ଗରମ ଗରମ ଚା’ ପିଉଥିଲେ ସାବଧାନ! ନଚେତ ହୋଇପାରନ୍ତି ଏହି ବଡ ରୋଗର ଶିକାର

ଭାରତରେ ଚା ଏକ ଏମିତି ପେୟ ପଦାର୍ଥ ଅଟେ ଯାହାକୁ ଅଧିକାଂଶ ଲୋକ ପିଈବା ପାଇଁ ପସନ୍ଦ କରନ୍ତି । ଶିତଦିନେ  ବେଶୀ ପିଈବା ଦ୍ଵାରା  ସମସ୍ତଙ୍କୁ ଆରମ ମିଳିଥାଏ । ଚା ର ସଉକିନ ଆପଣଙ୍କୁ ସବୁ ଜାଗାରେ ମିଳିବ । ଜଦି ଆପଣ ବି ଚା ପିଈବା ର ସଉକିନ ତେବେ କିଛି ରିସର୍ଚ ରୁ ଜଣାପଡିଛି କି ଏହା ବିଷୟରେ ଜାଣିବା ବହୁତ ଜରୁଜି ଅଟେ । ସବୁବେଳେ ଚା ପିଉ ଥିବା ଲୋକଙ୍କ ଦିମାଗ ଚା ପିଉ ନଥିବା ଲୋକଙ୍କ ଦିମାଗ ଠାରୁ ବେଶୀ ସୁସ୍ଥ ରହିଥାଏ ।

Image Courtesy: Google

କିନ୍ତୁ ଅଧିକ ଗରମ ଚା ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ଶିଙ୍ଗାପୁରରେ ହୋଇଥିବା ରିସର୍ଚ ରେ ଦାବି କରାଯାଇଛି କି ସବୁବେଳେ ଚା ପିଉଥିବା ଲୋକଙ୍କ ଦିମାଗ,ଚା ପିଉ ନଥିବା ଦୀମାଗ ତୁଳନାରେ ବେଶୀ କାମ କରିଥାଏ । ଏହାର ଖୁଲସା ବହୁତ ରିସର୍ଚ ରେ ହୋଇଛି । କୁହାଯାଏ କି ଦିମାଗ ର ବ୍ୟବସ୍ଥିତ ରହିବା ସବୁ ଭାଗ ଦିମାଗରା ପ୍ରତିକ୍ରିୟା ସହିତ ଜଡିତ ଥାଏ ।

Image Courtesy: Google

ପୂର୍ବରୁ ହୋଇଥିବା ରିସର୍ଚ ରୁ ଏହି କଥା ପ୍ରମାଣ ହୋଇଛି କି ଚା ପିଏବ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ । ଏହା କେବଳ ଦିମାଗ କୁ ଠିକ କରେନି ,ସେତିକି ନୁହେଁ ହୃଦୟ ଓ ନିଶା ସମ୍ବନ୍ଧିତ ବିମାରୀରୁ ବଞ୍ଚେଇ ଥାଏ । ବେଶୀ ଲୋକଙ୍କୁ ଗରମ ଚା ଓ କଫି ଭଲ ଲାଗେ,କିନ୍ତୁ ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ସ୍ଟଡି ରୁ ଯାହା ଫଳ ଆସିଛି, ତାଙ୍କ ହିସାବରେ ଗରମ ଚା ପିଉଥିବା ଲୋକଙ୍କର କ୍ୟାନ୍ସର ହେବାର ସମ୍ବାଭନା  ବେଶୀ ଥାଏ ।

Image Courtesy: Google

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *