଡିର ଇଞ୍ଜିନରେ ସାପ ଟି ଗୁଡେଇ ହୋଇ ରହି ଯାଇଥିଲା । ଯାହା ଫଳରେ ସାପ ଟି ଗାଦୀରୁ ବାହାରି ପାରି ନ ଥିଲା । ଏହା ପରେ ଯେଉଁ ବ୍ୟକ୍ତିଙ୍କର ଗାଡି ସେ ବାହାରକୁ ଯିବା ସମୟରେ ସାପ ଟି ଦେଖିବାକୁ ପାଇଥିଲେ । ଏହା ପରେ ତୁରନ୍ତ ସାପ ଉଦ୍ଧାରକାରୀ ଙ୍କୁ ସେହି ବ୍ୟକ୍ତି ଜଣକ ସୂଚନା ଦେଇଥିଲେ ।

ଏହା ପରେ ଉଦ୍ଧାରକାରୀ ମାନେ ଘଟଣା ସ୍ଥଳ ରେ ପହଞ୍ଚି ସାପ କୁ ଗାଡି ବାହାରକୁ ବାହାର କରିବା ପାଇଁ ଅନେକ ଚେଷ୍ଟା କରିବା ପରେ ସଫଳ ହୋଇଥିଲେ । ଏହି ଭିଡିଓ ରେ ଆପଣ ମାନେ ଦେଖିବାକୁ ପାଇବେ ଯେ କିପରି ଭାବେ ଗୋଖରା ସାପ ଟି ଫଁ ଫଁ ହୋଇ ଗର୍ଜନ କରୁଛି । ଯେତେବେଳେ ସାପ ଟି ଏତେ ଲୋକଙ୍କୁ ନିଜ ଆଖ ପାଖରେ ଦେଖିଲା ସେହି ସମୟରେ ରାଗି ଯାଇ ସେ ନିଜର ଫଣା ଟେକି ଫଁ ଫଁ କରି ଗର୍ଜନ କରୁଛି ଯାହା ଏହି ଭିଡିଓ ରେ ଦୃଶ୍ୟ ହେଉଛି ।

ସାପ ଧରାଳି ମାନେ ନିଜ ରାଏ ରେ କହିଛନ୍ତି ଯେ ଆମ ଦେଶରେ ଏହି ସାପ କୁ ନାଗ ସାପ ବୋଲି କୁହାଯାଏ । ଅନେକ ଉଦ୍ୟମ ପରେ ନାଗ ସାପକୁ ଗାଡି ବାହାରକୁ ବାହାର କରା ଯାଇଥିଲା । ସାପ ଧାରଳୀ ମାନେ ନାଗ ସାପକୁ ଉଦ୍ଧାର କରିବା ପରେ ତାକୁ ବନ୍ୟ ବିଭାଗକୁ ହସ୍ତାନ୍ତର କରିଛନ୍ତି ବୋଲି ସୂଚନା ଦେଇଛନ୍ତି ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *