ପୁଣି ଚର୍ଚ୍ଚାରେ ଭାଇରାଲ ବୟ Trailokya Ray, କରୋନା ର ତୃତୀୟ ଲହରକୁ ନେଇ ଗାଇଲେ ଏମିତି ଗୀତ, ଦେଖନ୍ତୁ ଭାଇରାଲ Video

ପାଖାପାଖି ୧.୫ ବର୍ଷ ହେବ ଭାରତରେ କ-ରୋ-ନା ମହାମାରୀରେ ଯୋଗୁ ନାନା ପ୍ରକାରର ସମସ୍ୟା ଉତ୍ପନ୍ନ ହୋଇସାରିଛି । ଚାରିଆଡେ ଆପଣଙ୍କୁ ଲୋକମାନଙ୍କର କେବଳ ଦୁଃଖ ଓ କଷ୍ଟ ହିଁ ଦେଖାଯିବ । ଏହା ସତ୍ବେ ବି ଲୋକମାନେ ବହୁତ ଅସୁବିଧାରେ ନିଜର ଜୀବନ ଜାପାନ କରୁଛନ୍ତି ।

ଆପଣମାନେ ଏହି କ-ରୋ-ନା ମହାମାରୀ ମଧ୍ୟରେ କାରୋନାକୁ ନେଇ ବହୁତ ଗୀତ ଶୁଣିଥିବେ । ଯାହାକି ବହୁତ ଭା-ଇ-ରା-ଲ ବି ହୋଇଛି । ସବୁ ଭାଷାରେ କ-ରୋ-ନାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଗୀତ ବାହାରିସାରିଛି । ଯାହାକୁ ଲୋକମାନେ ପସନ୍ଦ ବି କରୁଛନ୍ତି । ଏହି ସବୁ ଗୀତ କିଛି ମାତ୍ରାରେ ଲୋକମାନଙ୍କ ମନରୁ କ-ରୋ-ନାକୁ ଦୂର କରିବାରେ ସାହାର୍ଯ୍ୟ ବି କରୁଛି ।

ଯଦି ଓଡିଶାର କଥା କହିବା ତେବେ ଏଠି ବି କିଛି ଗୀତିକାର କ-ରୋ-ନାକୁ ନେଇ ଗୀତ କରିସାରିଛନ୍ତି । ଯାହାକି ଓଡିଆ ଦର୍ଶକମାନଙ୍କୁ ବହୁତ ପସନ୍ଦ ବି ଆସୁଛି ଓ ତାହା ବହୁତ ଭା-ଇ-ରା-ଲ ବି ହେଉଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଗତ କିଛି ମାସ ତଳେ ଗୋଟିଏ କୁନି ପୁଅ ନ୍ୟୁଜ ମି-ଡି-ଆ ସାମ୍ନାରେ କ-ରୋ-ନାକୁ ନେଇ ନିଜର କିଛି ଚିନ୍ତାଧାର ବ୍ୟକ୍ତ କରିଥିଲା ।

ଏହା ପରେ ସେହି କୁନି ପିଲାର ସମସ୍ତ କଥାକୁ ନେଇ ଗୋଟିଏ ଗୀତା ପ୍ରସ୍ତୁତ କରାଯାଇଥିଲା । ଯାହା ଦେଖୁ ଦେଖୁ ବହୁତ ଭା-ଇ-ରା-ଲ ବି ହୋଇଥିଲା । ସେ କୁନି ପିଲାଟି ରାତା ରାତି ଫେମସ ବି ହୋଇଗଲା ଓ ତାହାର କୁହାଯାଇଥିବା ସମସ୍ତ କଥା ବି ବହୁତ ଭା-ଇ-ରା-ଲ ହୋଇଥିଲା ।

ସେ କୁନି ପିଲାର କେତେକ ଇଣ୍ଟରଭିୟୁ ମଧ୍ୟ ନିଆଯାଇଛି । ବର୍ତ୍ତମାନ ସମୟରେ କ-ରୋ-ନାର ଦ୍ଵିତୀୟ ଲହରର ପ୍ରଭାବ ଭାରତରେ ଦେଖିବାକୁ ମିଳିଛି ଓ ତୃତୀୟ ଲହରକୁ ନେଇ ଆଶଙ୍କା ମଧ୍ୟ କରାଯାଉଛି ।

ଯାହାକୁ ନେଇ ବର୍ତ୍ତମାନ ସମସ୍ତେ ଚିନ୍ତିତ ବି ଅଛନ୍ତି । ଏହା ମଧ୍ୟରେ ପୁଣି ଥରେ ଏହି କୁନି ପିଲା ଚର୍ଚାରେ ଆସି ଯାଇଛି । ପୁଣି ଥରେ କ-ରୋ-ନାକୁ ନେଇ ତାହାର ଏକ ଗୀତ ବର୍ତ୍ତମାନ ସମୟରେ ବହୁତ ଭା-ଇ-ରା-ଲ ହେଉଛି ।

ଏହି ଗୀତରେ ଏହି କୁନି ପିଲାର କିଛି ହିଁ ଅଂସ ଅଛି ଓ ପୁରା ଗୀତାକୁ ଓଡିଶାର ଫେମସ ଗାୟକ ଅଭିଜିତ ମଜୁମଡାର ଗାଇଛନ୍ତି । ଏହି ଗୀତ ବି ବର୍ତ୍ତମାନ ମାର୍କେଟକୁ ଚାଲି ଆସିଛି । ଏହା ଧୀରେ ଧୀରେ ଲୋକମାନଙ୍କୁ ପସନ୍ଦ ବି ଆସୁଛି । ଆମେ ଏହି ଗୀତର କିଛି ଦୃଶ୍ୟ ଆପଣଙ୍କ ପାଇଁ ନେଇ ଆସିଛୁ ।

Leave a Reply

Your email address will not be published. Required fields are marked *