୮ଟା ବାଜିବା ପରେ ଗାଧଉଥିବା ମହିଳାମାନେ ଏହାକୁ ନିଶ୍ଚୟ ଦେଖନ୍ତୁ- Garuda Purna

ବନ୍ଧୁଗଣ, ହିନ୍ଦୁ ଧର୍ମ ର ଶାସ୍ତ୍ର ଅନୁଯାୟୀ ପ୍ରତିଟି କଥା ର ମହତ୍ଵ ରହିଅଛି । ବନ୍ଧୁଗଣ ଆମ୍ଭେମାନେ ଆମ ନୀତି ଦିନ ଜୀବନରେ ଯେଉଁସବୁ କାର୍ଯ୍ୟ କରିଥାଉ ତାହାକୁ କେବଳ ଗୋଟିଏ ରୁଟିନ ଭାବି କରିଥାଉ । ମାତ୍ର ଶାସ୍ତ୍ର ଅନୁଯାୟୀ ଆମ୍ଭେ କରୁଥିବା ପ୍ରତିଟି କାର୍ଯ୍ୟ ର ବିଶେଷ ଉଦେଶ୍ୟ ରହିଅଛି । ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ସ୍ନାନ ଏକ ଉତ୍ତମ କାର୍ଯ୍ୟ ହୋଇଥାଏ ।

ମାତ୍ର ସ୍ନାନ କରିବାର ମଧ୍ୟ ଏକ ଉଚିତ ସମୟ ତଥା ନିୟମ ରହିଅଛି । ବନ୍ଧୁଗଣ ଆମ୍ଭେ ଦିନରେ ଯେ କୌଣସି ସମୟରେ ସ୍ନାନ କରିଥାଉ ମାତ୍ର ଆମ୍ଭର ଏହି ଅବ୍ୟାସ ବହୁତ ଖରାପ ହୋଇଥାଏ । ଏହା କରିବା ଦ୍ଵାରା ଆମ୍ଭର ଫାଇଦା ବହୁତ କମ ତଥା ଆମର ଅନେକ କିଛି କ୍ଷୟ ହୋଇଥାଏ । ଗରୁଡ ପୁରାଣରେ ଆମ୍ଭର ଜୀବନର ପ୍ରତ୍ୟକ ଛୋଟବଡ କଥାର ବିଶେଷ ମହତ୍ଵ ରହିଅଛି । ଆସନ୍ତୁ ଜାଣିବା କେଉଁ ସମୟରେ ସ୍ନାନ କରିବା ଉଚିତ ।

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ,- ବ୍ରହ୍ମସ୍ନାନ, ଦେବସ୍ନାନ, ଋଷିସ୍ନାନ, ମାନବସ୍ନାନ, ଦାନବସ୍ନାନ ର ଅଲଗା ଅଲଗା ମହତ୍ଵ ରହିଅଛି । ବ୍ରହ୍ମ ମୂହୁର୍ତ୍ତ;- ବନ୍ଧୁଗଣ ଗରୁଡ ପୁରାଣ ଅନୁଯାୟୀ ବ୍ରହ୍ମ ମୂହୁର୍ତ୍ତ ରେ କରାଯାଉଥିବା ସ୍ନାନ କୁ ସର୍ବଶ୍ରେଷ୍ଠ ମାନା ଯାଇଅଛି । ଅର୍ଥାତ ବ୍ରହ୍ମ ମୂହର୍ତ୍ତ ରାତ୍ରି ର ଅନ୍ତିମ ପ୍ରହର ତଥା ସୂର୍ଯ୍ୟ ଉଦୟ ପୂର୍ବର ଦେଢ ତଥା ଦୁଇ ଘଣ୍ଟା କୁ କୁହାଯାଇଥାଏ । ବନ୍ଧୁଗଣ ପ୍ରାତଃ ୪ ରୁ ୫.୩୦ ଘଟିକା ସମୟ କୁ ବ୍ରହ୍ମ ମୂହୁର୍ତ୍ତ କୁହାଯାଇଥାଏ ।

ବନ୍ଧୁଗଣ ଶାସ୍ତ୍ର ଅନୁଯାୟୀ ଏହି ମୂହୁର୍ତ୍ତ କୁ ସର୍ବଶ୍ରେଷ୍ଠ ମୂହୁର୍ତ୍ତ ବୋଲି କୁହାଯାଇଅଛି କାରଣ, ଏହି ଅଦ୍ଭୁତ୍ତ ବାତାବରଣ ରେ ବହୁତ ଅଲୌକିକ ଊର୍ଜା ରହିଅଛି । ଏହି ସମୟ ଦେବତା ମାନଙ୍କର ସମୟ ହୋଇଥାଏ । ଦେବତା ମାନଙ୍କର ସ୍ମରଣ କରି ବ୍ରହ୍ମ ମୂହୁର୍ତ୍ତ ରେ କରାଯାଇଥିବା ସ୍ନାନ କୁ ସର୍ବଶ୍ରେଷ୍ଠ ସ୍ନାନ ବୋଲି କୁହାଯାଇଥାଏ । ବନ୍ଧୁଗଣ ସ୍ନାନ ପାଶ୍ଚାତ ସୂର୍ଯ୍ୟ ଦେବା ଙ୍କୁ ଅର୍ଘ୍ୟ ଦେବା ଫଳରେ ଆମ୍ଭ ଜୀବନରେ ଶାନ୍ତି ଆସିଥାଏ । ଆମ୍ଭ ମାନଙ୍କର ଜୀବନ ସକାରତ୍ମକ ଊର୍ଜା ରେ ଭରପୁର ହୋଇ ରହିଥାଏ ।

