ଗର୍ଭାବସ୍ଥା ରେ ଶାରୀରିକ ସମ୍ପର୍କ ରଖିବେ ନା ନାହିଁ ? Relation During Pregnancy

ବନ୍ଧୁଗଣ ଯଦି ମହିଳା ମାନେ ସନ୍ତାନ ପ୍ରାପ୍ତିର ଇଚ୍ଛା ରଖୁଛନ୍ତି ତେବେ ଆଗାମୀ ପିରିଏଡ ହେବାର 7 ଦିନ ପୂର୍ବରୁ ରିଲେସନ ରଖିବା ବନ୍ଦ କରି ନେବା ଉଚିତ । ଏମିତି ବହୁତ ସମୟରେ ହୋଇଛି ପିରିଏଡ ପୂର୍ବରୁ ଯଦି ମହିଳା ଓ ପୁରୁଷ ମାନେ ରିଲେସନେରେ ରହୁଛନ୍ତି ତେବେ ପୁରୁଷଙ୍କ ସେଲ୍ସ ରେ କିଛି କେମିକାଲ ଥାଏ । ତାହା ସହ ରିଲେସନରେ ରହୁଥିବା ସମୟରେ ଗର୍ଭାଶୟର ମୁହଁ ଖୋଲିଯାଏ । ଯାହା ପାଇଁ ପିରିଏଡ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ପର୍କ ରଖିବା କେତେ ଦୂର ଠିକ ହୋଇଥାଏ ।

ଯେଉଁ ମାନେ ନ୍ଯାଚୁରାଲ କନ୍ସିଭ ହୋଇଛି ସେମାନେ ଦେଢ ମାସ ଯାଏଁ ରିଲେସନ ରଖିବା ଅନୁଚିତ । ଏହା ପରେ ସ୍ଵାମୀ ସ୍ତ୍ରୀ ରିଲେସନ ରଖିବେ କିନ୍ତୁ ଧ୍ୟାନ ରଖିବେ ଯେମିତି ଶିଶୁକୁ କୌଣସି କ୍ଷତି ହେବ ନାହି । ଉଭୟଙ୍କର ସହମତିରେ ରିଲେସନ ରଖିବା ଉଚିତ । ଗର୍ଭବତୀ ସମୟରେ ମହିଳାଙ୍କର ହରମୋନ ଚେଞ୍ଜ ହୋଇଥାଏ । ଯେମିତିକି ଚିଡିଚିଡା ଲାଗିଲା, ହଠାତ ରାଗିବା ବା କାନ୍ଦିବା ।

ଆଉ କିଛି କ୍ଷେତ୍ରରେ ମହିଳାଙ୍କ ତୁରନ୍ତ ବାନ୍ତି ହୋଇଯାଏ । ତେଣୁ ଦେହ ଓ ମନ ଭଲ ଥିବା ବେଳେ ସ୍ଵାମୀ ସ୍ତ୍ରୀ ସମ୍ପର୍କ ରଖିବା ଉଚିତ । ଯେଉଁ ମହିଳା ମାନେ ବହୁତ ଟିପ୍ସ ଫଲୋ କରି ଗର୍ଭବତୀ ହୋଇଛନ୍ତି କିମ୍ବା ମେଡ଼ିସିନ ସେବନ କରି କନଶିପ୍ଟ କରିଛନ୍ତି ସେମାନେ ପ୍ରଥମ ମାସର 3 ମାସ ଯାଏଁ ସମ୍ପର୍କ ରଖିବା ଉଚିତ ନୁହେଁ । 3 ମାସ ଯାଏଁ ଏହା ଥର ଦୂରେଇ ରହିବା ଉଚିତ ।

3 ମାସ ପରେ ରିଲେସନ ରଖିପାରିବେ ଯଦି ଆପଣଙ୍କୁ ତଳି ପେଟରେ ଦରଜ ନ ହେବା ଭଳି ସମସ୍ଯା ନାହି । ଏହି ସମୟରେ ସ୍ଵାମୀ ସ୍ତ୍ରୀ ଙ୍କ ବଣ୍ଡିଙ୍ଗ ଷ୍ଟ୍ରଙ୍ଗ ହେବା ଦରକାର । ଏହି ସମୟରେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ମତଭେଦ ସୃସ୍ତୁ ହୋଇଥାଏ । ତେଣୁ ଶାରୀରିକ ସମ୍ପର୍କ ରଖିବା ବହୁତ ଜରୁରୀ ଅଟେ । ଯେଉଁ ମହିଳାଙ୍କର ଅନେକ ବର୍ଷ ପରେ ପ୍ରେଗନେନେସି କନ୍ସିଭ ହୋଇଛି କିମ୍ବା ବାରମ୍ବାର ମିସକ୍ୟାରେଜ ପରେ ପ୍ରେଗନେନେସି ରହିଛି ସେମାନେ ପ୍ରଥମ 3 ମାସ ସମ୍ପର୍କ ରଖିବେ ନାହି ।

ଯେଉଁ ନାରିଙ୍କର ପ୍ରେଗନେନ୍ସି ସମୟରେ ବ୍ରୀଡିଙ୍ଗ ହେଉଛି ବା ସ୍ପଟିଙ୍ଗ ଆସୁଛି ସେମାନେ ରିଲେସନ ରଖିବା ଅନୁଚିତ । ରିଲେସନ ର ରହିଲେ ଗର୍ଭସ୍ଥ ଶିଶୁ ଉପରେ କିଛି କ୍ଷତି ପଡିବ ନାହି । କିନ୍ତୁ ଯେଉଁ ମାନଙ୍କର ଫ୍ଲୁଈଡ ଅଧିକା ଅଛି ସେହି କ୍ଷେତ୍ରରେ ରିଲେସନ ରଖିବା ଅନୁଚିତ । ଶେଷ ମାସରେ ସ୍ଵାମୀ ସ୍ତ୍ରୀ ରିଲେସନ ରଖିବା ଉଚିତ ନୁହେଁ । ଯେଉଁ ମାନଙ୍କର ହାଇ ରିସ୍କ ଗର୍ଭବତୀ ବା ତ୍ଵିନ୍ସ ବେବି ବା ଅଣ୍ଟାରେ ଯନ୍ତ୍ରଣା ହେଉଛି ସେମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ରିଲେସନ ରଖିବା ଉଚିତ ।

ହରମୋନ ଚେଞ୍ଜ କାରଣରୁ ମହିଳା ମାନଙ୍କର ସ୍ବଭାବରେ ପରିବର୍ତ୍ତନ ହୋଇଥାଏ । ତେଣୁ ଗର୍ଭବସ୍ତା ସମୟରେ ରିଲେସନ ରଖିଲେ ଷ୍ଟ୍ରେସ ଦୂର ହୋଇଥାଏ ଓ ଶିଶୁ ସୁସ୍ଥ ହୋଇଥାଏ । ଏହା ସହ ଭଲ ନିଦ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *