ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଯୁବପିଢି ମାନଙ୍କ ପାଇଁ ଏକ ବଡ ସୂଚନା ରହିଛି । ଏଣିକି ପ୍ରେମିକା ରଖିଲେ ଭୋଗିବାକୁ ପଡିବ ଜେଲ । ଏହି କଥା ଟି ଶୁଣିବାକୁ ଆଶ୍ଚର୍ଯ୍ୟ କରିଲା ଭଳି ଲାଗୁଥିଲେ ମଧ୍ୟ ଏହା ସତ୍ୟ ଘଟଣା ଅଟେ । ତେବେ ଆସନ୍ତୁ ଜାଣିବା ଏହି ନୂଆ ଆଇନ ବିଷୟରେ ସଂପୂର୍ଣ୍ଣ ବିବରଣୀ । ଆମ ଦେଶରେ ଅନେକ ପ୍ରକାରର ଆଇନର ବିଚାର ରହିଛି । ଯେଉଁ ଦେଶର କାକୁନ ଆଶ୍ଚର୍ଯ୍ୟକର ହୋଇଥାଏ ତାହା ମାନିବାକୁ ପଡିଥାଏ ।
ସବୁ ନିୟମ ଭିତରୁ ଏହି ନୂଆ ନିୟମ ବିଚିତ୍ର ଧରଣର ବୋଲି କୁହା ଯାଉଛି । କିନ୍ତୁ ଅନେକ ଦେଶରେ ଗାର୍ଲଫ୍ରେଣ୍ଡକୁ ନେଇ କିଛି କଡା ଆଇନ ରହିଛି । ଆମ ପଡୋଶୀ ଦେଶ ପାକିସ୍ତାନରେ ଏମିତି ଏକ ଆଇଆନ ରହିଛି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତ କଥା ହେଉଛି ପାକିସ୍ତାନରେ ଏମିତି ଏକ ବିଚିତ୍ର ନିୟମ ରହିଛି ।
ପାକିସ୍ତାନ ରେ କେହି ଯୁବପିଢି ନିଜର ଗାର୍ଲଗ୍ରେଣ୍ଡ ରଖି ପାରିବେ ନାହି । ଯଦି କୌଣସି ଯୁବକ ତାର ପ୍ରେମିକା ସହ ଧରା ପଡିଯାଏ ତେବେ ତାକୁ ସିଧା ସଳଖ ଜେ-ଲ କୁ ନିଆଯିବ । ଏମିତି ରେ ପାକିସ୍ତାନ ରେ କୌଣସି ଯୁବକ କୌଣସି ଯୁବତୀ ଙ୍କ ଶ ସାଧାରଣ ଭାବେ ବନ୍ଧୁତା ମଧ୍ୟ କରନ୍ତି ନାହି ।
ପାକିସ୍ତାନ ରେ ଏହାକୁ ନେଇ ବହୁତ କ-ଠୋ-ର ଆଇନ ରହିଛି । ନିୟମ ଅନୁସାରେ ଜଣେ ଯୁବକ ଓ ଯୁବତୀ ବିବାହ ପୂର୍ବ ରୁ ଏକାଠି ରହି ପାରିବେ ନାହି । ପାକିସ୍ତାନ ଭଳି ୟୁରୋକରେ ମଧ୍ୟ ପ୍ରେମିକାକୁ ନେଇ ଅଜବ ଧରଣର ଆଇନ ରହିଛି । ଏଠାରେ କେହି ଯୁବକ ସାଧାରଣ ଭାବେ ନିଜର ପ୍ରେମିକଙ୍କର ହାତ କୁ ଧରି ପାରିବେ ନାହି ।
ଯଦି ୟୁରୋକରେ କୌଣସି ଯୁବକ ତାଙ୍କର ପ୍ରେମିକା ସହ ସାଧାରଣ ଜାଗାରେ ଦେଖାଜେ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯାଏ । ଏଠାରେ ଯୁବକ ଓ ଯୁବତୀ ପରସ୍ପରକୁ କିସ କରିବାକୁ ମଧ୍ୟ ବାରଣ କରା ଅଯାଇଛି । ଆମ ପଡୋଶୀ ଦେଶ ଚୀନରେ ଅବିବାହିତ ପୁଅ ମାନଙ୍କୁ ପ୍ରେମିକ ଭାବେ ଭଡାରେ ନେଇଥାନ୍ତି ।
କିନ୍ତୁ ଚୀନରେ ପ୍ରେମୀ ଯୁଗଳ ନିଜ ପସନ୍ଦ ମୁତାବକ ସାଥି ଚୟନ କରିଥିଲେ ମଧ୍ୟ ତାଙ୍କ ବିନା ଅନୁମତିରେ ହାତ ଧରି ପାରିବେ ନାହି । ଯେଉଁ ଯାଏଁ ଝିଅଟି ପୁଅକୁ ହାତ ଧରିବାକୁ ଅନୁମତି ନ ଦେଇଛି ସେ ଯାଏଁ ପୁଅ ତାର ହାତ ଧରି ପାରିବ ନାହି କି ଛୁଇଁ ପାରିବ ନାହି ଭଳି ନିୟମ ରହିଛି ଚୀନରେ ।
ବର୍ତ୍ତମାନ ଏହି ନୂଆ ଆଇନକୁ ନେଇ ଜୋରସୋର ରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଆଇନକୁ ନେଇ ପ୍ରେମୀ ଯୁଗଳଙ୍କ ଉପରେ କେଉଁ ଭଳି ପ୍ରଭାବ ପଡିବ ତାହା ସମୟ କହିବ । କେତେ ପରିମାଣରେ ପ୍ରେମୀ ଯୁଗଳ ଏହି ନୂଆ ଆଇନର ପାଳନ କରୁଛନ୍ତି ତାହା ଦେଖିବାର ଅଛି ।
ବନ୍ଧୁଗଣ ଆପଣ ମାନଙ୍କର ପ୍ରେମୀ ଯୁଗଳଙ୍କ ପାଇଁ ହୋଇଥିବା ଏହି ନୂଆ ନିୟମକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।