ଦେବ ସ୍ନାନ;- ବନ୍ଧୁଗଣ ସକାଳ ୫ ଟାରୁ ୬ ଘଟିକା ମଧ୍ୟରେ କରାଯାଇଥିବା ସ୍ନାନ କୁ ଦେବ ସ୍ନାନ କୁହାଯାଏ । ବନ୍ଧୁଗଣ ସମସ୍ତ ପବିତ୍ର ନଦୀ ମାନଙ୍କର ସ୍ମରଣ କରି ମଧ୍ୟ କରାଯାଇଥିବା ସ୍ନାନ କୁ ଶ୍ରେଷ୍ଠ ସ୍ନାନ ମାନାଯାଏ । ବନ୍ଧୁଗଣ ଏହି ସମୟ ସ୍ନାନ କରିଲେ, ଆମ୍ଭ ମନରେ ସକାରାତ୍ମକ ଊର୍ଜା ର ସଂଚାର ହୋଇଥାଏ । ଏହା ସହିତ ସବୁ ପ୍ରକାରର ନକାରତ୍ମକତା ର ଅବସାନ ଘଟିଥାଏ । ବନ୍ଧୁଗଣ ଦେବସ୍ନାନ ସମୟରେ ସ୍ନାନ କରିବା ସମୟରେ ଶରୀର ସହିତ ଆମ୍ଭ ହୃଦୟ ମଧ୍ୟ ସ୍ଵଚ୍ଛ ହୋଇଥାଏ ।

ଋଷି ସ୍ନାନ;- ବନ୍ଧୁଗଣ ସକାଳୁ ସକାଳୁ ଯେତେବେଳେ ଆକାଶରେ ତାରା ଦେଖାଯାଇଥାଏ ସେହି ସମୟରେ ସ୍ନାନ କୁ ଋଷି ସ୍ନାନ କୁହାଯାଇଥାଏ । ବନ୍ଧୁଗଣ ଏହାକୁ ମଧ୍ୟ ଶ୍ରେଷ୍ଠ ସ୍ନାନ ମାନାଯାଇଅଛି । ଏହି ସ୍ନାନ କରିବା ଦ୍ଵାରା ଆମ୍ଭକୁ ମାନସିକ ଶାନ୍ତି ମିଳିଥାଏ ।

ମାନବ ସ୍ନାନ;- ବନ୍ଧୁଗଣ ୬ ଘଟିକା ରୁ ୮ ଟା ମଧ୍ୟରେ କରାଯାଇଥିବା ସ୍ନାନ କୁ ମାନବ ସ୍ନାନ କୁହା ଯାଇଥାଏ । ବନ୍ଧୁଗଣ ଏହି ସ୍ନାନ ସୂର୍ଯ୍ୟ ଉଦୟ ସମୟରେ ଅଥବା ସୂର୍ଯ୍ୟ ଉଦୟ ର ଠିକ ପରେ କରାଯାଇଥାଏ । ବନ୍ଧୁଗଣ ଏହି ସମୟରେ ସ୍ନାନ କରିବା ଶୁଭ ମାନାଯାଇଅଛି । କାରଣ ଏହି ସମୟରେ ସ୍ନାନ କରିବା ଦ୍ଵାରା ଶରୀରରେ ସର୍ବଦା ସକାରତ୍ମକ ଊର୍ଜା ବ୍ୟାପ୍ତ ରହିଥାଏ । ଏହା ଦ୍ଵାରା ସମସ୍ତ କାର୍ଯ୍ୟ କୁ କରିବା ପାଇଁ ଏହା ଆମ୍ଭ ମାନଙ୍କୁ ଉଶ୍ଚାହିତ କରିଥାଏ ।

ଦାନବ ସ୍ନାନ;- ବନ୍ଧୁଗଣ, ସକାଳ ୮ ଟା ପରେ ସ୍ନାନ କରିବା କୁ ଆମ୍ଭ ଶାସ୍ତ୍ର ରେ ଉଚିତ ସମୟ ମାନାଯାଇନାହି । କାରଣ ଏହି ସମୟରେ ବାତାବରଣ ରେ ଥିବା ଦେବିଶକ୍ତି ବହୁତ କମ ହୋଇଯାଇଥାଏ, ଫଳରେ ମନୁଷ୍ୟ ମଧ୍ୟରେ ଥିବା ଉତ୍ସାହ ତଥା ଊର୍ଜା କମ ଦେଖାଯାଇଥାଏ । ଫଳରେ ଅସାନ୍ତି ଅନୁଭବ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଏହି ମହତ୍ଵପୂର୍ଣ୍ଣ ବିଷୟ ବସ୍ତୁ ଟି ଯଦି ଭଲ ଲାଗିଥାଏ, ତେବେ ଦୟାକରି ଆପଣଙ୍କ ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *