ଘର ହୋଇଯାଇଥାଏ ବର୍ବାଦ ଯଦି ତୁଳସୀ ପାଖରେ ରଖନ୍ତି ଏହି ୫ଟି ଜିନିଷ, କେବେବି ରଖନ୍ତୁନୀ ନଚେତ ହୋଇଯିବ ଅନର୍ଥ

ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମହତ୍ଵ ଅଟେ ଏହାକୁ ପୂଜା କରା ଯାଇଥାଏ, ହିନ୍ଦୁ ଧର୍ମରେ ତୁଳସୀ ଗଛର ବହୁତ ମାନ୍ୟତା ଅଟେ କୌଣସି ପୂଜା କର୍ମରେ ତୁଳସୀ ପତ୍ର ବହୁତ ଆବଶ୍ୟକ ହୋଇଥାଏ । ତୁଳସୀ ଗଛ ସମସ୍ତଙ୍କ ଅଗଣାରେ ଦେଖିବାକୁ ପାଇବେ, ତୁଳସୀ ଗଛ ଭଗବାନ ବିଷ୍ଣୁଙ୍କୁ ବହୁତ ପସନ୍ଦ ଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଭୁଲରେ ମଧ୍ୟ ତୁଳସୀ ଗଛ ପାଖରେ ରଖିବା ଉଚିତ ନୁହ ।

Image Courtesy: Google

ତୁଲସୀ ଗଛକୁ ବାସ୍ତୁ ଶାସ୍ତ୍ରରେ ବହୁତ ମହତ୍ଵ ଦିଆ ଯାଇଛି ଏହା ଅନୁଯାଇ ବାସ୍ତୁ ଦୋଷ ଦୂର କରିବା ପାଇଁ ତୁଳସୀ ଗଛ ସବୁଠାରୁ ଆବଶ୍ୟକ ଏବଂ ମହତ୍ଵପୂର୍ଣ ଗଛ ଅଟେ, ତୁଳସୀ ଗଛ ବହୁତ ଲାଭକାରୀ ଗୁଣ ସହ ଆପଣଙ୍କ ସବୁ ପ୍ରକାର ଦୋଷ ଦୂର ହୋଇଥାଏ । ତେବେ ଆପଣଙ୍କୁ ତୁଳସୀ ଗଛ ପାଖରେ କଚଡା ରଖିବା ବହୁତ ଖରାପ ଅଟେ ଏହା ଦ୍ଵାରା ଆପଣଙ୍କ ଘର ସମସ୍ଯା ବଢିଥାଏ ଏବଂ ହଟାତ କୌଣସି ଦୁର୍ଘଟଣା ଶିକାର ମଧ୍ୟ ହୋଇଥାନ୍ତି, ତୁଲସୀ ଗଛ ପାଖରେ କୌଣସି ପ୍ରକାର କଚଡା ରଖନ୍ତୁ ନାହିଁ । ତୁଲସୀ ଗଛ ପାଖରେ ଚପଲ ରଖିବା ଉଚିତ ନୁହ, କାହିଁକିନା ତୁଲସୀ ଗଛକୁ ଆମେ ପୂଜା କରିଥାଉ ।

Image Courtesy: Google

ସମସ୍ତଙ୍କ ଘରେ ତୁଲସୀ ଗଛ ଅଗଣାରେ ହୋଇଥାଏ ତେବେ ଲୋକଙ୍କ ଘରେ ଅଗଣାରେ ଚପଲ ରଖନ୍ତି ଓ ତୁଳସୀ ଗଛ ପାଖରେ ରଖନ୍ତି ତେବେ ଏହା ବହୁତ ଖରାପ ଅଟେ । ତୁଲସୀ ଗଛ ବହୁତ ଶୁଭକାରୀ ହୋଇଥାନ୍ତି, ତୁଲସୀ ଗଛରେ ପାଣି ସଠିକ ସମୟରେ ଦବା ଉଚିତ ଅଟେ । ତୁଲସୀ ଗଛରେ ରାତିରେ ପାଣି ଦବା ବହୁତ ଖରାପ ଅଟେ, ତେବେ ବାସ୍ତୁ ଶାସ୍ତ୍ର ଅନୁଯାଇ ରାତିରେ ତୁଳସୀ ଗଛ ପାଖରେ କୌଣସି ପାତ୍ରରେ ପାଣି ରଖିବା ଉଚିତ ନୁହ ।

Image Courtesy: Google

ତୁଲସୀ ଗଛ ପାଖରେ ପାତ୍ରରେ ପାଣି ଜମା କରି ରଖିଲେ ତୁଲସୀ ମାତାଙ୍କ କୃପା ନୁହ ଅନିଷ୍ଟ ହୋଇଥାଏ । ଚୁଟି, ଚୁଟି କୁଣ୍ଡେଇଲା ବେଳେ ଏହି କଥା ଧ୍ୟାନ ରଖନ୍ତୁ ଯେ ଚୁଟି ଉଡି ତୁଳସୀ ଗଛରେ ନ ଲାଗେ, ନଚେତ ଆପଣଙ୍କ ଉପରେ ଏହାର ପ୍ରଭାବ ପଡିଥାଏ, ଏହା ଦ୍ଵାରା ତୁଲସୀ ଗଛ ଭଲ କରିବା ଜାଗାରେ ଓଲଟା କାମ କରିଥାନ୍ତି ଓ ବାସ୍ତୁ ଦୋଷ ଲାଗିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *