ଘାଇଲା ବାଘୁଣୀ Archana Nag, ମିଡ଼ିଆ ପ୍ରଶ୍ନରେ ଗର୍ଜିଲେ, କହିଲେ… ଦେଖନ୍ତୁ Video

ବନ୍ଧୁଗଣ କଡା ସୁରକ୍ଷା ବଳରେ SDJM କୋର୍ଟ ରେ ପଚାଞ୍ଚିଛନ୍ତି ଅର୍ଚ୍ଚନା ନାଗ । ତାଙ୍କ ରୁବାବ କହୁଛି ସେ ନିଶ୍ଚିନ୍ତ ଭିତରୁ ଦୃଢ ଅଛନ୍ତି ଯେ ସେ କିଛି ବି ପାପ କରି ନାହାନ୍ତି । ସେ କାହାକୁ ଧମକ ଦେଇ ନାହାନ୍ତି କି କାହାକୁ ଜୋର ଜବରଦସ୍ତ ସେକ୍ସ କରିବା ପାଇଁ ବାଧ୍ୟ କରି ନାହାନ୍ତି । ତାଙ୍କ ଚରିତ୍ର ଗଙ୍ଗା ପରି ନିର୍ମଳ ଆଉ ସେଥିପାଇଁ ମିଡିଆକୁ ଚିତ୍କାର କରି କହି ଚାଲିଛନ୍ତି ଗୋଟିଏ କଥା କି ମିଛ ଖବର ପ୍ରସାରଣ କରନ୍ତୁ ନାହି । ନିଜ ନିଜର ଦାୟିତ୍ଵ ବୁଝାନ୍ତୁ ଗଣ ମାଧ୍ୟମର ସଦୁପୋଯୋଗ କରନ୍ତୁ ।

ଜେଲ ରେ ୧୪ ଦିନ ବିଚାର ବିଭାଗୀୟ ହାଜତ ରେ ରହି ଅର୍ଚ୍ଚନା ଏବେ ମିଡିଆକୁ ଜ୍ଞାନ ଦେବାରେ ଲାଗିଛନ୍ତି । ଆଉ ମିଡିଆକୁ କହୁଛନ୍ତି ତୁମେ ମାନେ ତୁମର କର୍ତ୍ତବ୍ୟ କୁ ଭୁଲି ଯାଅ ନାହି । ପ୍ରମାଣ ଆଣ ଆଉ ତା ପରେ ମୋ ଉପରେ ଆରୋପ କର । ତେବେ ଜେଲ ଭିତରେ ଥାଇ ସେ ଗୋଟି ଗୋଟି କରି ଦେଖୁଛନ୍ତି କି ତାଙ୍କୁ ନେଇ ମିଡିଆ ସମାଲୋଚନା କରୁଛନ୍ତି । ତେବେ ଗତ କାଲି ଏମିତି ଭାବେ SDJM କୋର୍ଟ ରେ ପହଞ୍ଚିଥିଲେ ଅର୍ଚ୍ଚନା ନାଗ । ଆଉ ପୋଲିସ ବି କୌଣସି ଫାଙ୍କ ଛାଡି ନ ଥିଲା ତାଙ୍କ ସୁରକ୍ଷା ରେ ।

ଗୋଟେ ପରେ ଅର୍ଚ୍ଚନା ଆସୁଥିବା ଗାଡିକୁ କଳା ରଙ୍ଗର କପଡାରେ ଘୋଡାଇ ଦିଆଯାଇଥିଲା । ଆଉ ଝରାକ ବାଟେ ଯେମିତି କେହି ଦେଖିପାରିବେ ନାହି । ଆଉ ପରେ ଝାରପଡା ଓ ଭୁବନେଶ୍ଵର SDJM କୋର୍ଟରେ ମଧ୍ୟ ଏଭଳି ସୁରକ୍ଷାର ବ୍ୟବସ୍ଥା ଯେଉଁ ଠାରେ ୧ ପ୍ଲାଟୁନରୁ ଅଧିକ ପୋଲିସ ମୁତୟନ ହୋଇଥିଲେ । ମହିଳା ଇନ୍ସ୍ପେକ୍ଟରଙ୍କ ସହ ମହିଳା କନେଷ୍ଟବଳ ମଧ୍ୟ ଉପସ୍ଥିତ ଥିଲେ । ଅର୍ଚ୍ଚନାଙ୍କୁ ପୋଲିସ ଭ୍ୟାନ ରୁ କୋର୍ଟ ଭିତରକୁ ନେବା ଯାଏଁ ନାକେଦମ ହୋଇଯାଇଥିଲା ପୋଲିସ କାରଣ ଅର୍ଚ୍ଚନାକୁ ଭେଟିବା ପାଇଁ ଗଣ ମାଧ୍ୟମ ପ୍ରତିନିଧି ।

ଅର୍ଚ୍ଚନା ନିଜେ ମିଛ କହୁ ନାହାନ୍ତି ଏହାର ପ୍ରମାଣ ଦେଇପାରିବେ ତ ? କୋର୍ଟ କେତେ ବିଶ୍ଵାସ ଜତାଇବେ ତାଙ୍କର କହୁଥିବା କଥା ଉପରେ ? ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଙ୍ଗ କରିଥିଲେ ଏହା ଉପରେ ବିଚାର ବିଭାଗୀୟ ତଦନ୍ତ କରାଯିବବ ଆଉ ମାମଲା ଉପରେ ଶୁଣାଣୀ କରିବେ SDJM କୋର୍ଟ । ଅର୍ଚ୍ଚନା ଆସିଛନ୍ତି କୋର୍ଟ ସାମନାରେ ଉପସ୍ଥିତ ରହିବେ । ଅକ୍ଷୟ ପରିଜାଙ୍କୁ ଧମକ ଦେଇଥିଲେ କି ନାହି କିମ୍ବା ଶ୍ରଦ୍ଧାଞ୍ଜଳିଙ୍କୁ କାହିଁକି ଅକ୍ଷୟ ପରିଜାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଆଉ ଏହା ସହ ୩ କୋଟି ଟଙ୍କା ଉପରେ କଣ ପ୍ରତିକ୍ରିୟା ରଖିବେ ଅର୍ଚ୍ଚନା ନାଗ ।

ତାଙ୍କ ଭିତରେ ଏବେ ବି କନ୍ଫିଡେଣ୍ଟ ଅଛି କାରଣ ସେ ଚୋର ଭଳି ନୁହେଁ ସିଂହ ଭଳି ଚିତ୍କାର କରୁଛନ୍ତି । କଥାରେ ଅଛି ଚୋର ର ମୁହଁ ଟାଣ କିନ୍ତୁ ଅର୍ଚ୍ଚନାଙ୍କ ଠାରେ ଏଭଳି କିଛି ଦେଖିବାକୁ ମିଳି ନାହି । ସେ କଣ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିପାରିବେ କି ତାଙ୍କୁ ବେଲ ଦେଇପାରିବେ ତାଙ୍କୁ ଓକିଲ ଏହାକୁ ନେଇ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *