ଘରକୁ ଫେରିବା ପରେ ମା’ Aparajitaଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଲେ Babushan, କହିଲେ ଏମିତି…

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଗତ ଶନିବାର ଦିନ ଷ୍ଟାର ଙ୍କ ଘରର କଳି କାରଣରୁ ପ୍ରକୃତି ମିଶ୍ର ଙ୍କ ସହ ବାବୁସାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ବର୍ତ୍ତମାନ ଯାଏଁ ଜାରି ରହିଛି । ତେବେ ବାବୁସାନ ଓଡିଶା ଫେରି ନ ଥିଲେ ଯାହା ପାଇଁ ମା ଅପରାଜିତା ଗଣ ମାଧ୍ୟମ ଆଗରେ ହାତ ଯୋଡି କାନ୍ଦି କାନ୍ଦି ପୁଅକୁ ଘରକୁ ଫେରିବା କହିଥିଲେ । ଗତ କଲି ପ୍ରକୃତି ନିଜ ଘରକୁ ଫେରିବା ପରେ ପୋଲିସ ପଚରାଉଚରା କରି ସାରିଛି । ତେବେ ବାବୁସାନ କେବେ ଆସିବେ ତାହାକୁ ନେଇ ଯେଉଁ ଚର୍ଚ୍ଚା ସମାଲୋଚନା ଚାଲିଥିଲା ତାହାର ଅନ୍ତ ଘଟିଛି ।

ସୂଚନା ଅନୁଯାୟୀ ଆଜି ବାବୁସାନ ଆସି ଭୁବନେଶ୍ବର ଏୟାରପୋର୍ଟ ରେ ପହଞ୍ଚି ସରାଇଛନ୍ତି । ଏମିତି କି ନିଜ ଘରକୁ ମଧ୍ୟ ଯାଇ ସାରିଛନ୍ତି । ଘରେ ପହଞ୍ଚିବା ପରେ ନିଜ ମା ଙ୍କୁ ଧରି ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି ଓଲିଉଡ ହିରୋ ବାବୁସାନ ମହାନ୍ତି । ତାଙ୍କ ଆଖି ରୁ ଝରିଗଲା ପ୍ରାୟଶ୍ଚିତ ର ଲୁହ । ଆଉ ମା ଙ୍କୁ ପୁଅ ବାବୁସାନ କହିଲେ ଆଉ ଏମିତି ଭୁଲ କେବେ ହେବ ନାହି ।

ବାବୁସାନ କହିଲେ ମା ମୁଁ ତୋତେ ଛାଡି ଆଉ କୁଆଡେ ବି ଯିବୀ ନାହି ମୁଁ ସବୁବେଳେ ତୋ ପାଖରେ ଆଉ ବାପା ଙ୍କ ପାଖରେ ରହିଛି ମୁଁ ଏବେ ପୁରା ବଦଳି ଯିବୀ ପୁରା ସୁନା ପୁଅ ହୋଇଯିବୀ ଏ ଦୁନିଆ ଏବେ ନୂଆ ବାବୁସାନ କୁ ଦେଖିବ । ଏମିତି କିଛି କହିଛନ୍ତି ବାବୁସାନ ଘରେ ପହଞ୍ଚିବା ପରେ ମା ଅପରାଜିତା ଙ୍କୁ । ବାପା ଙ୍କ ଦେହ ଖରାପ ଥିବାରୁ ପୁଅ ବାବୁସାନ ତାଙ୍କ ପାଖରେ ମଧ୍ୟ ବସି କାନ୍ଦିଛନ୍ତି ।

ପୁଅ ତୁ ଫେରିଆ ବୋଲି କାନ୍ଦି କାନ୍ଦି କ୍ୟାମେରା ଆଗରେ ମା ଅପରାଜିତା ନେହେରୁ ହୋଇ ହାତ ଯୋଡି କହିଥିଲେ । ଯେଉଁ ମା ନିଜ ପୁଅ କୁ ଏତେ ଭଲ ପାଉଛି ତାକୁ କେମିତି ବ ଛାଡି ରହିପାରି ଥାନ୍ତା ପୁଅ । ସେଥିପାଇଁ ତ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ଆଜି ହେରିଆ ଆସିଛି ପୁଅ ତା ମା ପାଖକୁ । ଘରେ ପହଞ୍ଚିବା ପରେ ମା ଆଖି ରୁ ଝଋ ଯାଇଛି ଖୁସି ର ଲୁହ ।

ପୁଅ ବାବୁସାନ ମଧ୍ୟ ମା ଅପରାଜିତା ଙ୍କୁ ଧରି ବହୁତ ଜୋର ରେ କାନ୍ଦି ପକାଇଛନ୍ତି । ଯାହା ବହୁତ ହୃଦୟ ସ୍ପର୍ଶୀ ରହିଛି । ଗତ କାଲି ବାବୁସାନ ଚେନ୍ନାଇ ରୁ ଭୁବନେଶ୍ଵର ଆସୁଛନ୍ତି ବୋଲି ଚେନ୍ନାଇ ବନ୍ଦର ରୁ ଏକ ଭିଡିଓ ଭାଇରାଲ ହୋଇଥିଲା । କିନ୍ତୁ ଗତ କାଲି ସେ ଆସି ନ ଥିଲେ । କିନ୍ତୁ ଆଜି ସକାଳେ ସେ ଭୁବନେଶ୍ବର ରେ ଆସି ପହଞ୍ଚି ବରମୁଣ୍ଡା ସ୍ଥିତି ଘରକୁ ଆଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ମା ଅପରାଜିତା ଓ ପୁଅ ବାବୁସାନଙ୍କ ଏଭଳି ଭଲ ପାଇବାକୁ ଓ ସମ୍ପର୍କ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *