ପୁଅ କି ଝିଅ ହେବାର ଉପାୟ ? ସନ୍ତାନ ଚାହୁଁଥିଲେ ଥରେ ନିଶ୍ଚୟ ଦେଖନ୍ତୁ

ପ୍ରତେକ ମହିଳା ଙ୍କ ଜୀବନରେ ଗର୍ଭବତୀ ହେବା ଏକ ସ୍ଵପ୍ନ ଥାଏ । ଏଥିପାଇଁ ମହିଳା ଓ ପୁରୁଷ ଉଭଯଙ୍କୁ ସମ୍ପର୍କ ସ୍ଥାପନ କରିବାକୁ ପଡିଥାଏ । ଯାହା ଦ୍ଵାରା ଦୁହିଙ୍କର ଔରସରୁ ପୁତ୍ର ବା କନ୍ୟା ସନ୍ତାନ ଜନ୍ମ ନେଇଥାଏ । କିନ୍ତୁ ଆମର ପ୍ରାଚୀନ ଗ୍ରନ୍ଥ ବା ପୁରାଣ ଅନୁସାରେ ଏମିତିକି କିଛି ରହସ୍ୟ ରହିଛି ଯାହା ଦ୍ଵାରା ଜଣା ପଡିଥାଏ କି ମହିଳା ଗର୍ଭ ରେ ପୁତ୍ର ସନ୍ତାନ ଅଛି ନାଁ କନ୍ୟା ସନ୍ତାନ ଅଛି । ତେବେ ଆଜିର ଆମର ବିଷୟ ବସ୍ତୁ ଏମିତି କିଛି ରହିଛି ଯେ ସନ୍ତାନ ଉତ୍ପତି ପାଇଁ ବାମ ନାକ ଫାଉଡା ଓ ଡାହାଣ ନାକ ପୁଡା ରେ ନିଶ୍ଵାସ ଯିବାରେ କେଉଁ ଭଳି ପାର୍ଥକ୍ଯ ରହିଛି ।

ପ୍ରାଚୀନ ମୁନି ରୁଷୀ ଓ ବିତ୍ତନ ମାନେ ସନ୍ତାନ ଉତ୍ପତି ନିମନ୍ତେ ଯେଉଁ ବିଦ୍ୟା ଦର୍ଶାଇଛନ୍ତି ସେହି ଅନୁସାରେ ସ୍ତ୍ରୀ ର ର-ଜ ଫଳନ ପରେ ମହିଳା ମାନଙ୍କର ପୁତ୍ର ବା କନ୍ୟା ସନ୍ତାନ ପ୍ରାପ୍ତ ହୋଇଥାଏ । ଏମିତି ହେବା ଦ୍ଵାରା ମହିଳା ମାନେ ଯେପରି ସନ୍ତାନ ଇଚ୍ଛା କରିଥାନ୍ତି ତାହା ଲାଭ କରି ପାରିବେ । ସଂଗତି, ଶାସ୍ତ୍ର ଓ ବିଦ୍ଵାନ ମାନଙ୍କ ମତ ଅନୁସାରେ ସଂ-ଯ-ମ କାଳରେ ପୁରୁଷର ବୀ-ର୍ଯ୍ୟ ସ୍ତ୍ରୀ ର ର-ଜ ଠାରୁ ଅଧିକ ହେଲେ ପୁତ୍ର ସନ୍ତାନ ଲାଭ ହୋଇଥାଏ । ଅନ୍ୟ କ୍ଷେତ୍ର ରେ ସ୍ତ୍ରୀ ମାନକର ର-ଜ ପୁରୁଷ ମାନଙ୍କର ବୀ-ର୍ଯ୍ୟ ଠାରୁ ଅଧିକ ହେଲେ କନ୍ୟା ସନ୍ତାନ ଲାଭ ହୋଇଥାଏ ।

ପ୍ରାଚୀନ କାଳର ରୁଷୀ ମାନଙ୍କ କହିବା ମୁତାବକ ସ୍ତ୍ରୀ ର ରାଜା ନିବୃତ୍ତିର ୬,୮,୧୦, ୧୨, ୧୪, ୧୬ ଦିନ ମାନଙ୍କରେ ସଙ୍ଗମ ସମୟରେ ଗର୍ଭ ରହିଲେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ । ଅନ୍ୟ ପଟେ ୫,୭,୯,୧୧,୧୩,୧୫ ଦିନ ମାନଙ୍କରେ ସଙ୍ଗମ ସମୟରେ ସ୍ତ୍ରୀ ଗର୍ଭ ଧାରଣ କରିଲେ କନ୍ୟା ସନ୍ତାନ ଜନ୍ମ ହୋଇଥାଏ ।

କେତେକ ପ୍ରାଚୀନ ମୁନି ରୁଷି ମାନଙ୍କ କହିବା ଅନୁସାରେ ବାମ ନାକରେ ନିଶ୍ଵାସ ଯାଉଥିବା ବେଳେ ସ୍ତ୍ରୀ ସଙ୍ଗମ କରି ଗର୍ଭ ଧାରଣ କରିଲେ କନ୍ୟା ସନ୍ତାନ ଜନ୍ମ କରିଥାଏ । ଅନ୍ୟ କ୍ଷେତ୍ର ରେ ଡାହାଣ ନାସ ପୁଡା ରେ ନିଶ୍ଵାସ ଯାଉଥିବା ବେଳେ ସ୍ତ୍ରୀ ସଙ୍ଗମ କରି ଗର୍ଭ ଧାରଣ କରିଲେ ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *