ଗଳାରେ ଦରଜ ହେଲେ ଖାଇବାରେ କଷ୍ଟ ଅନୁଭବ ହୋଇଥାଏ । ଗଳା ଫୁଲିବା ବା ଯନ୍ତ୍ରଣା ହେଲେ ଅନେକ ସମସ୍ୟାର ସମୁଖିନ୍ନ ହେବାକୁ ପଡିଥାଏ । ଏଥିପାଇଁ ଲୋକ ମାନେ ଡାକ୍ତରଙ୍କ ଠାରୁ ପରାମର୍ଶ ନେଇଥାନ୍ତି । କିନ୍ତୁ ଏମିତି କିଛି ଘରୋଇ ଉପଚାର କରିଛି ଯାହା ଦ୍ଵାରା ଗଳା ଯନ୍ତ୍ରଣା ବା ଦରଜ ହେଉଥିଲେ ତାହା ତୁରନ୍ତ ଦୂର ହୋଇଯିବ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘରୋଇ ରେମେଡି ନେଇ ଆସୁଛି ଯାହା ବିଷୟରେ ଆସନ୍ତୁ ଜାଣିବା ।

ଏଥିପାଇଁ ଆବଶ୍ୟକ ରହିଛି ଚନ୍ଦନ ଯାହା ଆପଣଙ୍କ ଠାକୁର ଘରୁ ସହଜରେ ମିଳି ପାରିବ । ତଣ୍ଟି ଦରଜ ବା ଗଳାରେ ଯନ୍ତ୍ରଣା ହେବା କୌଣସି ଭାଇରସ କାରଣରୁ ହୋଇଥାଏ । ଏହା ସହ ଅଧିକ ଥଣ୍ଡା ହେଲେ ମଧ୍ୟ ଗଳା ଦରଜ ଭଳି ସମସ୍ଯା ଦେଖା ଯାଇଥାଏ । ଯାହାକୁ ଇନଗ୍ଲେନଯା କୁହା ଯାଇଥାଏ । ଡିପଥେରୀୟା କାରଣରୁ ମଧ୍ୟ ତଣ୍ଟି ଦରଜ ହୋଇଥାଏ ।
ଏହା ପରେ ଦିତୀୟ ସାମଗ୍ରୀର ଆବଶ୍ୟକତା ରହିଛି କର୍ପୁର ଯାହା ପୂଜା ରେ ବ୍ୟବହାର କରା ଯାଇଥାଏ । ଆପଣ ଚନ୍ଦନକୁ ଭଲ ଭାବେ ଘୋରି ଦେଇ ଏଥିରେ କିଛି କର୍ପୁର ମିଶ୍ରଣ କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ପାନ ପତ୍ର । ପାନ ପତ୍ର କୌଣସି ଦୋକାନରୁ ସହଜରେ ମିଳିଯିବ ।

ଏଥିପାଇଁ ଫାଲେ ପାନ ପାତ୍ର ଦରକାର । ପାନ ପତ୍ର ବ୍ୟବହାର କରିବା ପୂର୍ବରୁ ଏହାକୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହା ପରେ ପାନ ପାତ୍ର ପୂର୍ବରୁ ପ୍ରସ୍ତୁତ କରା ଯାଇଥିବା କର୍ପୁର ଓ ଚନ୍ଦନର ମିଶ୍ରଣ ଙ୍କୁ ଭଲ ଭାବେ ଲାଗାଇ ଦିଅନ୍ତୁ । ଏହା ପରେ ଆପଣଙ୍କ ଯେଉଁ ଭାଗରେ ତଣ୍ଟି ଦରଜ ଏହୁଛି ସେହି ଜାଗାର ଉପର ଭାଗରେ ଏହି ପାନ ପତ୍ରର ଲେପକୁ ଲଗାନ୍ତୁ ।
ଏଥିପାଇଁ ଆପଣ ପାନ ପାତ୍ର ରେ ଏକ କପଡା ଗୁଡାଇ ଦିଅନ୍ତୁ କାରଣ ଖାଲି ପାନ ପତ୍ର ରହିବ ନାହି । ଏହା ପରେ ଯେତେ ସମୟ ଯାଏଁ ଆପଣଙ୍କୁ ଆରମ ନ ମିଳିଛି ସେତେ ପର୍ଯ୍ୟନ୍ତ ଆପଣ ଏହାକୁ ତଣ୍ଟି ରେ ଲଗାଇ ରଖନ୍ତୁ । ଆପଣ ଏହାକୁ ରାତି ସାରା ବାନ୍ଧି ସୋଇ ପାରିବେ ।

ଏହା ପରେ ସକାଳୁ ଉଠିବା ପରେ ଆପଣ ଏହାକୁ ଖୋଲି ପାରିବେ । ଆପଣଙ୍କର ଯେତେ ତଣ୍ଟି ଦରଜ ବା ଗଳା ଯନ୍ତ୍ରଣା ହେଉଥିବା ତାହା ତୁରନ୍ତ ଭଲ ହୋଇଯିବ । ଏହା ଏକ ପ୍ରାକୃତିକ ଘରୋଇ ଉପଚାର ଅଟେ ଯାହାର ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
