ଝାଡ଼ଖଣ୍ଡର ଗୋଟିଏ ଗାଁ ପାଖରେ ଗୋଟିଏ ଜଙ୍ଗଲ ଥିଲା । ଆଉ ସେଇ ଜଙ୍ଗଲରେ ଗୋଟିଏ ଶିବ ଲିଙ୍ଗ ସ୍ଥିତ ଥିଲା । ସେଇ ଶିବ ଲିଙ୍ଗ ପ୍ରତି ଆସ୍ଥା ଓ ବିଶ୍ଵାସ କିଛି ଏପରି ଥିଲାକି ସେଇ ଶିବ ଲିଙ୍ଗରେ ସାକ୍ଷାତ ଭଗବାନ ଶିବଙ୍କର ବାସ ଥିଲା । ପ୍ରଭାତରେ ସେଠାରେ ଲୋକଙ୍କର ଭିଡ ଲାଗି ରହୁଥିଲା ।
ସେଠାରେ ଲୋକ ମାନେ ଭଗବାନଙ୍କର ପୂଜାର୍ଚନାର ଆୟୋଜନ କରିଥିଲେ । ଲୋକ କୁହନ୍ତି ଯେଉଁ ଲୋକ ବହୁତ ଶ୍ରଦ୍ଧାରେ ମନସ୍କାମନା ରଖନ୍ତି ସେଠାରେ ବ୍ଯକ୍ତିର ସବୁ ମନୋକାମନା ପୂର୍ଣ ହେଉଥିଲା । ସେଠାରେ ଲୋକ ବର୍ଷର ପ୍ରଥମ ଫସଲର ଭୋଗ ଠାକୁରଙ୍କୁ ଅର୍ପଣ କରୁଥିଲେ । ବ୍ୟକ୍ତି ନୂଆ ବାହାନ କିଣିଲେକି କୌଣସି ବିବାହ ଉଶ୍ଚବ ହେଲେ , ସେଠାରେ ଯାହାବି ଶୁଭ କାର୍ଯ୍ୟ ହେଉଥିଲା ସେଇ ଶିବ ମନ୍ଦିରରେ ହିଁ ଆରମ୍ଭ କରାଯାଉଥିଲା ।
ସାରା ଗାଁ ଖୁସି ଓ ଶ୍ରଦ୍ଧା ଭାବ ସହିତ ନିଜ ଜୀବନ ବ୍ଯତୀତ କରୁଥିଲେ । କିଛି ଦିନ ପୂର୍ବରୁ ସେଇ ଗାଁକୁ ଆମିର ନାମକ ଜଣେ ମୁସଲିମ ବ୍ୟକ୍ତି ରହିବାକୁ ଆସିଥିଲା । ସେ ଗାଁ ଲୋକଙ୍କ ଠାରୁ ଭଗବାନ ଶିବଙ୍କ ବହୁତ ଚମତ୍କାରୀ କାହାଣୀ ଶୁଣିଥିଲେ । ସେଇ ବ୍ୟକ୍ତିକୁ କାହା କଥା ଉପରେ ବିଶ୍ଵାସ ହୋଇନଥିଲା । ଆମିର ଲୋକଙ୍କ ଶ୍ରଦ୍ଧା ଓ ଅନ୍ଧବିଶ୍ଵାସର ନାମ ଦେଇଥିଲେ ।
ଦିନେ ମଧ୍ୟ ରାତ୍ରି ସମୟରେ ସାରା ଗାଁ ଯେତେବେଳେ ସୋଇଥିଲା ଆମିର ଶିବ ଲିଙ୍ଗା ପାଖରେ ଥିବା ଗୋଟେ ଲୁହା ନେକି ସେଠାରେ ପହଞ୍ଚିଲା ଆଉ କହିଲା ଆଜି ଏହି ଶିବ ଲିଙ୍ଗକୁ ଭାଙ୍ଗି ଦେବୀ । ଦେଖିବା କେଉଁ ଚମତ୍କାର ମୋତେ ରୋକିବ । ଆମିର ତାର ସବୁ ବଳ ଏକଜୁଟ କରି ସେଇ ଶିବ ଲିଙ୍ଗା ଉପରେ ମାରିବାର ପ୍ରୟାସ କଲା । ପୁଣି ଆମିର ଦିତୀୟ ପ୍ରହାର କଲା । ଆକାଶରେ ବିଜୁଳି ଚମକୁଥିଲା ଓ ଶିବ ଲିଙ୍ଗା ପାଖକୁ ଗୋଟେ ସାପ ଆସି ଠିଆ ହେଲା ଆଉ ନିଜ ଫଣା ଦେଖାଇ ରହିଲା । ଦେଖୁ ଦେଖୁ ସ୍ଥାରେ ବହୁତ ସାପ ଆସିଗଲେ ।
ଆମିର ଦେଖି ସାପ ଗୁଡିକ ତାଙ୍କ ଆଡକୁ ଆସୁଥିବାର ଦେଖିଲେ । ଏହା ଦେଖି ତା ହାତରେ ଲୁହାର ରଡ ତଳେ ପଡିଗଲା । ସେଇ ରଡ ଉପରେ ବିଜୁଳି ଆସିପଡିଲା ସେଇ ରଡ ଦୁଇଖଣ୍ଡ ହୋଇଗଲା । ଏହି ସବୁ ଦେଖି ଆମୀର ବହୁତ ଡରି ଯାଇଥିଲା । ତାପର ଦିନ ସକାଳୁ ସମସ୍ତେ ଜାଣିଲେକି କିଏ ଏଠି ଶିବ ଲିଙ୍ଗା ଭାଙ୍ଗିବାକୁ ଆସିଥିଲା । ମହାଦେବ ସେଇ ସାପ ପଠେଇକି ନିଜର ରକ୍ଷା କରିଛନ୍ତି । ସମସ୍ତେ ହାତ ଉଠାଇକି ହାର ହର ହର ମହାଦେବ କହିଲେ । ଆଉ ଗାଁ ଲୋକଙ୍କର ଶିବଙ୍କ ପ୍ରତି ଆସ୍ଥା ଆହୁରି ଅଧିକ ହୋଇଗଲା ।