ମାୟା ସିରିୟାଲ ରେ ଅଭିନୟ କରୁଥିବା ଗାର୍ଗି(Mamata) ଙ୍କ ରିୟଲ ଲାଇଫ Family

ସବୁ ଦିଗରେ ଆମେ ଉରନ୍ନତି କରିବବାରେ ଲାଗିଚେ ତେବେ ଏଇ କିଛି ଜ୍ଜାଗାରେ ଆମେ ପଛରେ କିଭଳି ରହିବା ଜେଭଳିକି କହିବା ପାଇଁ ଗଲେ ଅଭିନୟ ହେଉ କିମ୍ବା ଚଳଚିତ୍ର ନିର୍ମାଣ କରିବା ହେଉ କିମ୍ବା ରିଆଲିଟି ସୋ ହେଉ । କେଉଁ ଜାଗାରେ ଆମେ ଆଉ ପଛରେ ନାହୁଁ ।

ଏବେ ବଲିଉଡ ସହ ବରା ବଋ ରେ ଚାଲିବା ପାଇଁ ଆମେ ସବୁ ବେଳେ ଚେଷ୍ଟା କରୁଚେ କିନ୍ତୁ ଆମେ ସେହି ଭଳି କଳା କାର ମଧ୍ୟ ଖୋଜୁଛେ ଯାହାକୁ ଆମେ ଖୁବ ଭଲ ପ୍ରେରଣା ବୋଲି ଭାବି ପାରିବା । ଏହି ଭଳି ଭଲ ଅଭିନୟ କରି ଖୁବ କମ ଦିନରେ ଉପରକୁ ଉଠିଥିବା ଅଭିନେତା ଓ ଅଭିନେତ୍ରୀ ମାନେ ସବୁ ବେଳେ କିଛି ନା କିଛି କରୁ ଥାନ୍ତି । କହିବାର ମାନେ ସେମାନେ ସବୁ ପ୍ରକାର ଜିନିଷ କୁ ନିଜ ଆଡକୁ ଟାଣି ନେବାରେ ଖୁବ ସକ୍ଷମ ଥାନ୍ତି ।

ସେମାନେ ନିଜ ଅଭିନୟ କୁ ସବୁ ପ୍ରକାର ଛାଞ୍ଚରେ ପକାଇ କି ଦେଖନ୍ତି କି ଏହା କିଭଳି ଭାବେ ନିଜର ଅଭିନୟ ଭିତରେ ଥିବା ଚରିତ୍ର ରେ ପଶି ଯାଉଛନ୍ତି । କିନ୍ତୁ ଏଭଳି କିଛି ଘଟଣା ଅଛି ଯାହା ଦ୍ଵାରା ସେମାନେ ଜାଣି ପାରନ୍ତି କେଉଁ ଚରିତ୍ର କରିବାରେ ସେମାନେ ଖୁବ ଭଲ ପ୍ରଦର୍ଶନ କରୁଛନ୍ତି । ଏହି ଭଳି ଜଣେ ଅଭିନେତ୍ରୀ ହେଉଛନ୍ତି ଗାର୍ଗି । ସେ ନିଜର ଅଭିଆନୟ ଆରମ୍ଭ କରିଥିଲେ ଆଲବମ ମାଧ୍ୟମରୁ ।

ସେ ଅଭିନୟ କରିବା ପାଇଁ ପିଲା ଦିନୁ ସବବୁ ବେଳେ ଚିନ୍ତା କରୁଥିଲେ । ତାଙ୍କୁ ମଧ୍ୟ ଖୁବ କମ ବୟସରୁ ଆଲବମ ରେ ଅଭିଆନୟ ଅକରିବାର ସୁଯୋଗ ମିଳିଥିଲା । ସେ ଭଜନ ହେଉ କିମ୍ବା ହେଉ ସଙ୍ଗୀତ ତାଙ୍କୁ ବାସ ନିଜ ଅଭିନୟ ରେ ବୁଡିକି ରହିବା ଖୁବ ପସନ୍ଦ । ଆପଣ ମାନେ ଜାଣିକି ଆଶ୍ଚର୍ଯ୍ୟ ହେବେ କି ସେ ଆଜି ଯାଏ ବିବବାହ କରି ନାହାଁନ୍ତି । କାରଣ ସେ ନିଜ କମ ଉପରେ ଏବେ ଅଧିକ ଧ୍ୟାନ ଦେଉଛନ୍ତି ।

ଆପଣ ତାଙ୍କୁ ମାୟା ସିରିୟାଲ ରେ ମା ରୂପେ ଅଭିନୟ କରିବାର ଆପଣ ଦେଖୁଥିବେ । କିନ୍ତୁ ଦେଖିବା ପାଇଁ ଗଲେ ସେ ମା ଚରିତ୍ର ରେ ଅଭିନୟ କରିବା ଭଲାଇ ବୟଶର ନୁହଁନ୍ତି । କିନ୍ତୁ ଏହି ଚରିତ୍ର ତାଙ୍କୁ ଖୁବ ଖୁସି ଓ ଆନନ୍ଦ ଦେଉଛି । ସେ ବରହମପୂର ରେ ରୁହନ୍ତି କିନ୍ତୁ ଏବେ ଏହି ସିରିୟାଲ ର ଅଭିନୟ କରୁଥିବା ରୁ ସେ ଏବେ ଭୁବନେଶ୍ବର ରେ ଏକ ଫ୍ଲାଟ ରେ ଭଡାରେ ରହୁଛନ୍ତି । କାରଣ ଏହି କାରୋନା ପରିସ୍ଥିତିରେ ସେ ଯିବା ଆସିବା କରିବା ସମ୍ଭବ ନୁହେଁ ।

ଆପଣ ତାଙ୍କ ଅଭୀନୟ ଦେଖିଥିବେ ଏହି ସିରିୟଲ ଆଗରୁ ସେ ରାନୀ ସିରିୟାଲ ରେ ମଧ୍ୟ ମା ର ଚରିତ୍ର ଅଭିନୟ କରିଥିଲେ । ଯଦି ଆମେ ଦେଖିବା ସେ ଆଗରୁ ନାୟିକା ଚରିତ୍ରରେ ଅଭିନୟ କରୁଥିଲେ କିନ୍ତୁ ସେ ଏବେ ମା ଭୂମିକାରେ ଅଭିନୟ କରୁଛନ୍ତି ଯାହା ତାଙ୍କୁ ଲୋକ ପ୍ରିୟ କରାଇଛି । ସେ ତାଙ୍କ ଘରର ବଡ ଝିଅ ଅଟନ୍ତି କିନ୍ତୁ ସେ ବିବାହ କରି ନାହାନ୍ତି ଆଗାମୀ ଦିନରେ ସେ ବିବବାହ ପାଇଁ ଯୋଜନା କରିଛନ୍ତି ବୋଲି କୁହନ୍ତି । ତେବେ ଏହି ଅଭିନେତ୍ରୀ ଜଣକ ଖୁବ ସୁନ୍ଦରୀ ହେବା ସହ ଖୁବ ଭଲ ବ୍ୟକ୍ତିତ୍ବ ମଧ୍ୟ ଅଟନ୍ତି ।

ଆପଣଙ୍କୁ ଗାର୍ଗୀଙ୍କ ଅଭିନୟ କେମିତି ଲାଗେ ନିଶ୍ଚୟ କମେଣ୍ଟ କରିବେ, ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *