ଗର୍ଭ ଧାରଣ କରିବାର ସଠିକ ବୟସ କଣ ? Dr. Anjali Kumar

ବିବାହ ପରେ ସମସ୍ତଙ୍କୁ ଏହା ଶୁଣିବାକୁ ମିଳିଥାଏ ଯେ ବେବି କେବେ ହବ । ତେବେ ଏହା ସମସ୍ତଙ୍କ ପାଇଁ ବହୁତ ବଡ ପ୍ରଶ୍ନ ହୋଇଥାଏ କିନ୍ତୁ ବହୁତ ଲୋକ ନିଜ ପାଠ ପଢା ଆଉ ସଫଳତା ପାଇବା ପରେ ବିବାହ କରନ୍ତି ଯାହା ବହୁତ ଲେଟ କରିଥାଏ କିନ୍ତୁ ତାଙ୍କ ଆଉ ତାଙ୍କ ସନ୍ତାନ ଭବିଷତ ସୁରକ୍ଷିତ ମଧ୍ୟ କରିଥାଏ । ତେବେ ବହି ଅନୁଯାଇ କୁହା ଯାଇଛି ଯେ ୧୮ରୁ ୨୩ ବର୍ଷ ମଧ୍ୟରେ ଝିଅ ଗର୍ଭ ଧାରଣ କରିବା ବହୁତ ସହଜ ହୋଇଥାଏ ଆଉ ପ୍ରସବ ମଧ୍ୟ ସରଲ ହୋଇଥାଏ ଓ ଶରୀରକୁ ମଧ୍ୟ ଅଧିକ କଷ୍ଟ ହୋଇନଥାଏ । ତେବେ ଆସନ୍ତୁ ବିସ୍ତାର ସହ ଏହି କଥା ବିଷୟରେ ଜାଣିବା ।

ଝିଅ ମାନେ ଯେବେ ଜନ୍ମ ହୋଇଥାନ୍ତି ତାଙ୍କ ଗର୍ଭରେ ସୀମିତ ମାତ୍ରାରେ ଅଣ୍ଡା ହୋଇଥାଏ ତେବେ କୁହା ଯାଇଛି ଯେ ୧୦୦୦ ଅଣ୍ଡା ହୋଇଥାଏ ଯାହା ୧୧ ବର୍ଷ ବୟସରୁ ପ୍ରତି ମାସ କମିବାକୁ ଲାଗିଥାଏ ଆଉ ୨୫ ବର୍ଷ ପର୍ଯ୍ୟନ୍ତ ଆମ ଶରୀର ବଢିବାକୁ ଲାଗିଥାଏ ଯାହା ଫଳ ସ୍ୱରୂପ ଆମ ଶରୀରରେ ହାର୍ମୋନ ନିର୍ମାଣ ହାଉଥାଏ କିନ୍ତୁ ୨୫ ପରେ ଏହା ଶରୀରରୁ କମିବାକୁ ଲାଗେ ଆଉ ଏହି ସମଯରୁ ଆମ ଶରୀର ଦୁର୍ବଳ ହବାକୁ ଲାଗିଥାଏ ବା ବହୁତ ପ୍ରକାର ରୋଗ ମାଡି ଆସିଥାଏ ଝିଅ ମାନଙ୍କୁ ବହୁତ ପ୍ରକାର ଅସୁବିଧା ଦେଖିବାକୁ ମିଳିଥାଏ ।

ତେବେ ଏହି ସବୁ ର କାରଣ ଆଜି କାଳିକା ଖାଦ୍ଯ ଆଉ ଆମ ଖରାପ ଅଭସ୍ୟାସ ମଧ୍ୟ ହୋଇଥାଏ । ବହୁତ ଲୋକ ଆଜି କାଲୀ ବାହାରେ କାମ କରୁଛନ୍ତି ଆଉ ନିଜେ ରୋଷେଇ କରି ଖାଇବା ଅପେକ୍ଷା ବାହାର ଖାଦ୍ଯ ଖାଇବା ପସନ୍ଦ କରୁଛନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ତେବେ ବହୁତ ମହିଳା ମାନେ ମସ୍ତି ପାଇଁମ ଦଆଉ ସି-ଗା-ରେ-ଟ ଭଳି ଜିନିଷ ସେବନ କରନ୍ତି ଯାହା ତାଙ୍କ ଗର୍ଭ ଉପରେ ବହୁତ ଖରାପ ହୋଇଥାଏ ଏହି ଭଳି ମହିଳାଙ୍କ ଗର୍ଭ ରହିବା ବହୁତ କଷ୍ଟକର ହୋଇଥାଏ ଆଉ ମିଷକରେଜ ବହୁତ ଅଧିକ ହୋଇଥାଏ ।

ତେବେ କମ ବୟସ ହବାରୁ ମଣିଷ ଅଧିକ ଭାବନା ରେ ରହିଥାଏ କିନ୍ତୁ ଆଜିକା ସମୟରେ ଲୋକ ପ୍ରାକ୍ଟିକାଲ ହୋଇ କିଛି ବୁଝୁ ନାହାନ୍ତି । ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖିଲେ ଆପଣ ସ୍ଵସ୍ଥ ଛୁଆକୁ ଜନ୍ମ ଦେଇ ପାରିବେ । ପୁରୁଷ ମକାନଙ୍କ ଧାତୁ ମଧ୍ୟ ୩୦ ପର୍ଯ୍ୟନ୍ତ ଭଲ ରହିଥାଏ କିନ୍ତୁ ୩୫ରୁ ୪୦ ହେଲା ପରେ ଧାରୁ ଦୁର୍ବଳ ହୋଇଥାଏ ଯାହା ଫଳ ସ୍ୱରୂପ ତାହା ଅଣ୍ଡାକୁ ଗର୍ଭ ପାଇଁ ତିଆରି କରି ପାରେ ନାହିଁ ସେଥିପାଇଁ ସଠିକ ବୟସରେ ବିବାହ କରି ସନ୍ତାନ ପାଇବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *