ଘରେ କେହି ନଥିବା ବେଳେ କୁନି ଛୁଆକୁ ମା’ ପରି ଆକଟ କରୁଛି ବିଲେଇ ! ଭିଡିଓ ହେଉଛି ଭାଇରାଲ

ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତି ମୁହୂର୍ତ୍ତ ରେ କିଛି ନା କିଛି ଭିଡିଓ ପୋଷ୍ଟ ହୋଇଥାଏ । ଆଉ ସେଥି ମଧ୍ୟରୁ କିଛି ଭାଇରାଲ ହୋଇଥାଏ । ସେଇ ଭାଇରାଲ ମଧ୍ୟରୁ କିଛି ଏମିତି ଭିଡିଓ ଥାଏ ଯାହା କି ୟୁଜର୍ସ ଙ୍କ ମନ କିଣି ନେଇଥାଏ । ଠିକ ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ସାଧାରଣତଃ ଗୃହପାଳିତ ପଶୁ ମାନଙ୍କ ମଧ୍ୟ ରେ ବିଲେଇ ଓ କୁକୁର ମାନଙ୍କର ଭିଡିଓ ଭାଇରାଲ ହୋଇଥାଏ । ଦେଖାଯାଏ କି କୁକୁର କେମିତି ନିଜ ମାଲିକ ପ୍ରତି ସବୁବେଳେ ବିଶ୍ଵସ୍ତ ହୋଇଥାଏ । ଆଉ ସେହି ଭିଡିଓ ଗୁଡିକୁ ଲୋକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି । ଆଉ ବିଲେଇ ମାନେ ସାଧାରଣତଃ ନିଜର ଅଜବ କାରନାମା ପାଇଁ ଭାଇରାଲ ହୋଇଥାନ୍ତି ।

ହେଲେ ଆଜି ଆମେ ଯେଉଁ ଭାଇରାଲ ଭିଡିଓ ବିଷୟରେ କହୁଛୁ ସେଥିରେ ବିଲେଇ ତାର ମାଲିକ ପ୍ରତି କେତେ ବିଶ୍ଵସ୍ତ ତାହା ଦେଖିବାକୁ ମିଳିଛି । ଭାଇରାଲ ଭିଡିଓ ରେ ଗୋଟେ କୁନି ଛୁଆ ଏକା ଏକା ବାଲକୁନି ରେ ଖେଳୁଛି ଆଉ ବୁଲୁଛି । ଆଉ ମଝିରେ ମଝିରେ ବାଲକୁନି ରେ ଲାଗିଥିବା ରେଲିଙ୍ଗ କୁ ଧରି ଚଢି ବାକୁ ଚେଷ୍ଟା କରୁଛି କୁନି ପିଲା ଟି ।

ଠିକ ସେହି ସମୟରେ ବିଲେଇ ଟି କୁନି ପିଲା ଟି ପ୍ରତି ଜୀବନ ପ୍ରତି ବିପଦ ଥିବାର ଜାଣି ପାରୁଛି । ଆଉ ମା ପରି କୁନି ପିଲାକୁ ଆକଟ କରୁଛି ବିଲେଇ । ବାଲକୁନି ର ରେଲିଙ୍ଗ ରେ ଚଢୁ ଥିଲା କୁନି ପିଲା ଟି ଆଉ ସେତିକି ବେଳେ ମନା କରୁଥିଲା ବିଲେଇ । କୁନି ପିଲା ଟି ଯେତେ ଥର ଷ୍ଟିଲ ରେଲିଙ୍ଗ କୁ ଛୁଇଁ ଟାଣି ହେଉଛି ସେତେ ଥର ବିଲେଇ ତାର ଗୋଡ ବାଡେଇ ରୋକୀ ଦେଉଛି ।

ଭିଡିଓ ଟି ଖୁବ ମଜାଦାର ହୋଇଥିବା ବେଳେ ଯିଏ ବି ଦେଖୁଛି ଆତ୍ମ ବିଭୋର ହେଉଛି । ଆଉ ଲାଇକ କରିବା ସହ ଅନେକ ସାରା କମେଣ୍ଟ ବି ଦେଉଛନ୍ତି ୟୁଜର୍ସ ଏହି ଭିଡିଓ କୁ ଦେଖି କି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଭିଡିଓ କୁ ନେଇ ଖୁବ ଚର୍ଚ୍ଚା ମଧ୍ୟ ହେଉଛି । ଭାଇରାଲ ହୋଇଥିଆବ ଭିଡିଓ ରେ ବିଲେଇ ଟି ତା ମାଲିକ ପ୍ରତି କେତେ ଯତ୍ନବାନ ତାହା ଦେଖିବାକୁ ମିଳୁଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ ଉପରେ ମତ ଆମକୁ କମେଣ୍ଟ ଜରିଆରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *