ଗଙ୍ଗା ନଦୀରେ ଶିବ ଲିଙ୍ଗ ଉପରେ ଯେବେ ନାଗ ନାଗୁଣୀ ବସିବାର ମିଳିଲେ, ତା ପରେ ଯାହା ହେଲା ଦେଖିଲେ ଆଶ୍ଚର୍ଯ୍ୟ ହୋଇଗଲେ ଭକ୍ତ

ନମସ୍କାର ବନ୍ଧୁଗଣ । ଶ୍ରାବଣ ମାସରେ ମହାଦେବଙ୍କର ଦର୍ଶନ କରିବା ପାଇଁ ହରିଦ୍ଵାରକୁ ଅନେକ ଭକ୍ତଙ୍କର ସୁଅ ଛୁଟିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଦିଲ୍ଲୀରେ ରହୁଥିବା ରୋହିତ କୁଶ୍ଯାପଙ୍କର ଏମିତି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ । ସବୁ ବର୍ଷ ରୋହି ନିଜ ପରିବାର ସହ ଶ୍ରାବଣ ମାସରେ ହରିଦ୍ଵାର ଦର୍ଶନ କରିବାକୁ ଯାଇଥାନ୍ତି । ୨୦୧୨ ରେ ରୋହିତ ପ୍ରତି ବର୍ଷ ଭଳି ନିଜ ପରିବାର ସହ ହରିଦ୍ଵାର ଯାଇଥିଲେ । ସେହି ବର୍ଷ ଗଙ୍ଗା ନଦୀରେ ପାଣି ଅଧିକ ହୋଇଥିଲା । ସେଥିପାଇଁ ସବୁ ଭକ୍ତଙ୍କୁ ପାଣିରେ ସ୍ନାନ ନ କରିବା ପାଇଁ ପରାମର୍ଶ ଦିଆ ଯାଇଥିଲା ।

ଏହା ଜାଣିବା ପରେ ରୋହିତଙ୍କ ପରିବାର ଲୋକେ ନିରାଶ ହୋଇ ଯାଇଥିଲେ । କାରଣ ସେ ଗଙ୍ଗା ନଦୀରେ ସ୍ନାନ କରିବା ସହ ବୋଟିଙ୍ଗ ମଧ୍ୟ କରିବାକୁ ଚାହୁଥିଲେ । ଏହା ପରେ ରୋହିତ ଓ ତାଙ୍କ ପରିବାର ମନ୍ଦିର ପାଖରେ ଥିବା ହୋଟେଲରେ ରହିଲେ କାରଣ ପର ଦିନ ସେ ଗଙ୍ଗାରେ ସ୍ନାନ କରି ମହାଦେବଙ୍କର ଦର୍ଶନ କରି ପାରିବେ ।

ଏହା ପରେ ପର ଦିନ ରୋହିତ ଓ ତାଙ୍କ ପରିବାର ଗଙ୍ଗା ନଦୀରେ ସ୍ନାନ କରିବା ପାଇଁ ଜଣଙ୍କ ପରେ ଜଣେ ନଦୀ ଭିତରକୁ ଗଲେ । ସେହି ସମୟରେ ରୋହିତଙ୍କ ହାତରେ ଏକ ଛୋଟ ଶିବ ଲିଙ୍ଗ ଆସିଲା ଯାହାକୁ ସେ ନିଜ ପରିବାର ଲୋକଙ୍କୁ ଦେଖାଇ ଥିଲେ । ସବୁଠାରୁ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଶିବ ଲିଙ୍ଗ ଉପରେ ନାଗ ନାଗୁଣୀଙ୍କର ବାସ ରହିଥିଲା ଯାହାକୁ ରୋହିତ ପାଣିରୁ ପାଇଥିଲେ । ଏହା ପରେ ରୋହିତ ସ୍ଥିର କରିଲେ ଏହି ଶିବ ଲିଙ୍ଗକୁ କୌଣସି ମନ୍ଦିରରେ ସ୍ଥାପନ କରିବେ ।

ଏହା ପରେ ରୋହିତ ପୂଜାରୀଙ୍କ ସହ ଏହି ଘଟଣା ବିଷୟରେ ଆଲୋଚନା କରିବା ପରେ ମନ୍ଦିରର କର୍ତ୍ତୁପକ୍ଷଙ୍କ ସହମତିରେ ଶିବ ଲିଙ୍ଗକୁ ମନ୍ଦିରରେ ସ୍ଥାପନ କରାଗଲା । ଆଜି ଯାଏଁ ସେ ମନ୍ଦିରରେ ଶିବ ଲିଙ୍ଗର ପୂଜା କରା ଯାଉଛି । ଏହା ସହ ରୋହିତ ନିଜ ଘରକୁ ଫେରି ଯାଇଥିଲେ ତା ସହିତ ନାଗ ନାଗୁଣୀ ମଧ୍ୟ କୁଆଡେ ପଳାଇ ଥିଲେ । କାରଣ ଶିବ ଲିଙ୍ଗଙ୍କୁ ସୁରକ୍ଷା ଦେବା ପାଇଁ ନାଗ ନାଗୁଣୀ ଦୁହେଁ ଏହାର ଦାୟିତ୍ଵ ନେଇଥିଲେ ଯାହା ରୋହିତଙ୍କ ଦ୍ଵାରା ମନ୍ଦିରରେ ସ୍ଥାପନ ହୋଇ ପାରିଥିଲା ।

ଏହି ଘଟଣା ବାବଦରେ ମନ୍ଦିରର ପୂଜାରୀ କହିଛନ୍ତି ରୋହିତଙ୍କ ଯିବା ପରେ ସେହି ନାଗ ନାଗୁଣୀ ଦୁହେଁ ସେଠାରୁ କୁଆଡେ ପଳାଇ ଥିଲେ । ରୋହିତ ଏହି ମା-ମ-ଲାରେ ନିଜ ରାଏ ରେ କହିଛନ୍ତି ଯେ ଯେବେ ବି ତାଙ୍କର ବା ତାଙ୍କ ପରିବାର ଉପରେ କିଛି ବିପଦ ଆସିଥାଏ ତେବେ ସେ ସ୍ଵପ୍ନରେ ନାଗ ନାଗୁଣୀଙ୍କର ଦର୍ଶନ କରିଥାନ୍ତି ବା ପ୍ରକୃତରେ ନାଗ ନାଗୁଣୀ ରୋହିତଙ୍କୁ ଦେଖା ଦେଇଥାନ୍ତି । ଏହି ଘଟଣାଟି ବିଶ୍ଵାସ ଯୋଗ୍ୟ ନ ହୋଇଥିଲେ ମଧ୍ୟ ଏହା ସତ୍ୟ ଅଟେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *