ଶୀଘ୍ର ଗର୍ଭବତୀ ହେବାକୁ ଚାହୁଁଛନ୍ତି ତ ଏହି 2ଟି କାମ ଆଜିଠାରୁ ହିଁ ଆରମ୍ଭ କରି ଦିଅନ୍ତୁ- Pregnancy Tips

ଆଜି ଆମେ ଆପଣ ମାନଙ୍କୁ ମହିଳା ମାନେ ନିଜର ଫର୍ଟିଲଟି ବଢେଇବା ପାଇଁ କଣ କରିବା ଉଚିତ ସେହି ବିଷୟରେ କହିବାକୁ ଯାଉଛୁ । ପ୍ରାୟ ୧୦୦ରୁ ୧୫% କପଲଙ୍କୁ ଇନଫର୍ଟିଲଟି ସମସ୍ଯା ଦେଖା ଯାଉଛି । କାରଣ ଆଧୁନିକ ଯୁଗରେ ଖାଦ୍ୟପାନ ଓ ଜୀବନ ଶୈଳୀ ଦ୍ରୁତ ଗତିରେ ବଦଳିବାରେ ଲାଗିଛି ।

ଆଜି ଆମର ଏହି ଲେଖାରେ କିପରି ଇନଫର୍ଟିଲିଟି ସମସ୍ଯାକୁ ନିଜ ଲାଇଫ ଷ୍ଟାଇଲରୁ ଦୂର କରାଯାଇ ପାରିବ ଯାହା ପ୍ରାକୃତିକ ଉପାୟ ବା ପ୍ରାକୃତିକ ହର୍ବ ଦ୍ଵାରା ହୋଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ଦୁଇଟି ପ୍ରକ୍ରିୟା ମାଧ୍ୟମରେ ଏହା ସମ୍ଭବ ହୋଇ ପାରିବ । ତେବେ ଆସନ୍ତୁ ଜାଣିବା ସେହି ଦୁଇଟି ଉପାୟ କଣ ରହିଛି ।

୧- ଡାଏଟ ଓ ସପ୍ଲିମେଣ୍ଟ : ଆମ ଭାରତରେ ଖାଦ୍ୟପାନର ବହୁତ ଫରକ ରହିଛି । ବିଶେଷ କରି ପ୍ରୋଟିନ, ଆଇରନ, ଭିଟାମିନ ଖାଦ୍ଯରେ କମ ଦେଖା ଯାଉଛି । ପ୍ରତେକ ମହିଳାଙ୍କୁ ୮୦% ପ୍ରତିନ ଥିବା ଖାଦ୍ଯ ଖାଇବା ଉଚିତ । ଏହା ସହ ଆଇରନ ଥିବା ଖାଦ୍ଯର ମଧ୍ୟ ଭରପୁର ସେବନ କରିବା ଉଚିତ । ଯେମିତିକି ସବୁଜ ପନିପରିବା ମଧ୍ୟରେ ପାଳଙ୍ଗ ଶାଗ, ଅନାର, ବିଟ ଆଦି ଖାଇବା ଉଚିତ ।

ଏହା ଛଡା ଅଧିକ ଜଙ୍କ ଫୁଡ ଖାଦ୍ଯ ଯେମିତି ମଇଦା, ଚିନୀ ଆଦିର କମ ପ୍ରୟୋଗ କରିବା ଉଚିତ । ପ୍ରତି ଦିନ ଦୁଇ ପ୍ରକାର ଫଳର ସେବନ କରିବା ଉଚିତ । ଏହା ସହ ଖାଦ୍ଯ ପ୍ରସ୍ତୁତ କରିବା ପାଇଁ ଯେଉଁ ତେଲର ବ୍ୟବହାର କରା ଯାଉଛି ତାହା ଶୁଦ୍ଧ ହେବା ଉଚିତ । ତେଲ ମଧ୍ୟରେ ଓଲିଭ ଅଏଲର ବ୍ୟବହାର କରିଲେ ଭଲ ହୋଇଥାଏ । ଏହା ବ୍ଯତୀତ ଅନେକ ପ୍ରକାର ବୀଜ ଖାଦ୍ଯରେ ସାମିଲ କରିବା ଉଚିତ । ଯେମିତିକି ଆଲସୀ ମଞ୍ଜି, ତିଲ ମଞ୍ଜି ଆଦି ଡାଏଟରେ ଆଡ କରିବା ଉଚିତ ।

୨- ବ୍ୟାୟାମ : ପ୍ରତି ଦିନ ଗର୍ଭବତି ମହିଳା ମନାଙ୍କୁ ବ୍ୟାୟାମ ବା ଯୋଗ କରିବା ଉଚିତ । ସକାଳୁ ଖୋଲା ଜାଗାରେ ୩୦ ମିନିଟ ଯାଏଁ ସୂର୍ଯ୍ୟ କିରଣରେ ଛିଡା ହେବା ଉଚିତ । ଏହା ବ୍ଯତୀତ ଚଳାଇବା ଉଚିତ । ଏହା ଛଡା ସୂର୍ଯ୍ୟ ନମସ୍କାର, ଭ୍ରମରୀ ପ୍ରାଣାୟମ, ବଟରଫ୍ଲାଏ ପ୍ରାଣାୟମ ଆଦି କରିବା ଉଚିତ । ଯୋଗ ବା ବ୍ୟାୟମ କରିବା ଦ୍ଵାରା ଏହା ଆମ ଶରୀରରେ ପୋଷାକତତ୍ତ୍ଵ ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । ଏହା ଛଡା ପ୍ରାଣାୟମ କରିବା ଦ୍ଵାରା ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ ।

ଏହି ଦୁଇଟି ଉପାୟ କରିବା ଦ୍ଵାରା ମହିଳା ମାନଙ୍କର ହରମୋନ ଲେବଲ ଓ ଫର୍ଟିଲଟି ମଧ୍ୟରେ ଅନ୍ତର କଣ ଜାଣି ପାରିବେ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *