ଗର୍ଭାବସ୍ଥାରେ ସମ୍ପର୍କ ରଖିବା ଠିକ ନା ଭୁଲ ? Pregnancy Tips

ଗର୍ଭାବସ୍ଥା ସମୟରେ ଶାରୀରିକ ସମ୍ପର୍କ ରଖିବା ସେଫ କି ସେଫ ନୁହେଁ ବା କେଉ କେଉଁ କଥାକୁ ଧ୍ୟାନ ରଖିବା ନୁହତି ଭାବରେ ଦରକାର । କେବେ କରିବା କଥା ଓ କେବେ କରିବା କଥା ନୁହେଁ ଓ କଣ କଣ ପ୍ରତିରୋଧ ନେବା ଦରକାର ହୋଇଥାଏ ଯାହା ଫଳରେ ଆମ ଗର୍ଭରେ ବଢୁଥିବା ଶିଶୁ ଉପରେ କିଛି ଖରାପ ପ୍ରଭାବ ପଡିବ ନାହିଁ ।  ଆମେ ଆଜି ଏହି ସବୁ ବିଷୟରେ ଆଲୋଚନା କରିବା । ବହୁତ ଜଣଙ୍କ ମନରେ ଏହି ସବୁ ପ୍ରଶ୍ନ ଉଠିଥାଏ ।

ବହୁତ ଜଣ ଏହିକଥା ଜାଣିବା ପାଇଁ ମଧ୍ୟ ଚାହିଁ ଛନ୍ତି କଣ କରିବେ ଓ କଣ କରିବେ ନାହିଁ । ଏହି ଟପିକ ବହୁତ ଗୁରୁତ୍ଵପୂର୍ଣ ଅଟେ ଏହାକୁ ଆପଣ ନିଶ୍ଚିତ ଭାବରେ ଜାଣିବା ଦରକାର । ଆଜି ଆମେ ଜାଣିବା କଣ ଅସୁବିଧା ଥିଲେ ଶାରୀରିକ ସମ୍ପର୍କ ରଖିବା ଠିକ ହୋଇନଥାଏ ।

ଯଦି ଆମେ ନାମାଙ୍କିକି ଶାରୀରିକ ସମ୍ପର୍କ ରଖିବା ତାହେଲେ ଆମର ଗର୍ଭପାତ ହେବାର ବହୁତ ସମ୍ଭାବନା ଥାଏ । ସମୟ ପୂର୍ବରୁ ଡେଲିବରୀ ହେବାର ବହୁତ ସୁଯୋଗ ଥାଏ । ଯଦି ଆପଣଙ୍କର ବହୁତ ଥର ଗର୍ଭପାତ ହୋଇଛି କିମ୍ବା ଆପଣଙ୍କର ସମୟ ପୂର୍ବରୁ ଡେଲିଭରି ହୋଇଛି  କି ଯଦି ଆପଣଙ୍କର ଯାଆଁଳା ହେବାର ଅଛି । ଯଦି ଆପଣଙ୍କର ୟୁଟ୍ରେସର ମୁହଁ ଛୋଟ ହୋଇଛିକି ଷ୍ଟିଚ ପଡିଛି କି ଯଦି ଆପଣଙ୍କର ପ୍ଲାସେଣ୍ଟା ତଳ ଆଡକୁ ରହିଛି । ଏହି ସବୁ ପରିଷ୍ଟିତିରେ ଶାରୀରିକ ସମ୍ପର୍କ ବିଲକୁଲ ରଖିବା କଥା ନୁହେଁ ।

ଆମେ ଜାଣିବା ଏହି ସବୁ ପରିଷ୍ଟିତିରେ ଶାରୀରିକ ସମ୍ପର୍କ ରଖିଲେ କଣ ସବୁ ଅସୁବିଧା ହୋଇଥାଏ ଓ କଣ ସବୁ ବିପଦ ଆସିଥାଏ । ଯଦି ପ୍ରେଗନନସୀ ସମୟରେ ଜେନ ମହିଳାଙ୍କର ଏହି ସବୁ ଅସୁବିଧା ରହିଛି, ଏହି ସବୁ କଥାକୁ ନମାନି ସେ ଯଦି ସମ୍ପର୍କ ରଖୁଛନ୍ତି । ତାହେଲେ ତାଙ୍କର ପ୍ରଥମ ତିନିମାସରେ ଗର୍ଭପାତ ହେବାର ବହୁତ ସମ୍ଭାବନା ରହିଥାଏ । ବ୍ଲିଡିଙ୍ଗ ହେବାର ବହୁତ ସମ୍ବାଭନା ରହିଛି ଓ ସମୟ ପୂର୍ବରୁ ଡେଲିଭରି ହେବାର ମଧ୍ୟ ବହୁତ ସମ୍ବାଭନା ରହିଛି । ଏହା ଶିଶୁ ପାଇଁ ବହୁତ କ୍ଷତିକାରକ ହୋଇଥାଏ ।

ଯଦି ଶିଶୁର ଗ୍ରୋଥ ଠିକସେ ହୋଇନଥିବ କି ତାର ଯଦି ବୃଦ୍ଧି ଠିକସେ ହୋଇନଥିବ ତାହେଲେ ଶିଶୁ ପାଇଁ ଏହା ବହୁତ ବିପଦ ହୋଇଥାଏ । ନହେଲେ ପାଣି ଲିକେଜ ହବା ମଧ୍ୟ ଆରମ୍ଭ ହୋଇଥାଏ । ଯଦି ଆପଣଙ୍କ ଶରୀରରେ କିଚିବି କମ୍ପ୍ଲିକେସନ ରହିଛି ଯଦି ଆପଣ ସମ୍ପର୍କ ରଖୁଛନ୍ତି ଏହି ସବୁ ଜିନିଷ ହେବାରେ ବହୁତ ସମ୍ବାଭନା ରହିଛି । ଆଉ ଯଦି ଆପଣଙ୍କର କିଚିବି ଅସୁବିଧା ନାହିଁ ତାହେଲେ ଆପଣ ରଖିପାରିବେ ସେଥିରେ କିଚିବି ଅସୁବିଧା ନାହିଁ ।

ଆପଣ ଯେତେବେଳେ ସମ୍ପର୍କ ରଖୁଛନ୍ତି ଆପଣଙ୍କୁ କେଉଁ ଜିନିଷର ଯତ୍ନ ନେବା ଆବଶ୍ୟକ ହୋଇଥାଏ । ସବୁବେଳେ ଧ୍ୟାନ ରଖିବେ ଯେତେବେଳେ ଜଣେ ଗର୍ଭବତୀ ମହିଳା ସମ୍ପର୍କ ରଖୁଛନ୍ତି ସେତେବେଳେ ଯେମିତି ତାଙ୍କୁ କିଛି କଷ୍ଟ ହେଉନଥିବ କି ତାଙ୍କର ଯେମିତି ଇନଫେକସନ ନହେବ ସେଥିପ୍ରତି ଧ୍ୟାନ ରଖିବେ ।  ଯଦି ଗର୍ଭବତୀ ମହିଳାଙ୍କୁ କିଚିବି ଇନଫେକସନ ହେବ ସେଟା ତାଙ୍କ ବେବି ପାଖକୁ ମଧ୍ୟ ଜୀବ ।

ଯାହା ବେବି ପାଇଁ ବହୁତ କ୍ଷତିକାରକ ହୋଇପାରେ । ଆପଣ ଯେତେବେଳେ ଡାକ୍ତରଙ୍କ ପାଖକୁ ଯାଉଛନ୍ତି ଆପଣଙ୍କ ମନରେ ଯାହାବି ପ୍ରଶ୍ନ ଅଛି ଆପଣ ତାଙ୍କୁ ପଚାରି ପାରନ୍ତି । ଆପଣଙ୍କୁ ସେ ବହୁତ ଭଲ ଭାବରେ ବୁଝାଇ ଦେବେ କଣ କରିବାର ଅଛି ବା କଣ କରିବାର ନାହିଁ । କେହି କେହି କହିଥାନ୍ତିକି ଯଦି ପ୍ରେଗନେନସିର ସେସ ସମୟରେ ଯଦି ଜଣେ ଶାରୀରିକ ସମ୍ପର୍କ ରଖୁଛନ୍ତି ତାହେଲେ ତାଙ୍କର ଡେଲିଭରି ଠିକ ସମୟରେ ହୋଇଯାଏ ନହେଲେ କିଛି ସମୟ ପୂର୍ବରୁ ହୋଇଯାଏ ।

ଯେଉଁଟାକି ସେଫ ହୋଇଥାଏ ତାଙ୍କ ପାଇଁ । ଏହା ପଛରେ କିଛି କାରଣ ଅଛି କିନ୍ତୁ ସେଟା ପ୍ରମାଣ ହୋଇନି ଏ ପର୍ଯ୍ୟନ୍ତ, ଏହା ସହେ ପ୍ରତିଶତ ଠିକ କି ଠିକ ନୁହେଁ । ଯଦି ଆପଣଙ୍କର ୯ ମାସ ଶେଷ ହୋଇଗଲାନି ଓ ବେବୀର ବୃଦ୍ଧି ଭଲସେ ହୋଇଗଲାଣି ଯଦି ଆପଣ ଶାରୀରିକ ସମ୍ପର୍କ ରଖୁଛନ୍ତି ସେଥିରେ କିଛି ଅସୁବିଧା ହେବନି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *