ଗାଈ ପାଦ ତଳୁ ମାଟି ଆଣି କରନ୍ତୁ ଏହି ମହାଉପାୟ, ବର୍ଷିବ ଏତେ ଧନ କି ସମ୍ଭାଳି ପାରିବେନି

ହିନ୍ଦୁଧର୍ମ ରେ ଗାଈ ଙ୍କୁ ବହୁତ ମାନ୍ୟତା ଦିଆଯାଇଛି । ଗାଈ ଙ୍କ ମଧ୍ୟରେ ୩୩କୋଟି ଦେବାଦେବୀଙ୍କର ବାସ ରହିଛି । ଗୋମାତା କୁ ଅନ୍ନପୂର୍ଣା, କାମଧେନୁ ମଧ୍ୟ କୁହାଯାଇଥାଏ । ଯଦି କୌଣସି ବ୍ୟକ୍ତି ଗୋମାତା ର ସେବା କରିଥାଏ ତେବେ କୁହାଯାଇଥାଏ ତା ର ସବୁ ମନୋକାମନା ପୂରଣ ହୋଇଥାଏ । ଏବଂ ସବୁ ଦେବାଦେବୀଙ୍କର ଆଶୀର୍ବାଦ ମଧ୍ୟ ମିଳିଥାଏ । ଯେଉଁ ଘରେ ଗୋମାତା ର ପ୍ରତିଦିନ ସେବା ହେଉଥାଏ ସେ ଘରେ ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ । ଏବଂ ୯ଟି ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।

ଗୋମାତା ଙ୍କ ଠାରୁ ହିଁ ମନ୍ୟୁଷ ଙ୍କ ଗୋତ୍ର ର ସ୍ଥାପନ ହୋଇଥାଏ । ଗୋମାତା ଙ୍କ ଗୋଟେ ଆଖି ରେ ସୂର୍ଯ୍ୟ ଓ ଆଉ ଗୋଟେ ଆଖି ରେ ଚନ୍ଦ୍ରଦେବ ଙ୍କ ବାସ ହୋଇଥାଏ । ଗୋମାତା ର କ୍ଷୁର ରେ ନାଗଦେବ ଙ୍କ ବାସ ହୋଇଥାଏ ।

ଗୋମାତା ର ଚରଣ ଧୁଳି କୁ ମୁଣ୍ଡ ରେ ଧାରଣ କରୁଥିବା ମନ୍ୟୁଷ ମାନାଯାଏ ତୀର୍ଥ ଜଳ ରେ ସ୍ନାନ କରିଛି । ତାର ସବୁ ପାପ ଧୋଇ ହୋଇଯାଇଥାଏ ଓ ଯଦି କୌଣସି ମନ୍ୟୁଷ ଗାଈ ର ପଛ କ୍ଷୁର କୁ ଦର୍ଶନ କରିଥାଏ ତେବେ ତାର ଅକାଳ ମୃତ୍ୟୁ କେବେ ହୋଇ ନଥାଏ ।  ଗୋମାତା ର ଗୋବର ରେ ଲକ୍ଷ୍ମୀ ମାତା ଙ୍କ ନିବାସ ବୋଲି ଜଣାଯାଇଥାଏ । ସେଥିପାଇଁ ଗୋବରରେ ତିଆରି ଘଷି ର ଧୂଆଁ ସର୍ବଦା ନିଜ ଘରେ କିମ୍ବା ଦୋକାନ, ମନ୍ଦିର ରେ ଦିଅନ୍ତୁ ।

ଏହା ଦ୍ଵାରା ବାତାବରଣ ଶୁଦ୍ଧ ହୋଇଥାଏ । ଓ ମାତା ଲକ୍ଷ୍ମୀ ଙ୍କ ନିବାସ ସର୍ବଦା ଆପଣଙ୍କ ଘରେ ହୋଇଥାଏ । ଗୋ ମୁତ୍ର ରେ ସାକ୍ଷାତ ଗଙ୍ଗା ମାତା ଙ୍କ ନିବାସ ବୋଲି କୁହାଯାଇଛି । ତନ,ମନ, ଧନ ଦ୍ଵାରା ଯେଉଁ ମନ୍ୟୁଷ ଗୋମାତା ର ସେବା କରିଥାଏ ତାଙ୍କୁ ଗୋଲକଧାମ ରେ ନିବାସ କରିବାକୁ ମିଳିଥାଏ । ରୁଷିଆ ର ଏକ ଅନୁସନ୍ଧାନ ରେ ଜଣାଯାଇଛି ଗାଈ କ୍ଷୀର ବିକିରଣ ସମସ୍ଯା କୁ ଦୂର କରିଥାଏ । କ୍ଷୀର, ଘିଅ, ଲହୁଣୀ, ଦହି, ଗୋବର, ଗୋମୁତ୍ର ଏହି ସବୁ ବହୁତ ସାରା ବେମାର ରୁ ରକ୍ଷା କରିଥାଏ ।

ଗାଈ ର ଘିଅ ଖାଇବା ଦ୍ଵାରା ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଓ ହସ୍ତରେଖା ରେ ଯଦି ଆୟୁ ରେଖା ଛୋଟ ଥାଏ ତେବେ ଗାଈ ର ଘିଅ ଆପଣଙ୍କୁ ନେବା ଦରକାର ଓ ଗୋମାତା ର ପୂଜା କରନ୍ତୁ । ଯଦି ଆପଣଙ୍କୁ ଖରାପ ସ୍ଵପ୍ନ ଆସୁଛି ତେବେ ଆପଣ ଶୋଇବା ପୂର୍ବ ରୁ ଗୋମାତା ଙ୍କୁ ସ୍ମରଣ କରି ଶୋଇବା ଉଚିତ ।  ଗୋମାତାଙ୍କ ଚରଣ ମାଟି କୁ ଆପଣ ଶନିବାର ଦିନ ହନୁମାନ ଙ୍କ ପୂଜା କରି ସିନ୍ଦୁର ରଙ୍ଗ ର ଚୂନରୀ ଓଢନ୍ତୁ । ହନୁମାନ ଙ୍କ ମୂର୍ତି ଯେଉଁଠି ସ୍ଥାପିତ ଥିବ ସେଠାରେ ବସି ଆପଣଙ୍କୁ ୧୦୮ଥର ମନ୍ତ୍ର ଜାପ କରନ୍ତୁ । ଏବଂ ଏହା ଆପଣଙ୍କୁ ଲଗାତର ୨୧ଦିନ ପର୍ଯ୍ୟନ୍ତ କରିବାକୁ ପଡିବ ।

ଓଁ ନମଃ ଆଦେଶ ଗୁରୁ କା

ରାଜା ମୋହୁଂ ପ୍ରଜା ମୋହୁଂ ।

ହନୁମନ୍ତ ରୂପ ମେ ଜଗତ ମୋହୁଂ ।

ତୋ ରାମଚନ୍ଦ୍ର ପରମଣୀୟ

ଗୁରୁ କି ଶକ୍ତି ମେରି ଭକ୍ତି

ଫୁରୋ ମନ୍ତ୍ର ଈଶ୍ବରୋ ବାଚା ।

ଏହି ମନ୍ତ୍ର ଜାପ କରିବା ଦ୍ଵାରା ମନୁଷ୍ୟର ପ୍ରତ୍ୟେକ ସମସ୍ୟା ଦୂର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *