ଦର୍ଶକ ବନ୍ଧୁ ଗାନ୍ଧୀ ପରିବାର ନାଁ କହିଲେ ସାରା ବିଶ୍ଵରେ ଲୋକ ଜାଣନ୍ତି । ମୋତିଲାଲ ନେହେରୁ ଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧୀ ଙ୍କ ଯାଏଁ ଭାରତୀୟ ଲୋକଙ୍କ ମଧ୍ୟରେ ବେସ ପରିଚିତ ଅଟନ୍ତି । ସ୍ବାଦୀନତା ସଂଗ୍ରାମ ଠାରୁ ଦେଶକୁ ଶାସନ କରିବା ପରେ ଗାନ୍ଧୀ ପରିବାରର ଭୂମିକା ବେଶ ଗୁରୁତ୍ଵ ପୂର୍ଣ୍ଣ ରହିଛି । ଜବାରହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଦେଶରେ ପ୍ରଧାନ ମନ୍ତ୍ରୀ ହୋଇ ସାରିଛନ୍ତି ।
ସେପଟେ ଦେଶରେ ରାଜନୀତିରେ ଗାନ୍ଧୀ ପରିବାରର ଭୂମିକା ବେଶ ଜରୁରୀ ରହିଛି । ତେବେ ଗୋଟେ ପରିବାରରୁ 2 ଜଣ ପ୍ରଧାନ ମନ୍ତ୍ରୀ ହୋଇ ସାରିଛନ୍ତି । ଦେଶର ପ୍ରମୁଖ ରାଜନୈତିକ ଦଳ କଂଗ୍ରେସର ମଙ୍ଗ ଗାନ୍ଧୀ ପରିବାରର ହାତରେ ରହିଛି । ମୋତିଲାଲ ନେହେରୁ ଜେଭଳି ଭାବେ ସମ୍ଭ୍ରାନ୍ତ ଜୀବନଯାପାନ କରୁଥିଲେ ଆଉ ନିଜ ପରିବାର ପାଇଁ କାହିଁକି କରିନ ଥିଲେ ଘର । ଏ ସବୁ କଥା ଏବେ ପ୍ରଶ୍ନ ଉଠୁଛି ।
ତେବେ ଗାନ୍ଧୀ ପରିବାର ଏତେ ଦିନ ହେଲା କେଉଁଠି ରହୁଥିଲେ ? ତାହା ଆପଣ ମାନେ ଜାଣିବା ନିହାତି ଜରୁରୀ । ଆସନ୍ତୁ ଜାଣିବା ପୁରା ଖବର । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ସାଂସଦ ନୁହନ୍ତି । ସାଂସଦ ଥିବା ବେଳେ ତାଙ୍କୁ ମିଳିଥିବା ସରକାରୀ ଘର ଏବେ ତାଙ୍କଠାରୁ ଫେରାଇ ନିଆ ଯାଇଛି । ସରକାରି ବଙ୍ଗଳା ହାତରୁ ଯିବା ପରେ ଏବେ ରାହୁଲ ଗାନ୍ଧୀ ବେଘର ହୋଇ ଯାଇଛନ୍ତି ।
ଏବେ ସେ ମା ସୋନିଆ ଗାନ୍ଧୀ ବା ଭଉଣୀ ପ୍ରିୟଙ୍କା ଗାନ୍ଧୀ ଙ୍କ ଘରେ ରହିବେ ବୋଲି ଅନୁମାନ କରା ଯାଉଛି । ଥରେ ଭାବି ଦେଖନ୍ତୁ ଯେଉଁ ଗାନ୍ଧୀ ପରିବାରର ପାଖରେ 3ଟି କୋଠା ନୁହେଁ ବରଂ 3ଟି ବଙ୍ଗଳା ଥିଲା ସେହି ପରିବାରର ପୁଅ ରାହୁଲ ଗାନ୍ଧୀଙ୍କ ପାଖରେ କାହିଁକି ନାହି ନିଜର ଘର ? ପୂର୍ବରୁ ଗାନ୍ଧୀ ପରିବାରର ନିକଟରେ ଥିବା ଘର କୁଆଡେ ଗଲା ?
ଏ ନେଇ ରାଜସ୍ଥାନରେ ହୋଇଥିବା ଅଧିବେଶନରେ ରାହୁଲ ଗାନ୍ଧୀ କହିଥିଲେ ତାଙ୍କ ପାଖରେ ରହିଥିବା ନିଜ ଘର ନାହି । ବାସ୍ତବରେ ଗାନ୍ଧୀ ପାଇର୍ବାରର ଘର ହେଉଛି କାଶ୍ମୀରରେ । କାଶ୍ମୀରରୁ ଏକ ବ୍ରାମହଣ ପରିବାରରୁ ଆସିଛନ୍ତି । ସେମାନଙ୍କ ପରିବାର ମୂଳରୁ ସ୍ଵାଧୀନତା ସଂଗ୍ରାମ ସହ ଜଡିତ ଅଛନ୍ତି । ଏହି କ୍ରମରେ 1900ରେ ଆଲାହାବାଦରେ ମୋତିଲାଲ ନେହେରୁ 19 ହଜାର ଟଙ୍କା ଦେଇ ଘର କିଣିଥିଲେ ।
ଏହା ପରେ ମୋତିଲାଲ ନୂଆ ଘର କିଣିଥିଲେ 1950ରେ ଆଉ ଏହି ଘରକୁ ଗାନ୍ଧୀ ପରିବାର ପଳାଇ ଆସଥିଲେ । ଏହି ଘର ବିଶେଷ ଭାବେ କଂଗ୍ରେସ କାର୍ଜ୍ୟାଳୟ ଭାବେ ବ୍ୟବହାର ହେଉଥିଲା । ସ୍ଵାଧୀନତା ପରେ ଯେବେ ଜବହାରଲାଲ ନେହେରୁ ଦିଲ୍ଲୀ ପଳାଇ ଆସିଲେ ଏହା ପରେ କଂଗ୍ରେସର ମୁଖ୍ୟ କାର୍ଜ୍ୟାଳୟ ଯନ୍ତରମନ୍ତର ରୋଡ ହୋଇଯାଇଥିଲା ।
ଏହା ପରେ ମେହେରୁ ପ୍ରଧାନମନ୍ତ୍ରୀ ହେଲେ ଆଉ ତାଙ୍କୁ ସରକାରୀ ବାସ ଭାବନା ମିଳିଥିଲା । 1979ରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ବେଳେ ଆଲାହାବାଦରେ ଆନନ୍ଦଭବନକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଥିଲା । ତେଣୁ ଗାନ୍ଧୀ ପରିବାର ପାଖରେ ନିଜର ଘର ନ ଥିଲା । ତାହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।