ଗଣେଶ ପୁଜାରେ ଭୁଲରେବି କରନ୍ତୁ ନାହିଁ ୪ ଟି କାମ || Ganesh Chaturthi 2021

ଭାଦ୍ରବ ମାସରେ ପଡୁଥିବା ଚତୁର୍ଥୀ ତିଥି ଯେଉଁ ଠି ତିରେ ଚିତ୍ରା ନଖେତ୍ର ଥାଏ ସେହି ଦିନ ଭଗବାନ ଗଣେଶ ଙ୍କ ଆରାଧନା କରାଯାଏ । ଆପଣ ଜାଣି ତ ଛନ୍ତି କି ଭଗବାନ ଗଣେଶ ହେଉଛନ୍ତି ମା ପାର୍ବତୀ ଓ ଭଗବାନ ଶିବ ଙ୍କ ପୁତ୍ର । ସେ ଅଶିମ ଶକ୍ତିର ଅଧିକାରୀ ଅଟନ୍ତି । ତାଙ୍କର ସ୍ତ୍ରୀ ଙ୍କ ନାମ ହେଉଛି ରିଦ୍ଧି, ଶିଦ୍ଧି । ଏମାନଙ୍କ ପୁତ୍ର ହେଉଛନ୍ତି ଶୁଭ ଓ ଲାଭ । ତେଣୁ କରି ଭଗବାନ ଙ୍କ ଦୁଇ ପାଖେ ଶୁଭ ଓ ଲାଭ ଲେଖା ଯାଏ । ଆଜି ଆମେ କହିବା ପାଇଁ ଯାଉଛୁ କି ଭଗବାନ ଗଣେଶ ଙ୍କ ପୂଜା ଦିନ କେଉଁ କେଉଁ କାମ କରିବା ଅନୁଚିତ ଅଟେ ।

ଆମେ ଗଣେଶ ଚତୁର୍ଥୀ କୁ ଧୂମ ଅଧମ ରେ ପାଳନ କରାଯାଏ । ଅନେକ ସମୟରେ ଆମେ ଅନେକ ଭୁଲ କରି ନେଉ ସେଥି ପାଇଁ ଆମକୁ ଧ୍ୟାନ ଦେବାକୁ ପଡିବ । ଆପଣ ମାନେ ଜାଣି ଥିବେ କି ଏହି ଦିନ ଭଗବାନ ଗଣେଶ ଙ୍କୁ ସବୁ କିଛି ଅର୍ପଣ କରିବା ସହ ଆପଣ ଏହି ଦିନ ଡୁବ ମଧ୍ୟ ଅର୍ପଣ କରିବେ । ଆପଣ ଭଗବାନ ଗଣେଶ ଙ୍କୁ ଆଣିବା ପରେ । ଆପଣ ତାଙ୍କୁ ଏକ ଖଟୁଲି ରେ ବସାଇବେ ଓ ଏହା ପରେ ଆପଣ ତାଙ୍କୁ କିଛି ନାଲି ସିନ୍ଦୁର ଓ କିଛି ନାଲି ବସ୍ତ୍ର ପିନ୍ଧାଇ ଏହା ଉପରେ ବିରାଜ ମାନ କରାଇବେ । ଭଗବାନ ଗଣେଶ ଙ୍କ ମୁଖକୁ ସର୍ବଦା ପୂର୍ବ ଆଡକୁ କରି ରଖିବେ ଓ ଏହାଙ୍କ ଦର୍ଶନ ସର୍ବଦା ଆପଣ ସାମନାରୁ ହିଁ କରିବେ ।

କୁହା ଯାଏ କି ଗଣେଶଙ୍କ ପିଠି ପଟେ ଦାରିଦ୍ରତା ଆସିଥାଏ । ତେଣୁ ଆପଣ ତାଙ୍କୁ ସାମନା ଦିଆଗରୁ ପୂଜା କରିବେ । ଆପଣ ବାମ ଶୁଣ୍ଢ ଥିବା ଗଣେଶ ଭଗବାନ ଙ୍କୁ ଆଣିଲେ ଏହା ଅଧିକ ଶୁଭ ଲାଭ ଦେବ । କୁହାଯାଏ କି ବାମ ଶୁଣ୍ଢ ଥିବା ଅଗଣେଶ ଜଲ୍ଦି ପ୍ରସନ୍ନ ହୁଅନ୍ତି ଓ ଡାହାଣ ଶୁଣ୍ଢ ର ଗଣେଶ ଡେରିରେ ପ୍ରସନ୍ନ ହୁଅନ୍ତି । ଏହାଙ୍କ ପୂଜାରେ ଡୁବ ବ୍ଯ୍ବହାର କରାଯାଏ । କୁହାଯାଏ କି ଏହା ପଛରେ ଏକ କାହାଣୀ ଅଛି । ତାହା ହେଉଛି କି ଅଗଲା ଅସୁର ନାମରେ ଏକ ରାକ୍ଷସ ଥିଲା ଜିଏକି ମୁନି ରୁଷୀ ମାନଙ୍କୁ ଗିଳି ଦେଉ ଥିଲା । ଭଗବାନ ଗଣେଶ ତା ଠାରୁ ଏମାନଙ୍କୁ ବଞ୍ଚାଇବା ପାଇଁ ସେ ଏହାକୁ ଗିଳି ଦେଇ ଥିଲେ ଏହା ପରେ ତାଙ୍କ ପେଟରେ ଖୁବ ଜୋରସେ ଜଳନ ଆରମ୍ଭ ହୋଇ ଯାଇଥିଲା ।

ଏହାକୁ ସାନ୍ତ କରିବା ପାଇଁ କାଶ୍ଯପ ରୁଷୀ ତାଙ୍କୁ ଦୂବ ଦେଇଥିଲେ । ତେଣୁ ଭଗବାନ ଙ୍କୁ ଦୁବ ଦିଆ ଯାଏ । ତୁଳାଷୀ କେବେଭି ଭଗବାନ ଗଣେଶ ଙ୍କୁ ଚଢାଇବେ ନି କାରଣ ତୁଳଷୀ ଭଗବାନ ଗଣେଶ ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇ ଥିଲେ ଗଣେଶ ମନା କରି ଦେଇଥିଲେ ତେଣୁ ତୁଳଶି କହି ଥିଲେ କି ତୁମ ଦୁଇ ଥର ବିବାହ କରିବ । ଗଣେଶ ଭଗବାନ କହିଥିଲେ କି ତୁମେ ମଧ୍ୟ ଏକ ରାକ୍ଷାଶ କୁ ବିବାହ କରିବ । ତେଣୁ ତୁଳଶି ଙ୍କୁ ଚଢାଇବେ ନି । ଗଣେଶ ପୂଜା ପର ଠାରୁ ୧୦ ଦିନ ଯାଏ ଆମିଷ କ୍ଷାନ୍ତୁ ନି । ଆପଣ ଏହି ପୂଜା ଦିନ ଚନ୍ଦ୍ରମା କୁ ଦେଖିବେ ନି । ଏହାର ଧ୍ୟାନ ରଖିବା ଦ୍ଵାରା ଆପଣଙ୍କ ଜୀବନ ସୁଖ ମୟ ହେବ ।

Leave a Reply

Your email address will not be published. Required fields are marked *